Daily Archives

April 8, 2024

କ୍ୟାନ୍ସର କବଳରେ କୋରାପୁଟ: ୮ ବର୍ଷରେ ୭୨୩୮ ଆକ୍ରାନ୍ତ, ବର୍ଷକରେ ୫୩୫ ନୂଆ ଆକ୍ରାନ୍ତ

ଜୟପୁର: କୋରାପୁଟ ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ୍ ) ପରିସରରେ ଗତ ୮ବର୍ଷ ତଳେ ଆରମ୍ଭ ହୋଇଥିଲା କ୍ୟାନ୍ସର ରୋଗୀଙ୍କ ପାଇଁ ମାଗଣାରେ ସ୍ବାସ୍ଥ୍ୟ ସେବା। ଏହି ୮ବର୍ଷରେ ୭୨୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଭଳି…
ଅଧିକ ଖବର ଦେଖନ୍ତୁ...

ରବିଧାନ ଫସଲ ନଷ୍ଟ କଲେ ହାତୀପଲ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ରଙ୍ଗାମାଟିଆ ପଞ୍ଚାୟତ ଟିଆଁସିପଶି ଗ୍ରାମରେ ଦୁଇଟି ହାତୀ ପଶି ବ୍ୟାପକ ରବିଧାନ ନଷ୍ଟ କରିଛନ୍ତି। ଟିଆଁସପଶି ଗ୍ରାମରେ ଚାଷୀମାନେ ରବିଧାନ କରିଛନ୍ତି। ଗତକାଲି ରାତିରେ ଦୁଇଟି ହାତୀ ଗାଁ ଧାନ କିଆରିରେ ପଶି ମାଡ଼ିଦଳି ଫସଲ ନଷ୍ଟ କରିଥିବା ଚାଷୀମାନେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଆଉ ରାଜ୍ୟ ମଧ୍ୟରେ ବିବାଦ ହେବା ଉଚିତ ନୁହେଁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ହେବା ଉଚିତ ନୁହେଁ। ସୋମବାର କର୍ଣ୍ଣାଟକକୁ ଏନଡିଆରଏଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଶୀର୍ଷ କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର୍. ବେଙ୍କଟରମଣି…
ଅଧିକ ଖବର ଦେଖନ୍ତୁ...

ଧାରଣା ଦେଉଥିବା ଟିଏମସି ନେତାମାନଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ଏକ ୧୦ ଜଣିଆ ପ୍ରତିନିଧି ଦଳ ନିର୍ବାଚନ କମିସନ ମୁଖ୍ୟାଳୟ ବାହାରେ ଧାରଣା ରେ ବସିଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖିଛି। ପୋଲିସ ସାଂସଦମାନଙ୍କୁ ଆନ୍ଦୋଳନସ୍ଥଳରୁ ହଟାଇ ସେଠାରେ ଉପସ୍ଥିତ ଥିବା ଏକ ବସରେ ରଖିଥିଲା। ଏହି ସମସ୍ତ ସାଂସଦ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇ ସୁପର କିଙ୍ଗସ୍‌ର ସହଜ ବିଜୟ

ଚେନ୍ନାଇ: ଆଇପିଏଲ୍‌ର ୨୨ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍‌କେ)  କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାଜିତ କରିଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକ୍ବାଡ ଟସ୍…
ଅଧିକ ଖବର ଦେଖନ୍ତୁ...

ପୋଷ୍ଟାଲ ବାଲାଟରେ ଭୋଟିଂ ଆରମ୍ଭ: ଘରେ ବସି କେଉଁମାନେ ଦେଉଛନ୍ତି ଭୋଟ୍, ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ୍ ୧୯ରେ ଆରମ୍ଭ ହେବ। କିନ୍ତୁ ପୋଷ୍ଟାଲ ବାଲାଟରେ ଭୋଟିଂ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରେ ଏପ୍ରିଲ୍ ୭ଠାରୁ ପୋଷ୍ଟାଲ ବାଲାଟ ଅର୍ଥାତ୍ ଡାକ ମତ ପତ୍ର ମାଧ୍ୟମରେ ମତଦାନ ଆରମ୍ଭ ହୋଇଛି। ଭିନ୍ନ ଭିନ୍ନ ରାଜ୍ୟରେ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୯ ଲକ୍ଷ ଟଙ୍କା ପାଇଁ ୧୪୫ ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ

ମସ୍କୋ : ଗତ ମାସରେ ମସ୍କୋର ସିଟି କନସର୍ଟ ହଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ଏକ ନାଟକୀୟ ମୋଡ଼ ନେଇଛି । ଏହି ଆକ୍ରମଣରେ ପଛରେ ୟୁକ୍ରେନର ସଂପୃକ୍ତି ଥିବା ରୁଷର ତଦନ୍ତକାରୀ ଏଜେନ୍ସିମାନେ ସଂଦେହ କରୁଛନ୍ତି । ଆତଙ୍କବାଦୀମାନେ ମାତ୍ର ୧୦ ଲକ୍ଷ ରୁବେଲ ଅର୍ଥାତ୍ ୯ ଲକ୍ଷ ଟଙ୍କାରେ ୧୪୫…
ଅଧିକ ଖବର ଦେଖନ୍ତୁ...

ମହିଳା ପୁଲିସ୍‌ କର୍ମଚାରୀଙ୍କୁ ଥାନାରେ ପଶି ପିଟିଲେ ୨ ଭଉଣୀ

ମୁଜାଫରନଗର: ମୁଜାଫରନଗର ପୁଲିସ ଷ୍ଟେସନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେଠାରୁ ରିପୋର୍ଟ ଦାଖଲ କରିବାକୁ ଆସିଥିବା ଦୁଇ ଭଉଣୀ ପ୍ରଥମେ ବିବାଦ ଉପୁଯାଇ ପରେ ଦୁଇ ମହିଳା କନଷ୍ଟେବଳଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ଜଣ ଭଉଣୀଙ୍କ ପାଇଁ କିଛି ସମୟ ପୁଲିସ ଷ୍ଟେସନ ଏକ…
ଅଧିକ ଖବର ଦେଖନ୍ତୁ...

ରେଢାଖୋଲରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ଼/ରେଢାଖୋଲ: ସନ୍ଥକବି ଭୀମ ଭୋଇଙ୍କ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି । ସମ୍ବଲପୁର ରେଢାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଏହା…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଡିଗ୍ରୀ ମାମଲା: ସଞ୍ଜୟଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ମାମଲାରେ ଆମ୍ ଆଦମୀ ପାର୍ଟି(ଏଏପି)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ସୁ୍ପ୍ରିମକୋର୍ଟରେ ବଡ଼ ଝଟ୍‌କା ଲାଗିଛି। ଶୀର୍ଷକୋର୍ଟ ସଞ୍ଜୟଙ୍କ ବିରୋଧରେ ଜାରି ହୋଇଥିବା ମାନହାନୀ ସମନ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...