Latest Posts
ରାଜ୍ୟ
ଅନେକଥର ଧମକ ଦେବା ପରେ ଶେଷରେ ମୋ ଭଉଣୀକୁ ମାରିଦେଲେ
ରୁକ୍ସନାଙ୍କ ପରିବାରଲୋକ ଝିଅର ପ୍ରତିଦ୍ବନ୍ଦୀ କଳାକାରଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି କହିଲେ,‘ ପୂର୍ବରୁ ଅନେକ ଥର ଧମକ ଦେଇଦେଇ ଶେଷରେ ବିଷ ଦେଇ ମାରିଦେଲା। ଆମ ଝିଅକୁ ଯଥାଶୀଘ୍ର ନ୍ୟାୟ ଦରକାର।’
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଏତେ କୋଟିର ମାଲିକ ଚେନ୍ନାଇ ଟେଷ୍ଟ୍ର ହିରୋ ଆର.ଅଶ୍ବିନୀ
ଚେନ୍ନାଇରେ ଖେଳାଯାଉଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ ସମୟରେ ଭାରତ ୬ଟି ୱିକେଟ ହରାଇ ପରାସ୍ତ ହେବ ବୋଲି ସମସ୍ତେ ଭାବୁଥିଲେ। ହେଲେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଐତିହାସିକ ପ୍ରଦର୍ଶନ ଦଳକୁ ଜିତାଇଥିଲା। ଆସନ୍ତୁ ଜାଣିବା ତାଙ୍କର ସମ୍ପତ୍ତି କେତେ।
ରାଜନୀତି
ଏଥର ଆପ୍ ସମର୍ଥନ ବିନା ହରିୟାଣାରେ ସରକାର ଗଠନ ହୋଇପାରିବ ନାହିଁ : କେଜ୍ରିଓ୍ବାଲ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ହରିୟାଣାର ଯମୁନାନଗରରେ ପହଞ୍ଚି ଏକ ରୋଡ୍ ସୋ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ହରିୟାଣାରେ ଏଥର ଯିଏ ବି ସରକାର ଗଢିବ ତାହା ଆପ୍ ର ସମର୍ଥନ ବିନା ସମ୍ଭବ ହେବ ନାହିଁ ।
ଅପରାଧ
ଜନ୍ମଦିନ ପାର୍ଟି ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ
ଦିଲ୍ଲୀର ରାଜଘାଟ ନିକଟରେ ଦୁର୍ଘଟଣା ଘଟି ଜଣେ ୧୯ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ୟୁନିଭରସିଟିର ନାବଳକ ଛାତ୍ର ଜଣକ ନିଜ ଜନ୍ମଦିନ ପାର୍ଟି ସାରିବା ପରେ ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଗୁରୁଗ୍ରାମରୁ ଘରକୁ ଫେରୁଥିବା ବେଳେ ଗାଡ଼ିଟି ଯାଇ ଏକ ଗାର୍ଡରେଲ୍ ଭିତରେ ପଶି ଯାଇଥିଲା।
ମନୋରଞ୍ଜନ
ସୋମିଙ୍କୁ ଧୋକା ଦେଇ ଐଶ୍ବର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ସଲମାନ
ମୁଁ ସଲମାନଙ୍କ ସହ ରହୁଥିଲି। ଏହି ସମୟରେ ସେ ହମ ଦିଲ୍ ଦେ ଚୁକେ ସନମରେ ଐଶ୍ବର୍ଯ୍ୟାଙ୍କୁ ଭେଟି ତାଙ୍କ ପ୍ରେମରେ ପଡ଼ିଥିଲେ ଓ ମୋତେ ଧୋକା ଦେଇଥିଲେ। ଏଭଳି କହି ଚର୍ଚ୍ଚାରେ ସଲମାନଙ୍କ ପୂର୍ବ ପ୍ରେମିକା ସୋମି ଅଲୀ।