ଢେଙ୍କାନାଳ: ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଜଣ ଛାତ୍ର ନିଖୋଜ ସୂଚନା। ରାସ୍ତା ଭୁଲି ଯାଇ ଫେରି ପାରି ନଥିବା ଅନୁମାନ। ବାଟ ପାଉ ନଥିବା ଫୋନ୍ କରି ଜଣାଇଥିବା କହିଲେ ପରିବାର। ନିଖୋଜ ୫ ଛାତ୍ର କଟକ ଲିଙ୍କ୍ ରୋଡ୍ ଅଞ୍ଚଳର ସୂଚନା।

ସମ୍ବନ୍ଧିତ ଖବର