Daily Archives

April 13, 2024

ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହେଲା ମା’ ରୁଦ୍ରକାଳୀଙ୍କ ମେରୁ ଯାତ୍ରା

ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଯାତ୍ରା ଶ୍ରୀଶ୍ରୀଶ୍ରୀ ମାଁ ରୁଦ୍ରକାଳୀଙ୍କ ପାରମ୍ପରିକ ଦଣ୍ଡ ଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ପାରମ୍ପରିକ ଦଣ୍ଡଯାତ୍ରା ଚଳିତ ମାସ ୧ ତାରିଖ ରାତିରୁ ଆରମ୍ଭ ହୋଇଥିବା ବେଳେ ଆଜି ତାର ଉଦଯାପନୀ ଦିବସ ମାସନ୍ତରେ ଯାହା ମେରୁ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଏତେ କୋଟିର ମାଲିକ ଅଟନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ

ନୂଆଦିଲ୍ଲୀ: ଯେତେବେଳେ ସଫଳତାର କଥା ଆସେ ସେତେବେଳେ ସୁପରଷ୍ଟାର ପ୍ରଭାସଙ୍କ ନାମ ମଧ୍ୟ ସାମ୍ନାକୁ ଆସେ। ଜଣେ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିବା ପ୍ରଭାସ ଏବେ ଜଣେ ପ୍ୟାନ୍ ଇଣ୍ଡିଆ ଷ୍ଟାର। ବାହୁବଲି ଓ ସାଲାର ଭଳି ଫିଲ୍ମରେ କାମ କରି ସେ ନିଜର ସ୍ବତନ୍ତ୍ର ସ୍ଥାନ…
ଅଧିକ ଖବର ଦେଖନ୍ତୁ...

୨ଦିନରେ ୫୦କୋଟିରୁ ଅଧିକ ଆୟ କଲା ‘ବଡେ ମିଆଁ ଛୋଟେ ମିଆଁ’

ମୁମ୍ବାଇ: ଇଦ୍ ଅବସରରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଆକ୍ସନ୍ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ସହ ରିଲିଜ୍ ହୋଇଥିଲା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ମଇଦାନ'। ତେବେ ରୋଜଗାର ଦୃଷ୍ଟିରୁ 'ମୈଦାନ' 'ବଡେ ମିଆଁ ଛୋଟେ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତା ମହିଳାଙ୍କ ଶୌଚାଳୟରେ କଲେ ବ୍ୟବହାର, ପ୍ରଶ୍ନ ପଚରାଯିବାରୁ କ୍ଷମା ପାଇଁ ଯୋଡ଼ିଲେ ହାତ

ମୁରାଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୋରାଦାବାଦ ଏବଂ ସମ୍ବଲ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବା ପାଇଁ ମୋରାଦାବାଦର ବୁଦ୍ଧବିହାର ଅଞ୍ଚଳରେ ପହଞ୍ଚିଥିଲେ। ଏହି ସମୟରେ କେତେକ ବିଜେପି ନେତା ମହିଳାଙ୍କ ପାଇଁ ଆଣାଯାଇଥିବା ଅସ୍ଥାୟୀ ଶୌଚାଳୟରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯାଞ୍ଚ‌ କଡ଼ାକଡ଼ି, ସିସିଟିଭି ଫୋକସ୍‌ରେ ରାଜ୍ୟ ବାହାର ଲୋକ

ନୂଆପଡ଼ା: ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏଥିପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯାଞ୍ଚକୁ‌ କଡ଼ାକଡ଼ି କରାଯାଇଛି। ପୁଲିସ, ଅବକାରୀ ଓ ବନ ବିଭାଗ ମିଳିତ ଭାବେ ୨୪ ଘଣ୍ଟା ଯା‌ଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି। ନୂଆପଡ଼ା…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଉପରେ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସେ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାରିକେଡରେ ଥିବା ଗାଡ଼ିଗୁଡ଼ିକ ଉପରେ ମଧ୍ୟ ପଥର ମାଡ଼ କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ତାଙ୍କ…
ଅଧିକ ଖବର ଦେଖନ୍ତୁ...

୧୭ଟି ସଂସଦୀୟ କ୍ଷେତ୍ରରେ ମୁହାଁମୁହିଁ ହେଲେ ପ୍ରମୁଖ ୩ ଦଳର ପ୍ରାର୍ଥୀ: ଜାଣନ୍ତୁ କିଏ କାହାକୁ କରିବେ ମୁକାବିଲା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରଦାର ରଣନୀତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ଆଗରେ ଅଛନ୍ତି। ଉଭୟ ଦଳ ରାଜ୍ୟର ୨୧ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ଆଉ ଏକ ତାଲିକା, ଚଣ୍ଡିଗଡ଼ରୁ ଲଢିବେ ମନିଷ ତିଓ୍ବାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଆନନ୍ଦପୁର ସାହିବ ସାଂସଦ ମନୀଷ ତିଓ୍ଵାରୀଙ୍କ ସିଟ୍ ବଦଳାଇ ଚଣ୍ଡିଗଡ଼ରୁ ଟିକେଟ୍ ଦିଆଯାଇଛି। ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏହା ମଧ୍ୟରେ ଓଡ଼ିଶାର ୯ ଜଣ…
ଅଧିକ ଖବର ଦେଖନ୍ତୁ...

ଅଧାବାଟରେ ତେଲ ଶେଷ ହେଲେ ଆଉ ଗାଡ଼ିକୁ ଠେଲିବାକୁ ପଡ଼ିବ ନାହିଁ, ଅନ୍‌ଲାଇନରେ ଅର୍ଡର କଲେ ପହଞ୍ଚିବ ଇନ୍ଧନ

ନୂଆଦିଲ୍ଲୀ: ଅଧିକାଂଶ ଗ୍ରାହକ ଅନ୍‌ଲାଇନରେ ପୋଷାକପତ୍ର, ପନିପରିବା, ଗ୍ରୋସରୀ ମଗାଇଥାନ୍ତି। ତେବେ ଏଣିକି ଅନ୍‌ଲାଇନରେ ପେଟ୍ରୋଲ ଏବଂ ଡିଜେଲ୍ ମଗାଇ ହେବ। ଅଧାବାଟରେ ଗାଡ଼ିରୁ ତେଲ ଶେଷ ହେଲେ ଆଉ ଗାଡ଼ିକୁ ଠେଲି ଠେଲି ନେବାକୁ ପଡ଼ିବ ନାହିଁ। ଲୋକେ ଅନ୍‌ଲାଇନରେ ଅର୍ଡର କରି ଅଧାବାଟରେ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୯ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ: ବାଲେଶ୍ବରରୁ ଲଢ଼ିବେ ଶ୍ରୀକାନ୍ତ ଜେନା

ଭୁବନେଶ୍ବର: କଂଗ୍ରେସ ଆଜି ରାଜ୍ୟର ୯ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ବାରା ଅନୁମୋଦିତ ହେଲା ପରେ ବାଲେଶ୍ୱରରୁ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ମିଳିଛି। ଭଦ୍ରକରୁ ଅନନ୍ତ…
ଅଧିକ ଖବର ଦେଖନ୍ତୁ...