ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଦର୍ଲିପାଲି ଏନ ଟି ପି ସି ପାୱାର ପ୍ଲାଣ୍ଟ କଲୋନୀ ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଅଜଣା ଟ୍ରକଟି ଧକ୍କା ମାରି ଫେରାର ହୋଇଯାଇଥିବା ସୂଚନା ରହିଛି। ଗୋଟିଏ ବାଇକ୍…
ଅଧିକ ଖବର ଦେଖନ୍ତୁ...

ଦିଲୀପ ରାୟଙ୍କ ସଭାକୁ ବିରୋଧ: ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ମାର୍‌ପିଟ୍‌

ରାଉରକେଲା: ଦିଲୀପ ରାୟଙ୍କୁ ରାଉରକେଲା ବିଜେପି ଟିକେଟ ମିଳିବାପରେ ବିବାଦ ଥମିବାରେ ନଁା ନେଉନାହିଁ। ଆଜି ବନ୍ଧମୁଣ୍ଡା ‘ଏ’ ବ୍ଲକସ୍ଥ ମୁଖିବସ୍ତିରେ ଦିଲୀପଙ୍କ ନିର୍ବାଚନ ସଭାକୁ ବସ୍ତିବାସିନ୍ଦା କଡ଼ା ବିରୋଧ କରିଛନ୍ତି। ଦିଲୀପଙ୍କ ସମର୍ଥକ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଠେଲାପେଲା ସହ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିପାରନ୍ତି ନୀହାର ରାୟ: ଆରମ୍ଭକଲେ ସମାନ୍ତରାଳ ପ୍ରଚାର

ରାଉରକେଲା: ରାଉରକେଲା ଆସନରେ ବିଜେପି ଟିକେଟରୁ ବାଦ୍‌ ପଡ଼ିଥିବା ନୀହାର ରାୟ ସ୍ବାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି। ନିର୍ବାଚନମଣ୍ଡଳୀରେ ଏବେ ଏହିଭଳି ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ନୀହାର ବି ସମାନ୍ତରାଳ ଭାବେ ପ୍ରଚାର ଆରମ୍ଭ କରିଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବି‌ଜେପିରେ ଯୋଗଦେଲେ ପ୍ରବୋଧ ତିର୍କି

ରାଉରକେଲା/ବାଲିଶଙ୍କରା: ଭରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଆଜି ବିଜେପିରେ ଯୋଗଦେଇଛନ୍ତି।ସୋନପୁରରେ ଆୟୋଜିତ ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନ ସମାବେଶ କାର୍ଯ୍ୟକ୍ରମରେ ସେ ବିଜେପି ଟୋପି ପିନ୍ଧି ଦଳରେ ସାମିଲ୍‌ ହୋଇଛନ୍ତି। କଂଗ୍ରେସର ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼…
ଅଧିକ ଖବର ଦେଖନ୍ତୁ...

ଆମକୋ ସିମକୋରେ ୮୪ତମ ସହିଦ ଦିବସ ପାଳିତ

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ରାଏବଗା ନିକଟବର୍ତ୍ତି ଆମକୋ ସିମକୋ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୮୪ତମ ହୀରକ ସହିଦ ଦିବସ ପାଳିତ ହୋଇ ଯାଇଛି। ୧୯୩୯ ମସିହା ଏପ୍ରିଲ ୨୫ ତାରିଖ ମୁଣ୍ଡା ସମାଜର ଆଦିବାସୀ ଲୋକମାନଙ୍କର "ଖୁଟକାଟୀ" ପ୍ରଥା ଆନ୍ଦୋଳନକୁ ଦମନ କରିବା ପାଇଁ ତତ୍କାଳୀନ ଗାଙ୍ଗପୁର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେବାପରେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ ବିଜେପିରେ ମିଶିଛନ୍ତି। ଟିକେଟ୍ କାଟିବା ପରେ ନିକଟରେ ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଶ୍ରୀ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ଆସନ ପାଇଁ…
ଅଧିକ ଖବର ଦେଖନ୍ତୁ...

କାର୍‌ ଓଲଟି ୪ ବର୍ଷର ଶିଶୁ ମୃତ

ରାଜାମୁଣ୍ତା: ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ମୁଷାବିରା ଛକ ନିକଟରେ ଏକ କାର୍‌କୁ ଅନ୍ୟ ଏକ କାର୍‌ ଧକ୍କା ଦେବାରୁ କାର୍‌ ଓଲଟି ଜଣେ ୪ ବର୍ଷର ଶିଶୁ ରୁଷବ ଓରାମଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ ମୁଷାବିରା ଗ୍ରାମର ଜଗନ୍ନାଥ ଓରାମଙ୍କ ସହ ପୁଅ ରୁଷବ ଓରାମ…
ଅଧିକ ଖବର ଦେଖନ୍ତୁ...

ଖତଖାଉଛି ଆର୍‌ଏମ୍‌ସିର ଅଳିଆବୁହା ଗାଡ଼ି: ୬୦ରୁ ଚାଲୁଛି ୩୫ ବ୍ୟାଟେରି ଯାନ

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ପ୍ରକଳ୍ପ ପରିଚାଳନା ୟୁନିଟ୍‌ (ପିଏମ୍‌ୟୁ) ଓ ଠିକାସଂସ୍ଥାର ଭିତିରି ସମ୍ପର୍କରୁ ଅନେକ ପ୍ରକଳ୍ପ ସହରବାସୀଙ୍କ କାମରେ ଆସୁନି। ଗୋଟିଏ କି ଦୁଇଟି ନୁହେଁ ପିଏମୟୁ ଦ୍ବାରା ଯେତେଗୁଡ଼ିଏ ପ୍ରକଳ୍ପ ହୋଇଛି, ପ୍ରାୟ ଅଧିକାଂଶର ସ୍ଥିତି ଖରାପ।…
ଅଧିକ ଖବର ଦେଖନ୍ତୁ...

ଏମସିଏଲ ବିସ୍ଥାପିତଙ୍କ ସହ ପ୍ରଶାସନର ଆଲୋଚନା: ଭୋଟ ବର୍ଜନ ନ କରିବାକୁ ଅନୁରୋଧ

ସୁନ୍ଦରଗଡ଼: ଭୋଟ ବର୍ଜନ ନକରି ଗଣତନ୍ତ୍ରର ଏ ମହାପର୍ବରେ ସାମିଲ ହେବାକୁ ଜିଲ୍ଲା ପ୍ରଶାସନ ଏମସିଏଲ ବିସ୍ଥାପିତ ୧୪ ଖଣ୍ଡ ଗାଁକୁ ଅନୁରୋଧ କରିଛି । କୋର୍ଟ ଆଦେଶ ସତ୍ତ୍ବେ ୨୦୧୩ ନୀତିରେ କ୍ଷତିପୂରଣ, ଥଇଥାନ, ପୁନର୍ବାସ ଓ ନିଯୁକ୍ତିକୁ ଏମସିଏଲ ଓ ପ୍ରଶାସନ ଦିନ ଗଡ଼ାଇ ଚାଲିଥିବା ଓ ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ଖାଉଟି ଅଦାଲତଙ୍କ ଆଦେଶ: ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ବୀମା ସହାୟତା ଦେବ ଏଲଆଇସି 

ସୁନ୍ଦରଗଡ଼: ସୁନ୍ଦରଗଡ଼ ଖାଉଟି ବିବାଦ ପ୍ରତିକାର ଆୟୋଗ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରି ଭାରତୀୟ ଜୀବନବୀମା କର୍ତ୍ତୃପକ୍ଷଙ୍କୁ ଏକ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପତ୍ନୀଙ୍କୁ ଦୁର୍ଘଟଣା ସୁବିଧା ବା ସହାୟତା ୧୩ ଲକ୍ଷ ୬୯ ହଜାର ଟଙ୍କା ଦେବାକୁ ଆଦେଶ କରିଛନ୍ତି। ଦୁର୍ଘଟଣାରେ…
ଅଧିକ ଖବର ଦେଖନ୍ତୁ...