Latest Posts
ରାଜ୍ୟ
ଆଲାଚନା ପାଇଁ ନର୍ସିଂ ଅଧିକାରୀଙ୍କୁ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ
ରାଜ୍ୟବ୍ୟାପି ଧାରଣାରତ ନର୍ସିଂ କର୍ମଚାରୀଙ୍କ ସହିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସନ୍ଧ୍ୟାରେ ନର୍ସିଂ ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡାକିଛନ୍ତି।
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
କାନପୁର ଟେଷ୍ଟର ୨ୟ ଦିନ ଖେଳ ବାତିଲ
ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନର ଖେଳ ବର୍ଷା ଯୋଗୁଁ ବାତିଲ ହୋଇଛି। ଶନିବାର ସକାଳୁ କାନପୁରରେ ଲଗାଣ ବର୍ଷା ଜାରି ରହିଥିଲା । ଏଭଳି ପରିସ୍ଥିତିରେ ଅମ୍ପାୟାରମାନେ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ କଥା ହେବା ପରେ ଦିନର ଖେଳ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।
ରାଜନୀତି
ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ପହଞ୍ଚିବା ପରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ...
ଅପରାଧ
ଦିଲ୍ଲୀରେ ବନ୍ଦ ଘରୁ ମିଳିଲା ବାପା ଓ ୪ଝିଅଙ୍କ ମୃତଦେହ
ଦିଲ୍ଲୀରେ ବନ୍ଦ ଘରୁ ମିଳିଲା ବାପା ଓ ୪ଝିଅଙ୍କ ମୃତଦେହ । ଦିଲ୍ଲୀର ବସନ୍ତକୁଞ୍ଜରେ ଥିବା ରଙ୍ଗପୁରୀ ଗାଁରେ ଘଟିଛି ଏଭଳି ଘଟଣା। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଜଣାପଡ଼ିଥିବା ବେଳେ ଏହାର କାରଣ ଜଣାପଡ଼ିନାହିଁ।
ମନୋରଞ୍ଜନ
କେତେ ଥିଲା ପ୍ରଥମ ପାରିଶ୍ରମିକ? ଜାଣନ୍ତୁ କେତେ କୋଟିର ମାଲିକ ରଣବୀର
ଆଜି ରଣବୀର କପୁରଙ୍କ ୪୨ତମ ଜନ୍ମଦିନରେ ଆମେ ଆପଣଙ୍କୁ ତାଙ୍କର ମୋଟ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ | ଏହା ସହ ତାଙ୍କର ପ୍ରଥମ ଫିଲ୍ମ ଓ ପାରିଶ୍ରମିକ କେତେ ଥିଲା ତାହା ଜାଣନ୍ତୁ।