Daily Archives

April 8, 2024

ତେଲ ସରିଯିବାରୁ ଉଡ଼ିଲାନି ରାହୁଲଙ୍କ ହେଲିକପ୍ଟର

ସାହଡୋଲ୍: ଅନେକ ସମୟରେ ଆପଣ ଦେଖିଥିବେ ଯେ ଗାଡିରେ ଇନ୍ଧନ ଅଭାବରୁ ଲୋକଙ୍କୁ ଯାତ୍ରା ସ୍ଥଗିତ ରଖିବା ସହ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହା କେବଳ ସାଧାରଣ ଲୋକଙ୍କ ସହିତ ନୁହେଁ ବରଂ ଦେଶର ବଡ ବଡ ନେତାଙ୍କ କ୍ଷେତ୍ରରେ ମଧ୍ୟ ହୋଇଥାଏ । ସଦ୍ୟତମ ଘଟଣାଟି କଂଗ୍ରେସ ନେତା ରାହୁଲ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୩୮ ରନ୍

ଚେନ୍ନାଇ: ଆଇପିଏଲ୍‌ର ୨୨ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍‌କେ) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ କଡ଼ା ମୁକାବିଲା ହେଉଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ

ଘୁ.ଉଦୟଗିରି: ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ କଂଗ୍ରେସ ଦଳ ଛାଡ଼ି ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବିଜେପି ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି।ନିର୍ବାଚନରେ ସେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ହେବା ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ସହିତ ସଦ୍‌ଭାବନାପୂର୍ବକ ସମୟ ବିତାଇବେ। ବେପାରରେ ଲାଭ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସଦ୍ଧି ମିଳିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ‌ ବୃଷ: ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ। ଅର୍ଥ ପାଇଁ କୌଣସି କାମ ସ୍ଥଗିତ ହୋଇପାରେ। କୌଣସି…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଭୂତ ମେଳା

ଉଜ୍ଜୟନୀ: ସମ୍ପ୍ରତି ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ଗରମ ଥିବାବେଳେ ରାଜ୍ୟରେ ସୋମବାରଠାରୁ 'ଭୂତ ମେଳା' ଆରମ୍ଭ ହୋଇଛି। ‘ଭୂତ’ର ଏହି ମେଳା ମହାକାଳଙ୍କ ସହରର ଉଜ୍ଜୟନୀରେ ଆୟୋଜିତ ହୋଇଛି। ଦୁଷ୍ଟ ଆତ୍ମାଠାରୁ ମୁକ୍ତି ପାଇବା ପାଇଁ ଉଜ୍ଜୟନୀର ବାୱନ କୁଣ୍ଡରେ ଆୟୋଜିତ ଏହି…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଦୁଇ ମୃତ, ବର୍ଷା ଯୋଗୁଁ ଗଛ ତଳେ ନେଇଥିଲେ ଆଶ୍ରୟ

ମାଲକାନଗିରି: ଓଡିଶା-ଆନ୍ଧ୍ରସୀମାନ୍ତ ଅସରଡା ଗାଁରେ ଘଟିଛି ଅଭାବନିୟ ଘଟଣା । ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଆନ୍ଧ୍ରପ୍ରଦେଶର ମୁଚିମପୁଟ ଥାନା ଅନ୍ତର୍ଗତ ଅସରଡ଼ା ଗାଁର ପାଙ୍ଗି ସୁକଦେଵ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ଶୀତାରାମ ଗାଁ ନିକଟରେ ଠିଆ ହୋଇ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବ୍ୟବସାୟୀଙ୍କୁ ପାକିସ୍ତାନରୁ ଆସୁଛି ହତ୍ୟା ଧମକ

ନୂଆଦିଲ୍ଲୀ : ପାକିସ୍ତାନ ଯୋଗୁଁ ଭାରତର ଜଣେ ବ୍ୟବସାୟୀ ଏବେ ଆତଙ୍କ ମଧ୍ୟରେ ଅଛନ୍ତି।  ତାଙ୍କ ପାଖରୁ ନିୟମିତ ଭାବେ ହତ୍ୟା ଧମକ ଆସୁଛି । ଘଟଣାଟି ଏମିତି କିଛି ଘଟିଥିଲା ଯେ କିଛିଦିନ ତଳେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ତାଙ୍କ ଫଟୋ ଜାରି କରି ତାଙ୍କୁ ଭାରତର ଗୁଇନ୍ଦା ଏଜେନ୍ସି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି। ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବ ଗତକାଲି ଜଟଣୀ ଠାରେ ନିର୍ବାଚନ ପ୍ରଚାର କରିବା ଆଳରେ ଛୋଟ ପିଲାମାନଙ୍କ ବେକରେ ଦଳୀୟ ପତାକା ପକାଇ ଓ ମୁଣ୍ଡରେ ଟୋପି ପିନ୍ଧାଇ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାଓ କେନ୍ଦ୍ର କମିଟିର ପ୍ରେସ ବିଜ୍ଞପ୍ତି: ଗତ ୩ ମାସରେ ୫୦ ଜଣ ମାଓବାଦୀଙ୍କ ମୃତ୍ୟୁ ସ୍ବୀକାର କଲା ସଂଗଠନ

ମାଲକାନଗିରି: ମାଓ ସଂଗଠନର କେନ୍ଦ୍ରୀୟ କମିଟି ତରଫରୁ ଆଜି ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ତରଫରୁ ଆରମ୍ଭ କରାଯାଇଥିବା ଜନ ଆନ୍ଦୋଳନକୁ ସରକାର ଦମନ କରି ଚାଲିଛନ୍ତି। ନକ୍ସଲ ସଂଗଠନକୁ ମୂଳତ୍ପାଟନ କରିବା ପାଇଁ ସରକାର ସମସ୍ତ ଯୋଜନା…
ଅଧିକ ଖବର ଦେଖନ୍ତୁ...

କ୍ୟାରିୟର ଠପ୍ ହୋଇଥିଲେ ବି ହନି ହେଉଛନ୍ତି ଭାରତର ସବୁଠୁ ଅଧିକ ଧନୀ ରାପର, ସମ୍ପତ୍ତି ମୂଲ୍ୟ କରିବ ଆଶ୍ଚର୍ଯ୍ୟ

ମୁମ୍ବାଇ: ଗତ କିଛି ବର୍ଷ ତଳେ ରାପର କହିଲେ ୟେ‌ା ୟୋ ହନି ସିଂହଙ୍କୁ ବୁଝାଉଥିଲା। ତାଙ୍କ ପୂର୍ବରୁ ଅନେକ ରାପର ଆସିଥିଲେ ବି ହନିଙ୍କୁ ଯେତିକି ଲୋକପ୍ରିୟତା ମିଳିଥିଲା, ସେତିକି ଅନ୍ୟ କାହାକୁ ମିଳିନଥିଲା। ଲଗାତାର ହିଟ୍ ଗୀତ ଦେଇ ସେ ଭାରତର ପ୍ରଥମ ସୁପରଷ୍ଟାର ରାପର ବନିଥିଲେ। ହେଲେ…
ଅଧିକ ଖବର ଦେଖନ୍ତୁ...