Daily Archives

April 14, 2024

କଳିଙ୍ଗା ନାକାରେ ପୁଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ: ମଦୁଆ ଚାଳକଙ୍କୁ ଅଡ଼ୁଆ, ଚିନ୍ତାରେ ଗଞ୍ଜେଇ ବେପାରୀ

ଘୁ. ଉଦୟଗିରି: ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ କୌଣସି ଅଘଟଣକୁ ପ୍ରଶ୍ରୟ ନଦେବା ପାଇଁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପୁଲିସ ସଦାସର୍ବଦା ପ୍ରସ୍ତୁତ ରହିଛି। ପ୍ରଶାସନ ଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ସବୁସ୍ତରରେ ପ୍ରସ୍ତୁତି ଜୋରଦାର୍ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ଘର ବାହାରେ ଗୁଳିଚାଳନା ମାମଲା : ସିସିଟିଭିରେ ରେକର୍ଡ ହେଲା ଦୁଇ ଅଭିଯୁକ୍ତଙ୍କ ଚେହେରା

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ରବିବାର ସକାଳେ ହୋଇଥିବା ଗୁଳିକାଣ୍ଡକୁ ନେଇ ଚର୍ଚ୍ଚା ଲାଗି ରହିଛି ।  ଇତି ମଧ୍ୟରେ  ଗୁଳି ଚଳାଇଥିବା ଦୁଇ ବନ୍ଧୁକଧାରୀଙ୍କ ସିସିଟିଭି ଫଟୋ ମିଳିଛି । ଏଥିରେ ଉଭୟଙ୍କ ଚେହେରା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଆକ୍ରମଣକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଲଜ୍ଜା! ବିବାହିତ ଯୁବକଙ୍କ ସହ ପ୍ରେମ ସମ୍ପର୍କକୁ ବିରୋଧ କରି ଅର୍ଦ୍ଧଉଲଗ୍ନ କରାଇ ରାଜରାସ୍ତାରେ ବୁଲାଇଲେ ଲୋକେ

ଜୟପୁର: ରାଜସ୍ଥାନର ବାରମେର ଜିଲ୍ଲାରେ ଜଣେ ବିବାହିତ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ରାଜରାସ୍ତାରେ ବୁଲା ଯାଇଥିବା ଅଭିଯୋଗ ହୋଇଛି। ସାରୱାଡି ଗାଁରେ ଘଟିଥିବା ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ଅଧିକ ଖବର ଦେଖନ୍ତୁ...

ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା, ଉତ୍ତର-ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାରଙ୍କୁ ଟିକେଟ୍

ନୂଆଦିଲ୍ଲୀ: ଲୋକସଭା ୨୦୨୪କୁ ଦୃଷ୍ଟିରେ ରଖି କଂଗ୍ରେସ ରବିବାର (ଏପ୍ରିଲ ୧୪) ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ କଂଗ୍ରେସ ୩ଟି ରାଜ୍ୟରୁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ଉତ୍ତର-ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାରଙ୍କୁ ଟିକେଟ୍ ଦେଇଛି। କହ୍ନେୟା…
ଅଧିକ ଖବର ଦେଖନ୍ତୁ...

ସାଧାରଣ ନିର୍ବାଚନ-୨୦୨୪: ପ୍ରାର୍ଥୀ ଘୋଷଣା କରିବାରେ ଓଡ଼ିଶାର କେଉଁ ଦଳ ଆଗରେ ଜାଣନ୍ତୁ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶା ସମେତ ପୂରା ଦେଶରେ ନିର୍ବାଚନୀ ମାହୋଲ ଦେଖାଯାଇଛି। ଆଉ ମାତ୍ର ୪ ଦିନ ପରେ ଅର୍ଥାତ ଅସନ୍ତା ଏପ୍ରିଲ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ଟି ଆସନରେ ଭୋଟ୍‌ ଗ୍ରହଣ କରାଯିବ। ମୋଟ୍‌ ୭ଟି ପର୍ଯ୍ୟାୟରେ ମତଗ୍ରହଣ…
ଅଧିକ ଖବର ଦେଖନ୍ତୁ...

କାନାଡାରେ କାର୍‌ ଭିତରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ୨୦୨୨ରେ ଉଚ୍ଚଶିକ୍ଷା ପାଇଁ କାନାଡ଼ା ଯାଇଥିବା ଜଣେ ୨୪ ବର୍ଷୀୟ ଭାରତୀୟ ଯୁବକଙ୍କୁ ତାଙ୍କ କାର୍‌ ଭିତରେ ଥିବା ଅବସ୍ଥାରେ ଗୁଳି କରି ହତ୍ୟା କରାଯାଇଛି। ଭ୍ୟାନକୁଭର ପୁଲିସ ବିଭାଗ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛି ଯେ ଏପ୍ରିଲ ୧୨ ତାରିଖ ରାତି ପ୍ରାୟ ୧୧ଟା ବେଳେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି କି ରାଜକୁମାର; କନସର୍ଟରୁ ଫଟୋ ଭାଇରାଲ ହେବା ପରେ ଆରମ୍ଭ ହେଲା ଚର୍ଚ୍ଚା

ମୁମ୍ବାଇ: ଗତକାଲି ରାତିରେ ମୁମ୍ବାଇରେ ଦିଲଜିତ ଦୋସାଞ୍ଜଙ୍କ କନ୍ସର୍ଟ ଅନୁଷ୍ଠିତ ହୋଇଥିଲା ଯେଉଁଠାକୁ ବଲିଉଡର ଅନେକ କଳାକାର ଆସିଥିଲେ। ରାଜକୁମାର ରାଓ ମଧ୍ୟ ତାଙ୍କ ପତ୍ନୀ ପତ୍ରଲେଖାଙ୍କ ସହ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏହି କନସର୍ଟରୁ ଅଭିନେତାଙ୍କର କିଛି ଫଟୋ ଏବେ ଭାଇରାଲ ହେବାରେ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଦଫାରେ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ, ଜାଣନ୍ତୁ କେଉଁଠି କିଏ ଲଢ଼ିବେ ନିର୍ବାଚନ

ଭୁବନେଶ୍ବର: ଭାରତୀୟ ଜାତୀୟ କଂଗ୍ରେସ ରବିବାର ଓଡ଼ିଶାର ଆଉ ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳ କହିଛନ୍ତି  ଆଜି ୭୫ଟି ବିଧାନସଭା ଆସନରେ ଦଳ ପାଇଁ କିଏ ପ୍ରାର୍ଥୀ ହେବେ, ତା’ର ତାଲିକା ସାର୍ବଜନୀନ କରାଯାଇଛି। କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ମୁମ୍ବାଇ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ, ଧୋନିଙ୍କ ହାଟ୍ରିକ୍ ଛକା

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୯ତମ ମ୍ୟାଚଟି ଆଇପିଏଲ ଇତିହାସର ଦୁଇ ସଫଳ ଦଳ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ  ମୁମ୍ବାଇ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ । ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ: ଘରୋଇ ବିମାନ ଓ ହେଲିକପ୍ଟଟର ଚାହିଦା ୪୦% ବୃଦ୍ଧି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ରାଜନେତା ଓ ରାଜନୈତିକ ଦଳର ପ୍ରତିନିଧିମାନେ ଦେଶବ୍ୟାପୀ ପ୍ରଚାର କରୁଥିବାରୁ ଚାର୍ଟାର୍ଡ ବିମାନ ଓ ହେଲିକପ୍ଟଟର ଚାହିଦା ୪୦ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଅପରେଟରମାନେ ୧୫ରୁ ୨୦ ପ୍ରତିଶତ ଅଧିକ ରୋଜଗାର କରିବେ ବୋଲି ଶିଳ୍ପ ବିଶେଷଜ୍ଞମାନେ ଆକଳନ…
ଅଧିକ ଖବର ଦେଖନ୍ତୁ...