ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଆମେରିକାରେ ଅସୁରକ୍ଷିତ ଭାରତୀୟ

ପ୍ରଦୋଷ ପଟ୍ଟନାୟକ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ଭାରତୀୟ ନାଗରିକଙ୍କୁ ବିନା କାରଣରେ ହତ୍ୟା କରାଯିବା ଭଳି ଅତ୍ୟନ୍ତ ବିମର୍ଷକର ଖବରମାନ ଅଧିକ ସଂଖ୍ୟାରେ ଆସୁଛି। ଯୁକ୍ତରାଷ୍ଟ୍ର ଆମେରିକା କିମ୍ବା କାନାଡା ବା ବ୍ରିଟେନରେ ଭାରତୀୟମାନେ ଅକାରଣ ହିଂସା ଓ ହତ୍ୟାର ଶରବ୍ୟ ହେଉଛନ୍ତି। ଗତ…
ଅଧିକ ଖବର ଦେଖନ୍ତୁ...

ତରୁଣ ପୂଜକ

ଜଣେ ଗାଁ ବ୍ରାହ୍ମଣ ନିଜର ତରୁଣ ପୁତ୍ରକୁ ଧରି ଗାଁ ଦେବୀଙ୍କ ପୂଜା କରିବାକୁ ସବୁ ଦିନ ଯାଆନ୍ତି। ପୁଅ ବାପାଙ୍କୁ ପଚାରେ- ୟେ ତ କେବଳ ପଥର ଏବ˚ ସେଇ ପଥରରେ ସିନ୍ଦୂର ବୋଳା ହୋଇଛି, ତୁମେ କାହିଁକି ଏମିତି ବିହ୍ବଳ ହୋଇ ପୂଜା କରୁଛ? ବାପା ଜିଭ କାମୁଡ଼ି କହନ୍ତି ପୁଅ, ଏମିତି କଥା କହନା।…
ଅଧିକ ଖବର ଦେଖନ୍ତୁ...

ଏଲନ୍‌ଙ୍କ ଖେଳ

ପୃଥିବୀର ସର୍ବାଧିକ ଜନବହୁଳ ତଥା ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତି ଭାରତରେ ଅଧିକ ‌‘ଟେସ୍‌ଲା’ କାର୍ ବିକ୍ରୟ କରିବା ନିମିତ୍ତ ଏହା ଉପରେ ଆମଦାନି ଶୁଳ୍‌କ ହ୍ରାସ କରିବା ନିମିତ୍ତ ମସ୍କ ଭାରତ ସରକାରଙ୍କୁ ଅନୁରୋଧ କରିବାରେ ଲାଗିଛନ୍ତି। ‘ଟେସ୍‌ଲା’ ଗତ ମାସରେ ତା’ର ଏହି ଉଦ୍ୟମରେ ଆଂଶିକ…
ଅଧିକ ଖବର ଦେଖନ୍ତୁ...

ବଣିଜ ବିଚାର: ଓଡ଼ିଶାରେ କୋକୋ ଚାଷ ଓ ଚକୋଲେଟ୍ ଶିଳ୍ପ

ଆମ ଦୈନନ୍ଦିନ ଜୀବନରେ ଚକୋଲେଟ୍‌ ଅତୁଳନୀୟ ମଧୁରତା ସୃଷ୍ଟି କରିଥାଏ। ଅନେକ ବର୍ଷ ପୂର୍ବେ କେତେକ ନିର୍ଦ୍ଦିଷ୍ଟ ଦିନ ବା ନିର୍ଦ୍ଦିଷ୍ଟ ଅବସରରେ ଚକୋଲେଟ୍‌ କ୍ରୟ କରାଯାଉଥିଲା। କିନ୍ତୁ କିଛି ବର୍ଷ ହେଲାଣି ଚକୋଲେଟ୍‌ ଦୈନନ୍ଦିନ ଜୀବନର ଅଂଶ ହୋଇସାରିଲାଣି, ଯହିଁରେ ସ୍ନେହ ଓ ପ୍ରେମ,…
ଅଧିକ ଖବର ଦେଖନ୍ତୁ...

ଭୋଟ ବେଳରେ ଆମେ ଓ ସୁଇଟି

ଏମିତିରେ ଏବକାର ନିର୍ବାଚନ ବିଷୟକ କଥାରେ ଆମ ପୈତୃକ ନାକଟି ଜମା ପୂରାଇବୁ ନାହିଁ ବୋଲି ଠିକ୍ କରିଥିଲୁ। ହେଲେ ଆମ ବାଲ୍ୟବନ୍ଧୁ ସତ୍ୟେନ୍ଦୁ ସେଦିନ ଆସି ଆମ ପିଲାଦିନର ସାଙ୍ଗ ରାଜୁ କଥା ଉଠାଇ କହିଲା: ମନେ ପଡୁଚି ନା ରାଜୁ କଥା? ଏମିତି ଭୋଟ୍ ବେଳ ଆସିଲେ ସେ କେମିତି ଆମକୁ ବିଜୁ ପଟ୍ଟନାୟକ,…
ଅଧିକ ଖବର ଦେଖନ୍ତୁ...

ଚିନ୍ତାମୁକ୍ତ ହେବି କେମିତି?

ଜଣେ ଧନୀ ବଣିକ ସର୍ବଦା‌ ଚିନ୍ତାଗ୍ରସ୍ତ ହୋଇ ରହିବାରୁ ସେଥିରୁ ମୁକ୍ତ ହେବାର ବାଟ ପାଇବା ଲାଗି ଜଣେ ଗୁରୁଙ୍କ ପାଖକୁ ଗଲେ। ଗୁରୁ ଥିଲେ ବୈରାଗୀ ଏବଂ ଦାରିଦ୍ର୍ୟ ଭିତରେ ସେ କାଳ କାଟୁଥିଲେ। ଅଥଚ, ସେ ଥିଲେ ପ୍ରଫୁଲ୍ଲ ଚିତ୍ତ, ଅଚିନ୍ତ ଏବଂ ନିର୍ବିକାର। ବଣିକଙ୍କ ସମସ୍ୟା ଶୁଣି ଗୁରୁ…
ଅଧିକ ଖବର ଦେଖନ୍ତୁ...

ମୌସୁମୀର ମୁଡ୍

ଏପରି ପରିସ୍ଥିତିରେ ଉତ୍ତମ ମୌସୁମୀ ବୃଷ୍ଟିପାତ ଯୋଗୁଁ ଦେଶରେ ସାମଗ୍ରିକ କୃଷି ଉତ୍ପାଦନରେ ବୃଦ୍ଧି ଘଟିଲେ ମଧ୍ୟ, ଖାଦ୍ୟଦ୍ରବ୍ୟ- ବିଶେଷ କରି ପନିପରିବା, ଡାଲି ଓ ଖାଇବା ତେଲ ଆଦିର ବଜାର ଦରରେ ବୃଦ୍ଧି ଘଟିବା ଦେଖାଯାଇଥାଏ। ତେଣୁ ମୌସୁମୀର ଏହି ପୂର୍ବାନୁମାନ ଆମ ପାଇଁ ସୁସମ୍ବାଦ ବହନ…
ଅଧିକ ଖବର ଦେଖନ୍ତୁ...

ସା˚ପ୍ରତିକୀ: ଏହି ନିର୍ବାଚନ ଗୁରୁତ୍ବପୂର୍ଣ୍ଣ କାହିଁକି?

ଭାରତୀୟମାନେ ଦେଶର ଅଷ୍ଟାଦଶ ସାଧାରଣ ନିର୍ବାଚନରେ ଭୋଟ ଦେବା ଆରମ୍ଭ କରିଦେଇଛନ୍ତି। ପୂର୍ବର ସତରଟି ନିର୍ବାଚନ ମଧ୍ୟରୁ ନିର୍ଦ୍ଦିଷ୍ଟ ଭାବେ ଦୁଇଟି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଗୋଟିଏ ହେଉଛି ୧୯୫୨ରେ ଅନୁଷ୍ଠିତ ପ୍ରଥମ ନିର୍ବାଚନ। ନୈରାଶ୍ୟବାଦୀମାନେ ସେହି ଆୟୋଜନକୁ ବ୍ୟାପକ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ କଥନ: ମହାଜାତୀୟତା ଓ ଆଞ୍ଚଳିକ ଅସ୍ମିତା

ପ୍ରାୟ ଚାରି ଦଶନ୍ଧି ତଳେ ଆଧୁନିକ ଇତିହାସ ଅଧ୍ୟୟନ ପରିପ୍ରେକ୍ଷୀରେ ଓଡ଼ିଆ ଅସ୍ମିତା ଆନ୍ଦୋଳନକୁ ନେଇ ଆଗ୍ରହ ବଢ଼ିଲା। ସେତେବେଳେ ପ୍ରସଙ୍ଗଟିକୁ ନେଇ ଯେଉଁ ବୌଦ୍ଧିକ ବିଚାର ଥିଲା, ତା’ ଅନୁଯାୟୀ ଓଡ଼ିଆ ଜାତୀୟତା ଭାରତୀୟ ଜାତୀୟତାଠାରୁ ଭିନ୍ନ ବୋଲି ଧରା ହେବା ସହିତ ଉଭୟ ପରସ୍ପରର ପରିପନ୍ଥୀ…
ଅଧିକ ଖବର ଦେଖନ୍ତୁ...

ଫରିଦ ଓ ଚୋର

ସନ୍ଥ ଫରିଦ ଥରେ ଦୂର ସ୍ଥାନକୁ ଯାଉଥିବା ବେଳେ ବାଟରେ ଗୋଟିଏ ସରାଇଖାନାରେ ବିଶ୍ରାମ ନେବାକୁ ଅଟକିଲେ। ତାଙ୍କ ସହିତ ସେହି ସମାନ ପ୍ରକୋଷ୍ଠରେ ରାତ୍ରିଯାପନ କରୁଥିଲେ ଜଣେ ବୃଦ୍ଧ। ଦୁହିଁଙ୍କ ଭିତରେ କଥୋପକଥନ ଚା‌ଲିଲା। ବୃଦ୍ଧ ନିଜ ପରିଚୟ ଦେଇ କହିଲେ ଯେ ସେ ଜଣେ ଚୋର, ଯାହାକୁ ଧରିବା…
ଅଧିକ ଖବର ଦେଖନ୍ତୁ...