ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

କେନ୍ଦୁଝରଗଡ଼-ଖୋର୍ଦ୍ଧା ରୋଡ୍‌ ମେମୁ ଟ୍ରେନ୍‌ରେ ଅସମ୍ଭାଳ ଭିଡ଼: ବଗି ସଂଖ୍ୟା ବଢ଼ାଇବାକୁ ଦାବି

ହରିଚନ୍ଦନପୁର: କେନ୍ଦୁଝରଗଡ଼-ଖୋର୍ଦ୍ଧା ରୋଡ ଓ ଖୋର୍ଦ୍ଧା ରୋଡ-କେନ୍ଦୁଝରଗଡ଼ ମଧ୍ୟରେ ଯାତାୟାତ କରୁଥିବା ଦୈନିକ ମେମୁ ପସେଞ୍ଜର ଟ୍ରେନ୍‌ରେ ପ୍ରବଳ ଭିଡ଼ ହେଉଛି। ଗତକାଲି ସକାଳେ ଟ୍ରେନ୍‌ରେ ଅସମ୍ଭାଳ ଭିଡ଼ ଯୋଗୁଁ କେତେକ ଯାତ୍ରୀ ବଗି ଭିତରେ ପଶି ନପାରି ଫେରିଯାଇଥିଲେ। ଟ୍ରେନ୍‌ରେ ଛିଡ଼ା…
ଅଧିକ ଖବର ଦେଖନ୍ତୁ...

ବିଲାତି ଅଛି, ‘ବିଲାତି ଓଡ଼ିଶା’ ନାହିଁ

ସୁବ୍ରତ ସ୍ବାଇଁ କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଟମାଟୋ ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ଦାମ୍‌ ଦେବାପାଇଁ ‘ବିଲାତି ଓଡ଼ିଶା’ର ପରିକଳ୍ପନା କରାଯାଇଥିଲା। ‘ବିଲାତି ଓଡ଼ିଶା’ କାରଖାନା ପ୍ରତିଷ୍ଠା ପରେ ଚାଷୀମାନେ କିଛିବର୍ଷ କମ୍ପାନିକୁ ଟମାଟୋ ବିକ୍ରି କରି ଭଲ ରୋଜଗାର କରୁଥିଲେ। ମାତ୍ର,…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ସହ ସ୍କୁଟି ମୁହାଁମୁହିଁ, ୨ ଯୁବକ ମୃତ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଟିକିରା ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ୍‌ ସହ ସ୍କୁଟି ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ଉଭୟ ସ୍କୁଟି ଓ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଦେବ ପ୍ରସାଦ ମାଝୀ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହରୁ ପୋଡ଼ିହୋଇ ଦମ୍ପତି ଗୁରୁତର, ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର

ଆନନ୍ଦପୁର: କେନ୍ଦୁଝର ଆନନ୍ଦପୁରରେ ପୋଡ଼ିହୋଇ ଦମ୍ପତି ଗୁରୁତର ହୋଇଛନ୍ତି। ଆନନ୍ଦପୁର ଥାନା କାଠକଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜନୈକ ମହିଳା ନିଜ ଦେଶରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀଙ୍କ ଦେହରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ତେଲକୋଇ ବ୍ଲକ୍‌ରେ ଧାରଣା

ତେଲକୋଇ: ଗାଁରେ ଅଛି ଦୁଇଟି ନଳକୂପ। ଗୋଟିଏ ସମ୍ପୂର୍ଣ୍ଣ ଖରାପ। ଅନ୍ୟ ନଳକୂପରୁ ବାହାରୁଥିବା ପାଣି ବ୍ୟବହାରଯୋଗ୍ୟ ନୁହେଁ। ‘ବସୁଧା’ ଯୋଜନାରେ ପାଇପ୍‌ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଥିଲା। ତିନିମାସ ହେଲା ଜଳ ଯୋଗାଣ ବନ୍ଦ ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାଣି…
ଅଧିକ ଖବର ଦେଖନ୍ତୁ...

ଗୋରୁ ବୋଝେଇ ଗାଡ଼ି ଜବତ: ଚାଳକ ଫେରାର

ଉଦୟପୁର: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍‌ ଗଦଗଦି ଗ୍ରାମର ବେହେରାସାହି ନିକଟରୁ ଗତକାଲି ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ପାଟଣା ଥାନା ପୁଲିସ ଜବତ କରିଛି। ଦେବଗଡ଼ ପଟୁ ୧୦ଟି ମହିନ୍ଦ୍ରା ପିକ୍‌ଅପ୍‌ ଭ୍ୟାନ୍‌ ଗୋରୁ ବୋଝେଇ ହୋଇ କେନ୍ଦୁଝର ଆସୁଛି ବୋଲି କିଛି ଯୁବକ ଖବର…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ମୁଖ୍ୟ ଡାକଘରେ ମିଳୁନି ପାସପୋର୍ଟ ସେବା

କେନ୍ଦୁଝର: କେନ୍ଦୁଝର ମୁଖ୍ୟ ଡାକଘରେ ପାର୍ସପୋର୍ଟ ସେବାକେନ୍ଦ୍ର ଖୋଲାଯାଇଛି। ଗତ ୨୦ ଦିନ ହେବ ଏଠାରେ ସେବା ମିଳୁ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପ୍ରିଲ ୧ରୁ ସର୍ଭର କାମ କରୁ ନଥିବାରୁ ନୂତନ ପାସ୍‌ପୋର୍ଟ ତିଆରି ଓ ନବୀକରଣ ପାଇଁ ଆସୁଥିବା ଲୋକ ହଇରାଣ ହେଉଛନ୍ତି। ଫଳରେ…
ଅଧିକ ଖବର ଦେଖନ୍ତୁ...

ଉତ୍କଟ ପାନୀୟଜଳ ସମସ୍ୟା: ଶୋଷ ମେଣ୍ଟାଉଛି ଚୁଆପାଣି

ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡ଼ା ପଞ୍ଚାୟତ ଗୋପୀସାଗର ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଛି। ଏହି ଗ୍ରାମରେ ୨୩ଟି ପରିବାର ବାସ କରୁଛନ୍ତି। ଗାଁରେ ଗୋଟିଏ ବି ନଳକୂଅ ନାହିଁ। ଗ୍ରାମବାସୀ ପାଣି ପାଇଁ ନିକଟରେ ବହି ଯାଉଥିବା ନାଳ ଉପରେ ନିର୍ଭର କରିଥାନ୍ତି।…
ଅଧିକ ଖବର ଦେଖନ୍ତୁ...

ଚମ୍ପୁଆରେ ସନାତନଙ୍କୁ ବିଜେଡି ଟିକେଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି। ଚମ୍ପୁଆର ପୂର୍ବତନ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ଙ୍କ କେନ୍ଦୁଝର ଜିଲ୍ଲାର ସମସ୍ତ ୬ଟି ନିର୍ବାଚନମଣ୍ଡଳୀ ସମେତ ପଡ଼ୋଶୀ କରଞ୍ଜିଆ ନିର୍ବାଚନମଣ୍ଡଳୀରେ ସଂଗଠନ ରହିଛି। ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଭାଗୀରଥିଙ୍କ ଟିକେଟ କଟିଲା, ଅଭିମନ୍ୟୁ ବିଜେଡି ପ୍ରାର୍ଥୀ

ଆନନ୍ଦପୁର/ହାଟଡିହି: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ଟିକେଟ୍‌ କାଟି ଅଭିମନ୍ୟୁ ‌େସଠୀଙ୍କୁ ପ୍ରାର୍ଥୀ କରିଛି। ଅଭିମନ୍ୟୁ ହେଉଛନ୍ତି ହାଟଡିହି ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ସ୍ବାମୀ। ‌ ୨୦୦୯ ପରଠାରୁ ଆନନ୍ଦପୁର…
ଅଧିକ ଖବର ଦେଖନ୍ତୁ...