Daily Archives

April 14, 2024

ଚାରିଶମ୍ଭୁ ପୀଠରୁ ବାବା ପଶ୍ଚିମେଶ୍ୱର ଚୈତ୍ର ଦଣ୍ଡଯାତ୍ରା ଉଦ୍‌ଯାପିତ, ଠାକୁରଙ୍କ ମନ୍ଦିର ପ୍ରବେଶ 

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଐତିହାସିକ ଗନ୍ଧରାଢ଼ୀ (ଚାରିଶମ୍ଭୁ)ପୀଠରୁ ଗତ ମାସ ୨୨ ତାରିଖରୁ ଆରମ୍ଭ ହୋଇଥିବା ଚୈତ୍ର ଦଣ୍ଡଯାତ୍ରା ରବିବାର ଉଦଯାପିତ ହୋଇଯାଇଛି। ସିଦ୍ଧେଶ୍ୱର, ଯାଗେଶ୍ୱର, ପଶ୍ଚିମ ସୋମନାଥ, କପିଳେଶ୍ୱର, ଭଦ୍ରକାଳୀ, ଶ୍ୟାମାକାଳୀଙ୍କ ସହ ବିଭିନ୍ନ ଦେବା ଦେବୀଙ୍କୁ ଠାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନରେ ଖୁସି ହି ଖୁସି ଆସିବ। ଅଫିସ୍‌ରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହେବ। ସମାଜରେ ଆପଣଙ୍କ କାମର ପ୍ରଶଂସା ହେବ। ଦାମ୍ପତ୍ୟ ଜୀବନ ଖୁସି ଭରା ରହିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ। ବୃଷ: ବାପା ମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ। କୌଣସି ଶୁଭ ଖବର ପାଇବେ। ଆପଣଙ୍କର…
ଅଧିକ ଖବର ଦେଖନ୍ତୁ...

ଭାରତ ମାତା କି ଜୟ କହିବାକୁ ଖଡଗେଙ୍କୁ ଅନୁମତି ମାଗିଲେ କଂଗ୍ରେସ ବିଧାୟକ

ବାଙ୍ଗାଲୋର : କଂଗ୍ରେସ ବିଧାୟକ ଲକ୍ଷ୍ମଣ ସାବଦିଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । ସେ ଚଳିତ ସପ୍ତାହରେ ଭାରତ ମାତା କି ଜୟ ସ୍ଲୋଗାନ ଦେବା ପୂର୍ବରୁ ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ 'ମଞ୍ଜୁରୀ' ମାଗିବା ପରେ ଏହି ବିବାଦ ଦେଖାଦେଇଛି । ଲୋକସଭା ନିର୍ବାଚନର କିଛି ଦିନ ପୂର୍ବରୁ କର୍ଣ୍ଣାଟକର…
ଅଧିକ ଖବର ଦେଖନ୍ତୁ...

କଙ୍ଗନା ରାଜ୍ୟ ବିଜେପି ନେତୃତ୍ୱ ପାଇଁ ବିପଦ: ବିକ୍ରମାଦିତ୍ୟ ସିଂହ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ରାଜନୀତିରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପ୍ରବେଶ ରାଜ୍ୟ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ, ପୂର୍ତ୍ତ ମନ୍ତ୍ରୀ ତଥା ମଣ୍ଡି ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗା ଘାଟିରେ ଲୁହା ଛଡ଼ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ; ମୃତ୍ୟୁମୁଖରୁ ବର୍ତ୍ତିଲେ ଚାଳକ

ଘୁ.ଉଦୟଗିରି: ରାଉରକେଲାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ୧୪ଚକିଆ ଲୁହା ଛଡ଼ ବୋଝେଇ ଟ୍ରକ କଳିଙ୍ଗା ଘାଟିରେ ରବିବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଟ୍ରକ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ଟ୍ରକଟି କଳିଙ୍ଗା…
ଅଧିକ ଖବର ଦେଖନ୍ତୁ...

କ୍ରିକେଟକୁ ଭଲ ପାଉଥିବା ମହେନ୍ଦ୍ର ସିଂହ ଧୋନି ଏହି ଖାଦ୍ୟକୁ ବେଶୀ ପସନ୍ଦ କରନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ବ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୮ ଓ୍ବିକେଟରେ ହରାଇଲା କୋଲକାତା ନାଇଟରାଇଡର୍ସ

କୋଲକାତା : କୋଲକାତାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୮ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୮ ଓ୍ବିକେଟରେ ପରାସ୍ତ କଲା କୋଲକାତା ନାଇଟରାଇଡର୍ସ । କୋଲକାତା ଆଗରେ ବିଜୟ ପାଇଁ ଲକ୍ଷ୍ନୌ ପକ୍ଷରୁ ୧୬୨ ରନର ଲକ୍ଷ୍ୟ ରଖାଯାଇଥିବାବେଳେ କୋଲକାତା ତାହାକୁ ୧୫.୪ ଓଭରରେ ୨ଟି ଓ୍ବିକେଟ ହରାଇ…
ଅଧିକ ଖବର ଦେଖନ୍ତୁ...

ରୋଡ୍‌ ସୋ’ ବେଳେ ପଥର ମାଡ଼ରେ ଆହତ ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ; ଆଶୁ ଆରାଗ୍ୟ କାମନା କଲେ…

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ନିର୍ବାଚନ ପ୍ରଚାର ସମୟରେ କିଛି ଲୋକଙ୍କ ପଥର ମାଡ଼ରେ ଆହତ ହୋଇଛନ୍ତି। ୱାଇଏସଆରସିପି ସଭାପତି ତାଙ୍କ ରୋହ୍‌ ସା କାଳରେ ବସରେ ଯାତ୍ରା କରୁଥିବା ସମୟରେ ଟେକା ମାଡ଼ର ସମ୍ମୁଖୀନ ହୋଇଥିଲେ। ମେ ୧୩ ତାରିଖରେ ରାଜ୍ୟର ୧୭୫ ଆସନ…
ଅଧିକ ଖବର ଦେଖନ୍ତୁ...

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ: ବଜରଙ୍ଗ କର୍ମୀଙ୍କୁ ମାଡ଼ ଅଭିଯୋଗ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ରବିବାର ଦିନ ଗଣ୍ଡଗୋଳ ହୋଇଛି। ବଜରଙ୍ଗ ଦଳ ସହିତ ଭୀମ ଆର୍ମି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାମୁହିଁ  ହୋଇଛନ୍ତି। ସହରର ଆମ୍ବେଦକର ଛକରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ…
ଅଧିକ ଖବର ଦେଖନ୍ତୁ...