Latest Posts
ରାଜ୍ୟ
ଆଭା ପଞ୍ଜୀକରଣରେ ଦେଶରେ ତୃତୀୟ ସ୍ଥାନ ଅଧିକାର କଲା ଏମ୍ସ ଭୁବନେଶ୍ବର
ଏମ୍ସ ଭୁବନେଶ୍ୱର ଆଜି ଦ୍ୱାଦଶ ବାର୍ଷିକ ଉତ୍ସବକୁ ପ୍ରତିବଦ୍ଧତା ଏବଂ ଅର୍ନ୍ତଭୁକ୍ତୀକରଣ ସହିତ ପାଳନ କରିଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଚେନ୍ନାଇ ଟେଷ୍ଟ: ତୃତୀୟ ଦିନରେ ବାଂଲାଦେଶ ସ୍ଥିତି ସଙ୍କଟରେ...
ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏକ ବଡ଼ ବିଜୟ ପାଇଁ ଭାରତୀୟ ଦଳ ଆଶାବାଦୀ ରହିଛି। ୨୮୭ ରନ୍ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ବାଂଲାଦେଶ ପାଇଁ ୫୧୫ ରନ୍ର ଲକ୍ଷ୍ୟ ରହିଛି। ଦଳ ୪ ୱିକେଟ୍ ହରାଇ ତୃତୀୟ ଦିନ ଶେଷ ସୁଦ୍ଧା ୧୫୮ ରନ୍ ସ୍କୋର କରିଛି....
ରାଜନୀତି
ସକାଳେ କଂଗ୍ରେସ, ସନ୍ଧ୍ୟାରେ ବିଜେପି: ପୁତୁରାଙ୍କୁ ନେଇ ଖଟ୍ଟରଙ୍କ ମନ୍ତବ୍ୟ
ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଆୟା ରାମ, ଗୟା ରାମ ରାଜନୀତି ଦେଖିବାକୁ ମିଳୁଛି। ପୂର୍ବତନ ସିଏମ ମନୋହର ଲାଲ ଖଟ୍ଟରଙ୍କ ପୁତୁରା ରମିତ ଖଟ୍ଟର ସକାଳେ କଂଗ୍ରେସରେ ଯୋଗ ଦେଇ ସନ୍ଧ୍ୟାରେ ବିଜେପିରେ ଯୋଗ ଦେଇଥିଲେ। ଯଦିଓ ରମିତ କହିଛନ୍ତି ଯେ ତାଙ୍କୁ ପ୍ରତାରଣା କରାଯାଇଛି...
ଅପରାଧ
୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କଲା ଚନ୍ଦକା ପୁଲିସ
ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାରେ ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୁଲିସ। ଏହି ଅଘଟଣ ବେଳେ ଥିବା ଆଉ ଫେରାର୍ ଥିବା ୩/୪ ଯୁବକଙ୍କୁ ପୁଲିସ ଖୋଜିବା ଜାରି ରଖିଛି।
ମନୋରଞ୍ଜନ
ଲଭ୍ ଆଣ୍ଡ ୱାର ପରେ ରୋମାନ୍ସ କରିବେ ଆଲିଆ...
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏବେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ମାତ୍ରେ ହିଟ୍ ବୋଲି ପ୍ରମାଣିତ ହେଉଛି। ସେ ଖୁବ୍ ଶୀଘ୍ର ଜିଗ୍ରା ଫିଲ୍ମରେ ନଜର ଆସିବେ। ତାଙ୍କୁ ଏକ ପ୍ରେମ କାହାଣୀରେ ଦେଖିବାକୁ ମିଳିବ ବୋଲି ଖବର ସାମ୍ନାକୁ ଆସିଛି...