ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ନୂଆ ଟ୍ବେଣ୍ଟି-୨୦ କୀର୍ତ୍ତିମାନ: ସର୍ବୋଚ୍ଚ ପଶ୍ଚାତ୍‌ଧାବନ ବିଜୟ

କୋଲ୍‌କାତା: କେବଳ ଆଇପିଏଲ୍‌ ନୁହେଁ ଟ୍ବେଣ୍ଟି-୨୦ କ୍ରିକେଟ୍ ଇତିହାସରେ ଶୁକ୍ରବାର ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। କୋଲ‌୍‌କାତାର ଇଡେନ୍ ଗା‌ର୍ଡେନ୍ସରେ ଅନୁଷ୍ଠିତ କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷ ଆଇପିଏଲ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ୨୬୨ ରନ୍ ବିଜୟ ଲକ୍ଷ୍ୟକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ପଞ୍ଜାବ କିଙ୍ଗସ ଆଗରେ ୨୬୨ ରନର ଲକ୍ଷ୍ୟ ରଖିଲା କୋଲକାତା ନାଇଟରାଇଡର୍ସ

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ-୨୦୨୪ର ୪୨ମ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ ୨୬୨ ରନର ଲକ୍ଷ୍ୟ ରଖିଛି  କୋଲକାତା ନାଇଟରାଇଡର୍ସ । ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା ପକ୍ଷରୁ ଦୁଇ ଓପନର ଫିଲିପ…
ଅଧିକ ଖବର ଦେଖନ୍ତୁ...

ଦ୍ଵିତୀୟ ସନ୍ତାନର ପିତା ହେଲେ କ୍ରୁନାଲ ପାଣ୍ଡ୍ୟା

ନୂଆଦିଲ୍ଲୀ: ଲଖନଉ ସୁପର ଜିଆଣ୍ଟସର ଭେଟେରାନ ଖେଳାଳି କ୍ରୁନାଲ ପାଣ୍ଡ୍ୟା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ପଙ୍ଖୁଡି ଶର୍ମା ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ। କ୍ରୁନାଲ ଏବଂ ପଙ୍ଖୁଡି ନବଜାତକର ନାମ ବାୟୁ ରଖିଛନ୍ତି। କ୍ରୁନାଲ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ରୋହିତ୍ ଟି-୨୦ବିଶ୍ବକପ ପାଇଁ ଅଧିନାୟକ ହେବାକୁ ଯୋଗ୍ୟ ନୁହନ୍ତି: କେକେଆରର ପୂର୍ବତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ରୋହିତ୍ ଟି-୨୦ବିଶ୍ବକପ ପାଇଁ ଅଧିନାୟକ ହେବାକୁ ଯୋଗ୍ୟ ନୁହନ୍ତି। ଗୋଟିଏ ପଟେ ରୋହିତ ଶର୍ମା ବିଶ୍ୱକପରେ ଭାରତୀୟ ଟି-୨୦ ଦଳର ଅଧିନାୟକ ହେବାକୁ ଯାଉଥିବା ବେଳେ ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ନିର୍ଦ୍ଦେଶକ ଜୟ ଭଟ୍ଟାଚାର୍ଯ୍ୟ ଏଭଳି କହିଛନ୍ତି। ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ପଣ୍ଟିଂ ବ୍ୟବହାର କରୁଥିଲେ କି ସ୍ପ୍ରିଙ୍ଗ ଲାଗିଥିବା ବ୍ୟାଟ!

ମୁମ୍ବାଇ: ଆଇପିଏଲରେ କ୍ରୀଡା ସହିତ ଜଡିତ ଅନେକ ମଜାଦାର କାହାଣୀ ମଧ୍ୟ ଶୁଣାଯାଏ | ସୋସିଆଲ ମିଡିଆରେ ଏକ ଷ୍ଟିଙ୍ଗ ଅପରେସନର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦିଲ୍ଲୀ କ୍ୟାପିଟାଲର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗ ଏକ ରହସ୍ୟ ପ୍ରକାଶ କରୁଥିବା ନଜର ଆସିଛନ୍ତି। ୨୦୦୩ ମସିହାର ବିଶ୍ୱକପ…
ଅଧିକ ଖବର ଦେଖନ୍ତୁ...

ହୋସ ଉଡ଼ାଇବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏପ୍ରିଲ ୨୪ରେ ୫୧ବର୍ଷରେ ପାଦ ଦେଇଥିଲେ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କର ସବୁଠାରୁ ପ୍ରସିଦ୍ଧ ରେକର୍ଡ ଥିଲା…
ଅଧିକ ଖବର ଦେଖନ୍ତୁ...

ସାଧାରଣ ଜନତାଙ୍କ ପରି ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଲେ ରାହୁଲ ଦ୍ରାବିଡ଼

ବେଙ୍ଗାଲୁର: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ ଅଧିନାୟକ ତଥା ବର୍ତ୍ତମାନ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଶୁକ୍ରବାର ଦିନ ବେଙ୍ଗାଲୁରୁରେ ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଚାଲୁଥିବା ଲୋକସଭା ନିର୍ବାଚନରେ ​​ଭୋଟ୍ ଦେବାର ସୁଯୋଗ ପାଇବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ସିଲି ପଏଣ୍ଟ: କୋହଲିଙ୍କଠୁ ବ୍ୟାଟ୍‌ ନେଲେ ରିଙ୍କୁ

ଶେଷରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବ୍ୟାଟର୍‌ ରିଙ୍କୁ ସିଂହଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତାରକା ଖେଳାଳି ବିରାଟ କୋହଲିଙ୍କ ବ୍ୟାଟ୍‌ ମିଳିଯାଇଛି। କୋହଲି ଦ୍ବିତୀୟ ଥର ପାଇଁ ରିଙ୍କୁଙ୍କୁ ବ୍ୟାଟ୍‌ ଉପହାର ଦେଇଛନ୍ତି। ନିକଟରେ ଭାଇରାଲ୍‌ ହୋଇଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କ ନାଁ ନେଇ ଠକେଇ

ନୂଆଦିଲ୍ଲୀ: ଭାରତ ଓ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟତାର ଫାଇଦା ଉଠାଇବା ଲାଗି ସାଇବର୍ ଠକ ନୂଆ ଯୋଜନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଧୋନିଙ୍କୁ ନେଇ ଲେଖା ଲେଖି କରି ଚାନ୍ଦା ଆଦାୟ କରୁଛନ୍ତି। mahi77i2 ନାମକ ଆକାଉଣ୍ଟ…
ଅଧିକ ଖବର ଦେଖନ୍ତୁ...

ପରାଜୟ ଧାରା ଭାଙ୍ଗିଲା ଆର୍‌ସିବି

ହାଇଦ୍ରାବାଦ: କ୍ରମାଗତ ୬ ପରାଜୟ ବରଣ କରିଥିବା ତାରକା ଖଚିତ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଶେଷରେ ଏହି ଧାରାରେ ବ୍ରେକ୍ ଲଗାଇବାରେ ସକ୍ଷମ ହୋଇଛି। ତଥାପି ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନ ଛାଡ଼ିବାକୁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌‌ରେ…
ଅଧିକ ଖବର ଦେଖନ୍ତୁ...