Latest Posts
ରାଜ୍ୟ
୨୩ ତାରିଖ ଯାଏଁ ରତ୍ନଭଣ୍ଡାର ଯାଞ୍ଚ ଜାରି ରହିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ
ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆଜିଠାରୁ ଯାଞ୍ଚ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୩ ତାରିଖ ଯାଏଁ ଜାରି ରହିବ। ଆଜି ପ୍ରଥମ ଦିନରେ ଏଏସ୍ଆଇ ଓ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଅପରାହ୍ଣ ୨ଟାରେ ପ୍ରବେଶ କରିଥିଲେ।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଚେନ୍ନାଇ ଟେଷ୍ଟ: ତୃତୀୟ ଦିନରେ ବାଂଲାଦେଶ ସ୍ଥିତି ସଙ୍କଟରେ...
ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏକ ବଡ଼ ବିଜୟ ପାଇଁ ଭାରତୀୟ ଦଳ ଆଶାବାଦୀ ରହିଛି। ୨୮୭ ରନ୍ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ବାଂଲାଦେଶ ପାଇଁ ୫୧୫ ରନ୍ର ଲକ୍ଷ୍ୟ ରହିଛି। ଦଳ ୪ ୱିକେଟ୍ ହରାଇ ତୃତୀୟ ଦିନ ଶେଷ ସୁଦ୍ଧା ୧୫୮ ରନ୍ ସ୍କୋର କରିଛି....
ରାଜନୀତି
କଂଗ୍ରେସରେ ଅପରେସନ ଲୋଟସ!: ଶୈଲଜାଙ୍କୁ ବିଜେପିରେ ଯୋଗଦେବାକୁ କହିଲେ ଖଟ୍ଟର
ହରିୟାଣାରେ କଂଗ୍ରେସର କୁମାରୀ ଶୈଲଜାଙ୍କୁ ନେଇ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। କଂଗ୍ରେସରେ ଅପରେସନ ଲୋଟସ ପ୍ରୟାସ ହେଉଥିବା ଅଭିଯୋଗ ମଧ୍ୟ ହୋଇଛି। ବିଜେପି ଶୈଳଜାଙ୍କୁ ଦଳରେ ଯୋଗଦେବାକୁ ପ୍ରସ୍ତାବ ଦେଇଛି...
ଅପରାଧ
୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କଲା ଚନ୍ଦକା ପୁଲିସ
ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାରେ ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୁଲିସ। ଏହି ଅଘଟଣ ବେଳେ ଥିବା ଆଉ ଫେରାର୍ ଥିବା ୩/୪ ଯୁବକଙ୍କୁ ପୁଲିସ ଖୋଜିବା ଜାରି ରଖିଛି।
ମନୋରଞ୍ଜନ
ଗାୟିକା କେନିଶାଙ୍କ ପ୍ରେମରେ ପଡ଼ି ପତ୍ନୀଙ୍କୁ ଧୋକା ଦେଇଛନ୍ତି ଜୟମ ରବି !
ଜଣାଶୁଣା ତାମିଲ ଅଭିନେତା ଜୟମ ରବି ସେପ୍ଟେମ୍ବର ୯ରେ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେଉଥିବା ବିଷୟରେ ଘୋଷଣା କରିଥିଲେ। ଏବେ ତାଙ୍କ ନାମ ଗାୟିକା କେନିଶାଙ୍କ ସହ ଯୋଡାଯାଉଛି।