ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଚାକିରି କରେଇ ଦେବାକୁ କହି ୨ କୋଟିରୁ ଅଧିକ ଟଙ୍କାର ଠକେଇ, ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ସୋର: ଚାକିରି କରେଇ ଦେବାକୁ କହି ୨ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲା ବାଲେଶ୍ୱର ସୋର ଅଞ୍ଚଳରେ ଘଟିଛି। ରମେଶ ପାଢ଼ୀ ନାମକ ଜଣେ ବ୍ୟବସାୟୀ ୨୦୧୯ ମସିହାରୁ ୫୦ରୁ ଅଧିକ ବ୍ୟକ୍ତିଙ୍କୁ ବ୍ୟାଙ୍କରେ ଚାକିରି କରାଇବାକୁ କହି ଟଙ୍କା ନେଇଥିଲେ। ଜଣକ ପିଛା ୩ ଲକ୍ଷ ଟଙ୍କା ଆଦାୟ କରି ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ସକାଳ ସାଢେ ୮ଟାରୁ ବାଲେଶ୍ବର-ଅନୁଗୁଳ ପାଲଟିଲା ତତଲା କଢ଼େଇ

ଭୁବନେଶ୍ବର: ସକାଳ ସାଢେ ୮ଟାରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବଢ଼ିବାରେ ଲାଗିଛି। ସେସବୁ ସହର ମଧ୍ୟରେ ବାଲେଶ୍ୱର ଏବଂ ଅନୁଗୁଳ ତତଲା କଢ଼େଇ ପାଲଟିଛି। ବାଲେଶ୍ୱରର ତାମପାତ୍ରା ସର୍ବାଧିକ ରହିଛି। ଗୁରୁବାର ସକାଳୁ ବାଲେଶ୍ୱର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି । ସେହିପରି ଅନୁଗୁଳ ସହର…
ଅଧିକ ଖବର ଦେଖନ୍ତୁ...

ଏଥର ଦମ୍‌ଦାର ଲଢ଼େଇ: ମଇଦାନରେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ, ପ୍ରତାପ

ବାଲେଶ୍ୱର: ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଏଥର ବଡ଼ ଲଢ଼େଇ ଦେଖିବାକୁ ମିଳିବ। ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ନିର୍ବାଚନ ଲଢ଼ିବେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। କଂଗ୍ରେସ ପ୍ରାର୍ଥୀ ଶ୍ରୀ ଜେନା ୨୦୦୯ ମସିହାରେ ୩୮,୯୦୦…
ଅଧିକ ଖବର ଦେଖନ୍ତୁ...

ମଦ ଧରିବାକୁ ଆସି ହଟହଟା ହେଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ

ସୋର: ମଦ ଧରିବାକୁ ଆସି ଅବକାରୀ ଅଧିକାରୀ ଓ କର୍ମଚାରୀ ହଟହଟା ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଆଜି ସକାଳେ ଅନନ୍ତପୁର ଫାଣ୍ଡି ଅଧୀନ ଆମ୍ବତୋଟା ଗ୍ରାମର ପର୍ଶୁରାମ ପରିଡ଼ା ଓ ତାଙ୍କ ଭାଇ ବୁଦ୍ଧିରାମ ପରିଡ଼ାଙ୍କ ଘର ଓ ବାଡ଼ିରେ ଚୋରା ମଦ ରଖି ବ୍ୟବସାୟ…
ଅଧିକ ଖବର ଦେଖନ୍ତୁ...

୨୨ ଜଣଙ୍କୁ ବ୍ୟାଙ୍କରେ ଚାକିରି, ଜଣକୁ ଡିଲରସିପ୍‌ କରାଇଦେବାକୁ କହି ୨ କୋଟି ଠକି ଧରାପଡ଼ିଲେ ଯୁବକ

ସୋର: ବିଭିନ୍ନ ପ୍ରକାର ଆଳ ଦେଖାଇ ଜଣେ ଯୁବକ ବାଲେଶ୍ବର ଜିଲ୍ଲା ସୋର ଅଂଚଳର ଲୋକଙ୍କ ଠାରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଛି। ଏନେଇ ସୋର ପୁଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ପଂଚାୟତ ବୁଡ଼େଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପିଲାଙ୍କ ଚାଉଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗ୍ରାମବାସୀମାନେ ଘେରିବା ପରେ ଅଧା ରାସ୍ତାରୁ ଚାଉଳ ଫେରି ସ୍କୁଲ ପରିସରରେ ଥିବା…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍ ହେଉଛି ହାତୀ ପାଣି ପିଇବା ଦୃଶ୍ୟ; ଖୁସି ବ୍ୟକ୍ତ କଲେ ପରିବେଶବିତ୍

ଜଳେଶ୍ଵର: ଗତ ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ସୀମାନ୍ତରେ ଥିବା ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାରୁମୁଳା ପଞ୍ଚାୟତର କଦମଶୁଳ ଗ୍ରାମରେ ହାତୀ ପାଣି ପିଉଥିବାର ଦୃଶ୍ୟ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ବିଶେଷ କରି ପରିବେଶ ତଥା ଜଙ୍ଗଲ ଓ…
ଅଧିକ ଖବର ଦେଖନ୍ତୁ...

ଘୂରି ବୁଲିଛି ପର୍ଶୁରାମଙ୍କ ନଁାରେ ଚିଠି: ‘ବିଜେପି ମୋତେ ପ୍ରାର୍ଥୀ ଭାବେ ଗ୍ରହଣ କରୁ’

ସୋର: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିରୋଧର ସମ୍ମୁଖୀନ ହେଉଛନ୍ତି। ନେତା ଓ କର୍ମୀମାନେ ପ୍ରାର୍ଥୀ ବଦଳାଇବା ପାଇଁ ଅଡ଼ି ବସିଛନ୍ତି। ଏପରିସମୟରେ ଟିକେଟରୁ ବଞ୍ଚିତ ହୋଇ ବିଜେଡି ଛାଡ଼ିଥିବା ବିଧାୟକ ପର୍ଶୁରାମ ଧଡ଼ା ଅନ୍ୟ ଉପାୟ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି କେନ୍ଦ୍ରରେ ଜୀବନ ହାରିଲେ କର୍ମୀ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ହଂସୀପାଟଣା ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ କର୍ମୀ ହେଲେ ଗ୍ରାମର ସବିତା ମହାନ୍ତି(୪୦)। ସବିତା ଗତ ୮ ବର୍ଷ ଧରି ସ୍ଥାନୀୟ ହଂସୀପଟଣା ଅଙ୍ଗନବାଡ଼ି କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ଉଡ଼ିଗଲା ପ୍ରାଣବାୟୁ

ସୋର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ଛକରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ତୁଣ୍ଡୁରା ଗ୍ରାମର ପ୍ରଦୀପ କୁମାର ବାରିକ ତାଙ୍କ ବାପାଙ୍କୁ ବାଲେଶ୍ୱର ରେଳ ଷ୍ଟେସନକୁ ଆଣିବାକୁ ଯାଉଥିବା ବେଳେ ଜୟଦେବ କଷବା ନିକଟରେ…
ଅଧିକ ଖବର ଦେଖନ୍ତୁ...