Daily Archives

April 17, 2024

ଡମ୍ବରୁ ଶିଶାଙ୍କୁ ସମ୍ବର୍ଦ୍ଧନା ଦେଲେ ବିଜେପିର ଶତାଧିକ କର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଡମ୍ବରୁ ଶିଶାଙ୍କୁ ଆଜି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିଜ ବିଧାନସଭା କ୍ଷେତ୍ରର ଗୋବିନ୍ଦପାଲ୍ଲୀ ଠାରେ ଶତାଧିକ କର୍ମୀ ଓ ସମର୍ଥକ ଏକତ୍ରିତ ହୋଇ ଡମ୍ବରୁ ଶିଶାଙ୍କୁ ସ୍ବାଗତ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

‘ଜାତୀୟ ନିରାପତ୍ତା’ ପ୍ରସଙ୍ଗରେ ଏକ୍ସକୁ ଅସ୍ଥାୟୀ ଭାବେ ବନ୍ଦକଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରାଳୟ ବୁଧବାର କହିଛି ଯେ ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଫେବ୍ରୁଆରି ମାସରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଅସ୍ଥାୟୀ ଭାବେ ବନ୍ଦ ରଖିିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫେବ୍ରୁଆରି ମଧ୍ୟଭାଗରୁ ପାକିସ୍ତାନରେ ଟ୍ଵିଟର ନାମରେ ପରିଚିତ ଏକ୍ସ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ ଓ ଇରାନ ସମର୍ଥିତ ହିଜବୁଲ୍ଲା ମଧ୍ୟରେ ଘମାଘୋଟ ଲଢେଇ

ଜେରୁଜେଲମ: ଇରାନ ସମର୍ଥିତ ହିଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ପକ୍ଷରୁ ହିଜବୁଲ୍ଲାର ଅନେକ କମାଣ୍ଡରଙ୍କୁ ହତ୍ୟା କରାଯାଇଥିବାରୁ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ଘନ ଘନ ରକେଟ ମାଡ଼ କରାଯାଉଛି । ଇସ୍ରାଏଲ ପକ୍ଷରୁ ମଧ୍ୟ ତାହାର ଜବାବ ଦିଆଯାଉଛି ।…
ଅଧିକ ଖବର ଦେଖନ୍ତୁ...

ମା’ ହେବେ ଦୀପିକା: ସନ୍ତାନକୁ ନେଇ ରଣବୀରଙ୍କ ପ୍ରତିକ୍ରିୟା

‌ନୂଆଦିଲ୍ଲୀ: ୨୦୧୮ରେ ଦୀପିକା-ରଣବୀର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ବିବାହର ୬ବର୍ଷ ପରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ  ଅଭିନେତା ରଣବୀର ସିଂ ବାପା ଓ ମା’ ହେବାକୁ ଯାଉଛନ୍ତି। ଏ ଖୁସି ଖବରକୁ ‌ଦୀପିକା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେୟାର  କରି ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଯାଜପୁରସଦର: ଯାଜପୁର ସହରର କିଆନାଳିକୂଳ ହରିଣ ଛକରୁ ଅବକାରୀ ବିଭାଗ ୪୫ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ଯାଜପୁର ନହରାପୁର ଗ୍ରାମର ସେକ୍‌ ରାଜାଙ୍କ ପୁଅ ସେକ୍‌ ଅସ୍ମତ(୨୬)। ସୂଚନା ଅନୁଯାୟୀ ଯାଜପୁର ଅବକାରୀ ଅଧୀକ୍ଷକ…
ଅଧିକ ଖବର ଦେଖନ୍ତୁ...

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କଙ୍ଗା ପଞ୍ଚାୟତ କଙ୍ଗା ଗାଁରେ ପ୍ରଶାସନ ତରଫରୁ ବାଲ୍ୟ ବିବାହ ରୋକାଯାଇଥିବା ଜଣାପଡ଼ିଛି। ସିଡିପିଓ ସୁଚେତା ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ ଯେ, ‌କ‌ୋଟପାଡ଼ ବ୍ଲକ କୁସୁମି ଅଂଚଳର ନାବାଳିକା ଝିଅର ବିବାହ କଙ୍ଗା ଅଂଚଳର ପଙ୍କଜ ହରିଜନ ନାମକ ଜୈନେକ…
ଅଧିକ ଖବର ଦେଖନ୍ତୁ...

ମତଦାନ ଦିନ କୁଚବିହାର ଗସ୍ତ ନକରିବାକୁ ରାଜ୍ୟପାଳଙ୍କୁ ପରାମର୍ଶ ଦେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ/ କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଏପ୍ରିଲ ୧୮ ଓ ୧୯ ତାରିଖରେ କୁଚବିହାର ଗସ୍ତ ବାତିଲ କରିବାକୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗର ଏହି ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ…
ଅଧିକ ଖବର ଦେଖନ୍ତୁ...

ଶୁଖିଯାଉଛି ଜଳାଶୟ: ଜଳଭଣ୍ଡାର ପାଲଟୁଛି ଗୋରୁଗାଈଙ୍କ ଚରାଭୂଇଁ

ରାଇରଙ୍ଗପୁର: ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ମୟୂରଭଂଜ ଜିଲ୍ଲାରେ ସବୁଠାରୁ ଅଧିକ ଉତ୍ତାପ ହେଉଛି। ଚଳିତ ବର୍ଷ ଜିଲ୍ଲାର ଅନେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ପ୍ରବଳ ଖରାଯୋଗୁଁ ଜିଲ୍ଲାର ଅଧିକାଂଶ ଜଳଉତ୍ସ, ନଦୀନାଳ, ଝରଣା,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଗୁଜରାଟକୁ ୬ ଓ୍ବିକେଟରେ ପରାସ୍ତ କଲା ଦିଲ୍ଲୀ, ୯୦ ରନ ଲକ୍ଷ୍ୟକୁ ୮.୫ ଓଭରରେ ହାସଲ କଲା

ଅହମଦାବାଦ: ଅହମଦାବାଦଠାରେ ଖେଳାଯାଇଥିବା ଆଇପିଏଲ-୨୦୨୪ର ୩୨ତମ ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ପାଇଁ ଗୁଜରାଟ ପକ୍ଷରୁ ରଖାଯାଇଥିବା ୯୦ରନର ଟାର୍ଗେଟକୁ ଦିଲ୍ଲୀ ୮.୫ ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜେକ୍ ଫ୍ରେସର ମାକଗର୍କ ୨୦ ରନ…
ଅଧିକ ଖବର ଦେଖନ୍ତୁ...

ଏହି ଅଭିନେତାଙ୍କୁ ଡେଟ କରୁଛନ୍ତି ପୂଜା, ଶୀଘ୍ର କରିବେ ବିବାହ !

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲିଉଡ୍ ପର୍ଯ୍ୟନ୍ତ ସବୁଠି ନିଜର ଦୃଢ଼ ଅଭିନୟ ଦକ୍ଷତା ପ୍ରମାଣ କରିଥିବା ପୂଜା ହେଗଡେ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ପୂଜା ୨୦୧୪ରେ ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ମହେଞ୍ଜୋଦାରୋ’ ସହିତ ବଲିଉଡ୍…
ଅଧିକ ଖବର ଦେଖନ୍ତୁ...