ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ: ସୋନପୁରରେ ଫୁଙ୍କିବେ ନିର୍ବାଚନ ବିଗୁଲ୍‌

ଭୁବନେଶ୍ବର/ଝାରସୁଗୁଡ଼ା/ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶ୍ରୀ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରେ ତାଙ୍କୁ ସାଂସଦ ଜୁଏଲ ଓରାକ, ସୁରେଶ ପୂଜାରୀ ଓ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସ୍ବାଗତ କରିଛନ୍ତି। ଝାରସୁଗୁଡ଼ାରୁ ଏକ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରରେ ଭୁଶୁଡୁଛି କଂଗ୍ରେସ ଦୁର୍ଗ: ବରିଷ୍ଠ ନେତା ପ୍ରମୋଦ ମହାପାତ୍ର ଦଳରୁ ଦେଲେ ଇସ୍ତଫା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବରେ ଯୁବନେତା ପ୍ରଦୀପ ସେଠୀଙ୍କୁ ଦଳ ବିଧାୟକ ଟିକଟ୍ ଦେବାପରେ ବଢ଼ିଚାଲିଛି ଅସନ୍ତୋଷ। ଏଠାରୁ ପୂର୍ବତନ ବିଧାୟକ ବିନୋଦ ପାତ୍ର ଦଳୀୟ ଟିକଟ୍ ପାଇବେ ବୋଲି ଆଶା ରଖିଥିଲେ। ସେଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ: ଆସିଲା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରେ ଜନସଭାକୁ ସେ ସମ୍ବୋଧନ କରିବେ। ଏହା ପୂର୍ବରୁ ଆସିଛି ଅମିତ ଶାହଙ୍କ ଓଡ଼ିଶା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ଆସିଛି। ଏପ୍ରିଲ ୨୫ ତାରିଖ ଅପରାହ୍ନ ୩ଟା ୪୫ରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ…
ଅଧିକ ଖବର ଦେଖନ୍ତୁ...

ହାତ ଛାଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି, ଓବିସି ସେଲ୍‌ର ଅଧ୍ୟକ୍ଷ ଓ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ

ବୀରମହାରାଜପୁର: ରାଜ୍ୟରେ କଂଗ୍ରେସର ଦୁର୍ଗ କ୍ରମାଗତ ଭାବେ ଭୁଶୁଡୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି ରାଜଗୋପାଳ ପାଣିଗ୍ରାହୀ, ଓବିସି ସେଲ୍‌ର ଅଧ୍ୟକ୍ଷ ହରିହର ପାତ୍ର ଓ ବୀରମହାରାଜପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ପତି ଦଳ ଛାଡ଼ିଛନ୍ତି। ଏହି ତିନି ନେତା…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ୍ ୨୫ରେ ସୋନପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଆସନ୍ତା ଏପ୍ରିଲ୍ ୨୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ। ସେ ସେହି ଦିନ ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରିବେ। ସେ…
ଅଧିକ ଖବର ଦେଖନ୍ତୁ...

ଶିବ ମନ୍ଦିରରୁ ଚୋରି, ପୁଲିସର ତଦନ୍ତ ଜାରି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଲୁଣ୍ଡା ଥାନା ଅନ୍ତର୍ଗତ ଡାଲଡବା ଶିବ ମନ୍ଦିରରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ସମୟରେ ପୂଜକ ମନ୍ଦିର ବନ୍ଦ୍ କରି ଘରକୁ ଚାଲିଯାଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି: ମହିଳା ମୃତ, ଗୁରୁତର ଦଂପତିଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ଗ୍ରାମରେ ଗୋଟିଏ ପରିବାରର ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜାଲିଆତି କରି କଲେଜ ଜମାଖାତାରୁ ୭୦.୪୨ ଲକ୍ଷ ଟଙ୍କା ଉଠାଣ ଘଟଣା: ସୁଧ ସହ ଅର୍ଥ ଫେରାଇଲା ବ୍ୟାଙ୍କ

ସୋନପୁର: ସୋନପୁର କଲେଜର ଆନୁଷ୍ଠାନିକ ଉନ୍ନୟନ ଯୋଜନା (ଆଇଡିପି) ଆକାଉଣ୍ଟରୁ ଜାଲ୍‌ ଚେକ୍‌ ଏବଂ କଲେଜ ଅଧ୍ୟକ୍ଷଙ୍କ ଜାଲ୍‌ ଦସ୍ତଖତ କରି ଗତ ୭.୬.୨୦୨୨ ତାରିଖ ଦିନ ୭୦ ଲକ୍ଷ ୪୨ ହଜାର ୯ଶହ ଟଙ୍କା ଉଠାଣ ହୋଇଥିଲା। ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଶଙ୍ଖ ଭବନରେ ଆଲୋଚନା ପରେ ଫେରିଲେ ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ସମର୍ଥକ

ବୀରମହାରାଜପୁର: ଦଳୀୟ ଟିକେଟ୍‌ ନମିଳିବା ପରେ ଅମଙ୍ଗ ହୋଇ ଇସ୍ତଫା ଦେଇଥିବା ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହା, ବୀରମରାଜପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ତଥା ବିଜୁ ଯୁବ ଜନତା ଦଳର ସଭାପତି ନାରାୟଣ ଲୁହା, ବରିଷ୍ଠ ବିଜେଡ଼ି ନେତା ରୁଷି ନାଥ ମହାକୁଡ଼, ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

କଣ୍ଟେନରରୁ ୯୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ସୋନପୁର: ସୋନପୁର ଅବକାରୀ ବିଭାଗ ଏକ କଣ୍ଟେନରରୁ ୯୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ର ନାଗପୁର ଜିଲ୍ଲା ସକନ୍ଦରା ଜିଲ୍ଲା ଉମରେଦ ରୋଡ଼ର ବାସିନ୍ଦା ଜୁବେଦ ଖାନ(୩୬) ଓ ଉମେଦ ରୋଡ଼ ବିଶାବାବା ଦରବାର ଅଞ୍ଚଳର ସାଜିଦ ଅଲ୍ଲି…
ଅଧିକ ଖବର ଦେଖନ୍ତୁ...