ଅନୁସନ୍ଧାନ କରୁଥିବା ବର୍ଗ

ଇସ୍ରାଏଲ୍-ହମାସ୍ ଯୁଦ୍ଧ

ଇସ୍ରାଏଲ୍‌ରେ ଧ୍ବଂସର ତାଣ୍ଡବ ରଚିବାକୁ ସକ୍ଷମ ଇରାନର ୯ କ୍ଷେପଣାସ୍ତ୍ର

ତେହେରାନ୍: ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏନେଇ କହି ସାରିଛନ୍ତି ଇରାନ ଇସ୍ରାଏଲ୍‌ରେ ତାଣ୍ଡବ ରଚିବାକୁ ଯାଉଛି। ଇରାନର ଆଇଏସଏନଏ ନ୍ୟୁଜ୍ ଏଜେନ୍ସି କହିଛି ଆମ ପାଖରେ ୯ ଏଭଳି ‌କ୍ଷେପଣାସ୍ତ୍ର ଅଛି ଯାହା ଇସ୍ରାଏଲ୍…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ଓ ବିନାଶର ତାଣ୍ଡବ: ସପ୍ତମ ମାସରେ ଇସ୍ରାଏଲ-ହାମାସ୍‌ ଯୁଦ୍ଧ

ତେଲ୍‌ ଅଭିଭ: ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହାମାସ୍‌ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ଏବେ ସପ୍ତମ ମାସରେ ପହଞ୍ଚିଛି। ଗତ ୬ ମାସ ମଧ୍ୟରେ ଏହି ଯୁଦ୍ଧଜନିତ ଧ୍ବଂସଲୀଳା ଓ ମୃତ୍ୟୁର ତାଣ୍ଡବ ସମଗ୍ର ବିଶ୍ବକୁ ଆନ୍ଦୋଳିତ କରିଛି। ଇସ୍ରାଏଲ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଏବେ ଏହାର…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧକୁ ନେଇ ଇସ୍ରାଏଲର ଜନତାଙ୍କ ବିକ୍ଷୋଭ, ଦକ୍ଷିଣ ଗାଜାରୁ ସୈନ୍ୟ ପ୍ରତ୍ୟାହାର କଲା ଇସ୍ରାଏଲ୍

ତେଲ୍ ଅଭିବ୍ : ଗାଜାରେ କ୍ରମାଗତ ସାଧାରଣ ଜନତାଙ୍କ ମୃତ୍ୟୁ ଏବଂ ଇସ୍ରାଏଲୀ ବନ୍ଧକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଚାପ ବଢିଚାଲିଛି । ଏହାକୁ ନେଇ ଇସ୍ରାଏଲରେ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇଛନ୍ତି । ନିଜର ଦେଶରେ ବିକ୍ଷୋଭ ଓ ଆମେରିକାର ଚାପ ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ଗାଜା ଯୁଦ୍ଧରେ ବିରାମ: ପ୍ରସ୍ତାବ ଉପରେ ସୁରକ୍ଷା ପରିଷଦରେ ସପକ୍ଷରେ ୧୪ ଦେଶ, ଭୋଟ୍ ଦେଲାନି ଆମେରିକା

ଜେନେଭା: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସୋମବାର ପ୍ରଥମ ଥର ପାଇଁ ପାଞ୍ଚ ମାସରୁ ଅଧିକ ସମୟ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ତୁରନ୍ତ ଅସ୍ତ୍ରବିରତି କରିବାକୁ ଦାବି କରିଛି। ଏହି ସମୟରେ, ପୂର୍ବ ଡ୍ରାଫ୍ଟକୁ ଭିଟୋ ଦେଇଥିବା ଇସ୍ରାଏଲର ସହଯୋଗୀ ଆମେରିକା ଏଥିରେ ଭାଗ ନେଇ ନ ଥିଲା।…
ଅଧିକ ଖବର ଦେଖନ୍ତୁ...

ଗାଜା ଭୋକିଲାଙ୍କ ଭୋକକୁ ଯୁଦ୍ଧ ଅସ୍ତ୍ର ଭାବେ ବ୍ୟବହାର କରୁଛି ଇସ୍ରାଏଲ୍: ଜାତିସଂଘ ପ୍ରକଟ କଲା ଚିନ୍ତା

ଜେନେଭା: ଗାଜାରେ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଜାରି ରହିଛି। ଗାଜାରେ ଭୋକିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ। ଆମେରିକା ଏବଂ ଡେନମାର୍କର ବିମାନ ଦ୍ବାରା ଭୋକିଲାଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟ ପ୍ୟାକେଟ ପକାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ସିରିଆରେ ଇସ୍ରାଏଲ୍ ର ଏୟାର ଷ୍ଟ୍ରାଇକ୍

ଜେରୁଜେଲମ: ରବିବାର ଦକ୍ଷିଣ ସିରିଆର ବିଭିନ୍ନ ସ୍ଥାନରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଜଣେ ସିରିଆ ସୈନିକଙ୍କ ମୃତ୍ୟୁ ଘଟିଛି। ଷ୍ଟେଟ ନ୍ୟୁଜ୍ ଏଜେନ୍ସି ସାନା କହିଛି ଯେ ଇସ୍ରାଏଲ୍ ଅଧିକୃତ ଗୋଲାନ୍ ହାଇଟ୍ସ ଦିଗରୁ ଆସିଥିବା କିଛି କ୍ଷେପଣାସ୍ତ୍ରକୁ ବାୟୁ ପ୍ରତିରକ୍ଷା…
ଅଧିକ ଖବର ଦେଖନ୍ତୁ...

ଗାଜା ପାଲଟିଛି ଅଳିଆଗଦା: ୨.୩ କୋଟି ଟନ୍ ଆବଜର୍ନା ଜମା, ସଫା କରିବାକୁ ଲାଗିବ ବର୍ଷ ବର୍ଷ

ଗାଜା: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଗାଜାରେ ଚାଲିଥିବା ବିବାଦ ଭିତ୍ତିଭୂମିରେ ବ୍ୟାପକ କ୍ଷତି ଘଟାଇଛି। ଏହି କାରଣରୁ ପ୍ରାୟ ୨ କୋଟି ୩୦ ଲକ୍ଷ ଟନ୍ ଆବର୍ଜନା ଜମା ହୋଇଛି ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ବିଭିନ୍ନ ସ୍ଥାନରେ ପଡ଼ି ରହିଛି। ଜାତିସଂଘର ମାନବିକ ସହାୟତା କର୍ମଚାରୀ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଗାଜା ଯୁଦ୍ଧରେ ୧୦୩ ସାମ୍ବାଦିକ ନିହତ

ଜେରୁଜେଲମ: ଗାଜା ଓ ଇସ୍ରାଏଲ ମଧ୍ୟରେ ଦୀର୍ଘ ୫ ମାସ ଧରି ଚାଲିଥିବା ଯୁଦ୍ଧ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଛି । ‘ରିପୋର୍ଟର୍ସ ୱିଦାଉଟ ବର୍ଡର୍ସ’ (ଆରଏସ୍‌ଏଫ) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଗତ ପାଞ୍ଚ ମାସ ମଧ୍ୟରେ ଗାଜାରେ ଇସ୍ରାଏଲର ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...

ଗାଜାରେ ସହାୟତା ପକାଇବା ବେଳେ ଅଘଟଣ: ପାରାସୁଟ୍ ନ ଖୋଲିବାରୁ ୫ ମୃତ, ୧୦ ଆହତ

ଗାଜା: ଯୁଦ୍ଧ ବିଧ୍ବସ୍ତ ଗାଜାର ଦୁର୍ଗତମାନଙ୍କୁ ବିଭିନ୍ନ ଦେଶ ଏବେ ରିଲିଫ ଯୋଗାଉଛନ୍ତି। ସ୍ଥଳଭାଗ ଦେଇ ସହାୟତା ଯୋଗାଣ ଯଥେଷ୍ଟ ହେଉ ନ ଥିବାରୁ ଆମେରିକା, ଜୋର୍ଡାନ ପରି ଦେଶ ଆକାଶମାର୍ଗରୁ ବିମାନରୁ ପାରାସୁଟ ମାଧ୍ୟମରେ ରିଲିଫ ପ୍ୟାକେଟ୍ ପକାଉଛନ୍ତି। କିନ୍ତୁ ଶୁକ୍ରବାର ପାରାସୁଟ୍ ନ…
ଅଧିକ ଖବର ଦେଖନ୍ତୁ...

ବହୁଛି ଲୁହ ଥମୁନି କୋହ: ଭୋକିଲାଙ୍କ ଉପରେ ପଡ଼ିଲା ଖାଦ୍ୟ ପ୍ୟାକେଟ, ଚାପି ହୋଇ ୫ ଜଣଙ୍କ ଜୀବନ ଗଲା

ତେଲ ଅଭିବ: ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ଗାଜାର ଜନସାଧାରଣଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ପ୍ରିୟପରିଜନଙ୍କୁ ହରାଇ ଥିବା ଲୋକଙ୍କ ଆଖିରୁ ଲୁହ ଶୁଖୁ ନଥିବା ବେଳେ ଗୋଟିଏ ପରେ ଗୋଟିଏ ଦୁଃଖ ଯୋଗୁ ମନରେ କୋହ ବଢ଼ିଚାଲିଛି। ଲୋକେ ଖାଦ୍ୟ ନ…
ଅଧିକ ଖବର ଦେଖନ୍ତୁ...