ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବଢ଼ୁଛି ତାତି: ସାଢ଼େ ୧୧ଟା ବେଳକୁ ୪୧ ଡିଗ୍ରି ଟପିଲା ରାଜଧାନୀ

ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ରହିଛି। ଏଣେ ରାଜଧାନୀ ଭୁବନେଶ୍ୱରରେ ଆଜି ୧୧ଟା ୩୦ ସୁଦ୍ଧା ତାପମାତ୍ରା ୪୧.୨ ଡିଗ୍ରି…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ନକଲି ବିଦେଶୀ କାରବାର ବେଲଗାମ୍‌, ଚେର ଲମ୍ବିଛି ଝାଡ଼ଖଣ୍ଡ ଓ ଛତିଶଗଡ଼

ରାଉରକେଲା: ଚାଲିଛି ନିର୍ବାଚନ ପ୍ରଚାର। ଏହାର ଭରପୁର ଫାଇଦା ଉଠାଇବାକୁ ମାତିଲେଣି ଚୋରା ମଦବେପାରି। ସ୍ଥାନୀୟ ଥାନା ଓ ଅବକାରୀ ପୁଲିସକୁ ଚକ୍‌ମା ଦେଇ ବେପାରିମାନେ ଚୋରାରେ ଯେତିକି ଅସଲି ବିଦେଶୀ ମଦ ବିକୁଛନ୍ତି, ତା’ର ଦୁଇଗୁଣା ନକଲି ମଦ ସହର ଓ ଏହାର ଆଖାପାଖ ହୋଟେଲକୁ ଚାଲାଣ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଜାରି, ଭର୍ତ୍ତି ହେଲେଣି ୧୪ ଅଂଶୁଘାତ ଆକ୍ରାନ୍ତ

ଝାରସୁଗୁଡ଼ା: ପ୍ରାୟ ୧ ସପ୍ତାହ ହେବ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବି ୪୦ ଡିଗ୍ରି ଉପରେ ରହୁଛି। ଗୁରୁବାର ତାପମାତ୍ରା ୪୩.୮ ଡିଗ୍ରି ଥିବା ବେଳେ ଶୁକ୍ରବାର ମଧ୍ୟ ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ ହୋଇଥିଲା। ତେବେ ବର୍ଦ୍ଧିତ…
ଅଧିକ ଖବର ଦେଖନ୍ତୁ...

ନଦୀରେ ବୁଡ଼ି ନାବାଳିକା ନିଖୋଜ: ଉଦ୍ଧାର ପାଇଁ ଉଦ୍ୟମ ଜାରି

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗଳପୁରରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଲୁଣା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ନାବାଳିକା ନିଖୋଜ ହୋଇଛନ୍ତି। ନିଖୋଜ ନାବାଳିକା ହେଲେ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗାଁର ଅଭିଲିପ୍ସା ଓରଫ ଲଭଲି ବେହେରା। ତାଙ୍କର ବୟସ ୧୪…
ଅଧିକ ଖବର ଦେଖନ୍ତୁ...

ଡକାୟତିର ମାଷ୍ଟର ମାଇଣ୍ଡ ଗିରଫ: ପିସ୍ତଲ, ଅଳଙ୍କାର, ବୋଲେରୋ ଓ ବାଇକ ଜବତ

କେନ୍ଦୁଝର: କେନ୍ଦୁଝର ପୁଲିସକୁ ଶନିବାର ଏକ ବଡ଼ ସଫଳତା ମିଳିଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା, ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାରେ ୨୮ ଗୋଟି ବଡ଼ ଡ଼କାୟତିର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବରକୁ ପୁଲିସ ଗିରଫ କରିଛି। ଗତ ବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଡକାୟତ ଦାଶରଥି…
ଅଧିକ ଖବର ଦେଖନ୍ତୁ...

ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଚାଲିଗଲା ଚାଷୀଙ୍କ ଜୀବନ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାଳସାକର ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ତାଳସାକର ଗ୍ରାମର ଅରୁଣ ନାୟକ(୩୮)। ଗତ ରାତିରେ ଜମିରେ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବଡ଼ ହଜ ନିକଟରେ…
ଅଧିକ ଖବର ଦେଖନ୍ତୁ...

ରେଳ ଲାଇନ‌ର ଦୋହରୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳ ସାରଣୀରେ ପରିବର୍ତ୍ତନ

ସମ୍ବଲପୁର: ରାୟଗଡ଼ା ଓ କୋରାପୁଟ ଷ୍ଟେସନ ମଧ୍ୟରେ ରେଳ ଲାଇନ‌ର ଦୋହରୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳ ସାରଣୀରେ ପରିବର୍ତ୍ତନ କରାଯାଇଛି। ଟ୍ରେନ ନଂ ୧୮୫୧୨/୧୮୫୧୧ ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ଟ୍ରେନ ବିଶାଖାପାଟଣା ଷ୍ଟେସନରୁ ଏପ୍ରିଲ ୨୯ ତାରିଖରୁ ମେ’ ୬ ତାରିଖ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ଏକାଧିକ ଯାତ୍ରୀ ଗୁରୁତର

ଅନୁଗୁଳ: ଶୁକ୍ରବାର ମଧ୍ୟରାତ୍ରୀରେ ରାଞ୍ଚିରୁ ଭୁବନେଶ୍ୱର ଯାଉଥିବା ଭୋଳାନାଥ ନାମକ ଯାତ୍ରୀବାହୀ ବସ୍ ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଯୁଗଳ ଛକ ଉପକଣ୍ଠ ଦୁର୍ଗାପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ବସର ସମସ୍ତ ଯାତ୍ରୀ ଶୋଇଯାଇଥିବାବେଳେ ଉକ୍ତ ଦୁର୍ଘଟଣା…
ଅଧିକ ଖବର ଦେଖନ୍ତୁ...

ଚାପିଦେଲା ଟ୍ରକ୍, ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରେ ଟ୍ରକ୍ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡେରେଜାଙ୍ଗ ଗାଁର ରୁପା ଦେହୁରୀ (୪୮), ରାଜେନ୍ଦ୍ର ପ୍ରଧାନ (୨୨) ଏବଂ ସୁବ୍ରତ ପ୍ରଧାନ (୧୭)। ଏମାନଙ୍କ ମଧ୍ୟରେ ଦୁଇଜଣ ମାଛ ବେପାରୀ ଓ ଜଣେ କଲେଜ ଛାତ୍ର ଅଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ

କେନ୍ଦୁଝର: କେନ୍ଦୁଝର ଲୋକସଭା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଟିକେଟ ପାଇବା ପରେ ଭୋଟରଙ୍କୁ ନିଜପକ୍ଷକୁ ନେବା ପାଇଁ ବିଭିନ୍ନ ଶୈଳୀରେ ପ୍ରାର୍ଥୀମାନେ ପ୍ରଚାର ଚଳାଇଛନ୍ତି। ଏଥର କେନ୍ଦୁଝର ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବ…
ଅଧିକ ଖବର ଦେଖନ୍ତୁ...