Latest Posts
ରାଜ୍ୟ
ଖାସି ଟୁର୍ନାମେଣ୍ଟ ଖେଳିବାକୁ ଛତିଶଗଡ଼ ଯାଇଥିଲେ; ଟ୍ରକ୍ ଧକ୍କାରେ ଦୁଇ ଓଡ଼ିଆ ହକି ଖେଳାଳିଙ୍କ ମୃତ୍ୟୁ
ସୁନ୍ଦରଗଡ଼ ଜିଲ୍ଲା ବାଲିଶଂକର ବ୍ଲକ୍ ତଥା ତଳସରା ଥାନା ଅନ୍ତର୍ଗତ ରାମପୁର ପଞ୍ଚାୟତ ନିମଡିହି ଗାଁର ୨ ଜଣ ଯୁବ ହକି ଖେଳାଳିଙ୍କ ଟ୍ରକ୍ଧକାରେ ମୃତ୍ୟୁ ହୋଇଯାଇଛି। ସେମାନେ ହେଉଛନ୍ତି ସଚିନ କିଣ୍ଡୋ (୩୨) ଏବଂ ସୁମିଲାଲ ଟପ୍ପୋ (୩୦)। ସେମାନେ ହକି ଖେଳିବାକୁ ଛତିଶଗଡ଼ ଯାଇଥିଲେ।
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
ଖାସି ଟୁର୍ନାମେଣ୍ଟ ଖେଳିବାକୁ ଛତିଶଗଡ଼ ଯାଇଥିଲେ; ଟ୍ରକ୍ ଧକ୍କାରେ ଦୁଇ ଓଡ଼ିଆ ହକି ଖେଳାଳିଙ୍କ ମୃତ୍ୟୁ
ସୁନ୍ଦରଗଡ଼ ଜିଲ୍ଲା ବାଲିଶଂକର ବ୍ଲକ୍ ତଥା ତଳସରା ଥାନା ଅନ୍ତର୍ଗତ ରାମପୁର ପଞ୍ଚାୟତ ନିମଡିହି ଗାଁର ୨ ଜଣ ଯୁବ ହକି ଖେଳାଳିଙ୍କ ଟ୍ରକ୍ଧକାରେ ମୃତ୍ୟୁ ହୋଇଯାଇଛି। ସେମାନେ ହେଉଛନ୍ତି ସଚିନ କିଣ୍ଡୋ (୩୨) ଏବଂ ସୁମିଲାଲ ଟପ୍ପୋ (୩୦)। ସେମାନେ ହକି ଖେଳିବାକୁ ଛତିଶଗଡ଼ ଯାଇଥିଲେ।
ରାଜନୀତି
ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ପହଞ୍ଚିବା ପରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ...
ଅପରାଧ
ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୬ ଗିରଫ; ଜଣ କରିଥିଲେ ଦୁଷ୍କର୍ମ
ଜଣେ ନାବାଳିକାଙ୍କୁ ଦୁଇଟି ସ୍ଥାନରେ ଭିନ୍ନଭିନ୍ନ ଲୋକଙ୍କ ଦ୍ବାରା ଦୁଇଥର ଗଣଦୁଷ୍କର୍ମ ଘଟଣା ଇସ୍ପାତ୍ ସହର ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ୫ ଦିନ ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୁଲିସ୍ ଏହି ଚାଞ୍ଚଲ୍ୟକର ଅପରାଧର ସଂପୂର୍ଣ୍ଣ ପର୍ଦ୍ଦାଫାଶ କରିଛି।
ମନୋରଞ୍ଜନ
ସମ୍ପତ୍ତି ତୁଳନାରେ ସୋନାକ୍ଷୀଙ୍କଠାରୁ ଢ଼େର ପଛରେ ସ୍ବାମୀ ଜହିର
ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଏବେ ଦୁହିଁଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।