ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ସବୁଠୁ ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ୬୨୨ କୋଟି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ୩୯୦ କୋଟିପତି ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ସବୁଠାରୁ ଧନୀ ହେଉଛନ୍ତି କଂଗ୍ରେସର ମାଣ୍ଡ୍ୟା ପ୍ରାର୍ଥୀ ଭେଙ୍କଟରମଣେ ଗୌଡ଼ା। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଦ୍ବାରା କରାଯାଇଥିବା ପ୍ରାର୍ଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ସନ୍ଦେଶଖାଲି ମାମଲା: ବିପୁଳ ଅସ୍ତ୍ରଶସ୍ତ୍ର ଓ ବୋମା ଜବତ

ନୂଆଦିଲ୍ଲୀ: ପଶ୍ଚିମବଂଗର ସନ୍ଦେଶଖାଲି ହିଂସା ମାମଲା ଏବେ ନୂଆ ମୋଡ଼ ନେଇଛି । ଗତ ଜାନୁଆରି ୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ପଶ୍ଚିମବଙ୍ଗର ସନ୍ଦେଶଖାଲିସ୍ଥିତ ଏକ ଘରେ ଚଢ଼ଉ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଭିଭିପିଏଟି ଆବେଦନ ଖାରଜ: ‘ବିରୋଧୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଶକ୍ତ ଚାପୁଡ଼ା’

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ଜରିଆରେ ଇଭିଏମ୍ ବ୍ୟବହାର କରି ଦିଆଯାଇଥିବା ଭୋଟ୍‌ର ପୁନଃ ଯାଞ୍ଚ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଥିବାରୁ ଏହା ବିରୋଧୀଙ୍କ ପାଇଁ ଶକ୍ତ ଚାପୁଡ଼ା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମତଦାନର କିଛି ମିନିଟ୍‌ ପରେ ୯୧ ବର୍ଷୀୟ ମହିଳାଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ‌ ୮୫ ବର୍ଷରୁ ଅଧିକ ବୟସର ନାଗିରକ ଓ ଭିନ୍ନକ୍ଷମ ଯେଭଳି ସହଜରେ ମତଦାନ ଦେଇପାରିବେ ସେନେଇ ନିର୍ବାଚନ କମିସନ ଚଳିତ ନିର୍ବାଚନରେ ‘ଘରୁ ମତଦାନ’ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ମତଦାନ ପ୍ରକ୍ରିୟାରେ ଉତ୍ସାହ ସହକାରେ ଭାଗ ନେଇଥିବା ୯୧ ବର୍ଷୀୟ ପୁତ୍ତାମ୍ମାଙ୍କ ନିଜ ଘରେ ଭୋଟ…
ଅଧିକ ଖବର ଦେଖନ୍ତୁ...

ଖଡ଼ଗେଙ୍କ ଚିଠି ପରେ ମନମୋହନଙ୍କ ଭିଡିଓ ସେୟାର କଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦଳର ଇସ୍ତାହାର ବିଷୟରେ ଅବଗତ କରାଇବା ପାଇଁ ଖୋଲା ଚିଠି ଲେଖିବାର ଗୋଟିଏ ଦିନ ପରେ ବିଜେପି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏକ ପୁରୁଣା ଭିଡିଓ ଜାରି କରିଛି, ଯେଉଁଥିରେ ସଂଖ୍ୟାଲଘୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ

ବେଙ୍ଗାଲୁରୁ: ବେଙ୍ଗାଲୁର ଦକ୍ଷିଣ ଆସନର ବିଜେପି ପ୍ରାର୍ଥୀ ‌ ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ଆଜି ନିର୍ବାଚନ କମିସନ ମାମଲା ରୁଜୁ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରକାଶିତ ଭିଡ଼ିଓ ମାଧ୍ୟମରେ ସେ ଧର୍ମ ନାମରେ ଭୋଟ ମାଗିଛନ୍ତି ବୋଲି କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ପରିବାରର ୫ ପିଢ଼ିର ସଦସ୍ୟ ଭୋଟ୍‌ଦେଲେ

ଯୋଧପୁର: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଜି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିବା ବେଳେ ଯୋଧପୁରରେ ଗୋଟିଏ ପରିବାରର ପାଞ୍ଚ ପିଢ଼ିର ୭୦ ଜଣ ସଦସ୍ୟ ଭୋଟ୍ ଦେବାକୁ ପାରମ୍ପରିକ ପରିଧାନରେ ଆସିବା ଚର୍ଚ୍ଚାରେ ରହିଥିଲା। ବିଭିନ୍ନ ସ୍ଥାନରେ ମତଦାନ ହ୍ରାସ ପାଇବା ନେଇ…
ଅଧିକ ଖବର ଦେଖନ୍ତୁ...

ନୋଟାକୁ ସର୍ବାଧିକ ଭୋଟ୍ ମିଳିଲେ କ’ଣ ହେବ?

ନୂଆଦିଲ୍ଲୀ: ନନ୍ ଅଫ୍ ଦି ଏବଭ୍ (ନୋଟା) ବିକଳ୍ପ ସପକ୍ଷରେ ସର୍ବାଧିକ ଭୋଟ୍ ମିଳିଲେ କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଫଳାଫଳକୁ ବାତିଲ କରିବା ଏବଂ ପୁନର୍ବାର ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ଭିଭିପିଏଟି-ଇଭିଏମ୍ ଯାଞ୍ଚ ମାମଲା: ସବୁ ଆବେଦନ ଖାରଜ

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସ୍ଲିପ୍ ସହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବ୍ୟବହାର କରି ଦିଆଯାଇଥିବା ଭୋଟ୍‌ର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ପର୍ଯ୍ୟାୟରେ ୬୧% ମତଦାନ: ତ୍ରିପୁରାରେ ରେକର୍ଡ ୭୭.୧୮% ଭୋଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୩ଟି ରାଜ୍ୟର ୮୮ଟି ଆସନରେ ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ନିର୍ବାଚନ କମିସନଙ୍କ ରିପୋର୍ଟ ମୁତାବକ ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୭ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି। ତ୍ରିପୁରାରେ ସର୍ବାଧିକ ୭୭.୧୮…
ଅଧିକ ଖବର ଦେଖନ୍ତୁ...