Daily Archives

April 18, 2024

ବିଶ୍ୱ ଦକ୍ଷତା କେନ୍ଦ୍ରର ୪୩ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ଏହି କ୍ରମରେ ୨୦୨୩-୨୪ ବ୍ୟାଚରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’…
ଅଧିକ ଖବର ଦେଖନ୍ତୁ...

ଅଚାନକ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ମେଡିକାଲରେ ଭର୍ତ୍ତି ହେଲେ ଟିଏମସି ନେତା ମୁକୁଲ ରାୟ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ଭେଟେରାନ ନେତା ତଥା ବିଧାୟକ ମୁକୁଲ ରାୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯାଇଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ଅପରାହ୍ନରେ କୋଲକାତାର ବାଇପାସ୍ ନିକଟରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ନିକଟ ସମ୍ପର୍କୀୟଙ୍କ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲର ଆଣବିକ ପ୍ଲାଣ୍ଟକୁ ଧ୍ବଂସ କରିଦେବୁ : ଇରାନର ଖୋଲା ଧମକ

ତେହେରାନ: ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣ ହେବାର ଆଶଙ୍କା ଥିବା ବେଳେ ଇରାନ ଖୋଲାଖୋଲି ଧମକ ଦେଇଛି। ଇରାନର ପରମାଣୁ ସୁରକ୍ଷା ଓ ସୁରକ୍ଷା ବାହିନୀର ମୁଖ୍ୟ ଜେନେରାଲ ଅହମ୍ମଦ ହକତଲାବ ଇସ୍ରାଏଲକୁ ଏହି ଧମକ ଦେଇଛନ୍ତି। ଯଦି ଇସ୍ରାଏଲ ଭୁଲବଶତଃ ଇରାନର ପରମାଣୁ ସ୍ଥଳକୁ ଟାର୍ଗେଟ କରେ ତେବେ…
ଅଧିକ ଖବର ଦେଖନ୍ତୁ...

ସୁନାଗହଣା ସହ ବହୁ ଚୋରି ସାମଗ୍ରୀ ଜବତ; ୪ କୁଖ୍ୟାତ ଚୋର ଗିରଫ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୁଲିସ କୁଖ୍ୟାତ ଚୋର ଗ୍ୟାଙ୍ଗକୁ ଧରିବା ସହ ଅନେକ ଚୋରି ସାମଗ୍ରୀ ଜବତ କରିଛି। ସୂଚନା ଅନୁଯାୟୀ, ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢୁଥିବା ବେଳେ ଲୋକେ ବିଭିନ୍ନ ସାମଗ୍ରୀ ଚୋରି ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବେକରେ ଦଉଡି ଦେଇ ଭିନ୍ନ ସ୍ଥାନରେ ଜୀବନ ହାରିଲେ ଯୁବକ, ଯୁବତୀ

ଜୟପୁର/ରାଇରଂଗପୁର: ବେକରେ ଦଉଡ଼ି ଦେଇ ରାଜ୍ୟର ଭିନ୍ନ ସ୍ଥାନରେ ଦୁଇ ଜଣ ଯୁବକ ଓ ଯୁବତୀ ପ୍ରାଣ ହରାଇଛନ୍ତି। ପ୍ରଥମ ଘଟଣା କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅର୍ନ୍ତଗତ ବାରିଣୀପୁଟ ଶୁଣ୍ଡିଗୁଡ଼ା ଗାଁରେ ଓ ଦ୍ବିତୀୟ ଘଟଣା ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ତଥା ହାଟବାଦଡା…
ଅଧିକ ଖବର ଦେଖନ୍ତୁ...

ଦିନକ ପୂର୍ବରୁ ଡ଼ିଆଇଜିଙ୍କୁ କାହିଁକି ହଟାଇଲ? ପ୍ରଶ୍ନ କଲେ ମମତା

କୋଲକାତା: ପଶ୍ଚିମବଙ୍ଗର ରାଇଗଞ୍ଜରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି (ବିଜେପି) କୁ କଡ଼ା ଟାର୍ଗେଟ କରିଛନ୍ତି। ସେ ଗୁରୁବାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ରାମ ନବମୀ ଉତ୍ସବରେ ବିଜେପି ହିଂସା ସୃଷ୍ଟି କରିଛି।…
ଅଧିକ ଖବର ଦେଖନ୍ତୁ...

ବାମଦଳ ଓ କଂଗ୍ରେସ ହେଉଛନ୍ତି ବିଜେପିର ଦୁଇ ଭାଇ: ଟିଏମସି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ର ନେତାଙ୍କ ମଧ୍ୟରେ ବୟାନ ଯୁଦ୍ଧ ଦେଖିବାକୁ ମିଳିଛି। ଟିଏମସି ନେତା କୁନାଲ ଘୋଷ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଅଧୀର ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଓ ପାଣି ନାହିଁ ତ ଭୋଟ୍‌ ନାହିଁ: ଉପରଦୁଣ୍ଡା ଓ ତଳ ଦୁଣ୍ଡାବାସୀଙ୍କ କଡ଼ା ଚେତାବନୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ର ଉପର ଦୁଣ୍ଡା ଓ ତଳଦୁଣ୍ଡା ଗ୍ରାମକୁ ରାସ୍ତା ଓ ପାଣି ଦାବିରେ ନିର୍ବାଚନ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ନିଜେ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଦୁନ୍ଦେଲମାଲ ପଞ୍ଚାୟତର ଉପର ଦୁଣ୍ଡା ଓ ତଳ ଦୁଣ୍ଡା ଗାଁ ହେଉଛି ଏକ…
ଅଧିକ ଖବର ଦେଖନ୍ତୁ...

ଦେଖୁଦେଖୁ ସବୁଜ ହୋଇଗଲା ଆକାଶର ରଙ୍ଗ: ଭିଡିଓ ଭାଇରାଲ

ଦୁବାଇ: ଦୁବାଇରେ ୭୫ ବର୍ଷ ମଧ୍ୟରେ ଗତମଙ୍ଗଳବାର ପ୍ରବଳ ବର୍ଷା ହୋଇଥିଲ‌ା। ଏହି ବର୍ଷାରେ ଅନେକ ସ୍ଥାନ ବୁଡ଼ି ଯାଇଥିଲା। ଦୁବାଇରେ ହୋଇଥିବା ପ୍ରବଳ ବର୍ଷାର ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏଥିମଧ୍ୟରୁ ୨୩ ସେକେଣ୍ଡର ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଏହି ଭିଡିଓ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ୨ଟି ମାଓ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ମାଲକାନଗିରି: ରାତି ପାହିଲେ ଦେଶର ବିଭିନ୍ନ ସ୍ଥାନ ସହିତ ଛତିଶଗଡ଼ରେ ମଧ୍ୟ ମତଦାନ ହେବ। କିନ୍ତୁ ଏହା ପୂର୍ବରୁ ବିଏସଏଫ ଓ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଅନ୍ତର୍ଗତ ବୋଡିଗାଟା ବିଏସଏଫ କ୍ୟାମ୍ପ, ଏମ୍ପିଭି-୨୧ ବିଏସଏଫ କ୍ୟାମ୍ପ ଏବଂ…
ଅଧିକ ଖବର ଦେଖନ୍ତୁ...