ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ମା’ ସୁବର୍ଣ୍ଣ ପ୍ରସାଦଙ୍କ ପରଲୋକ

ଝରିଗାଁ: ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀଙ୍କ ପତ୍ନୀ ତଥା ପୂର୍ବତନ ନବରଙ୍ଗପୁର ଲୋକସଭା ସାଂସଦ ପ୍ରଦୀପ ମାଝୀଙ୍କ ମା’ ସୁବର୍ଣ୍ଣ ପ୍ରସାଦଙ୍କ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଯାଇଛି। ସୂଚନା ପ୍ରକରେ ଗତ ଦୁଇ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡ଼ି ସନ୍ଦେହରେ ତିନି ଭାଇଙ୍କୁ ଗ୍ରାମରୁ ବାସନ୍ଦ

ରାଇଘର: ଭାରତ ସ୍ବାଧୀନତାର ୭୬ ବର୍ଷ ପରେ ବି ଗୁଣିଗାରେଡ଼ିର ଅନ୍ଧବିଶ୍ୱାସକୁ ନେଇ କିଛି ଗ୍ରାମବାସୀ ତିନି ଭାଇକୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଗ୍ରାମରୁ ବାସନ୍ଦ କରିବା ଭଳି ଘଟଣା ଉମରକୋଟ ଓ ରାଇଘର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଉଭୟ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇ…
ଅଧିକ ଖବର ଦେଖନ୍ତୁ...

କୃଷି ବିଭାଗ ନାଚାର: ଜବରଦଖଲରେ ସରକାରୀ କୃଷି ଫାର୍ମ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ୨୦୨ ହେକ୍ଟର ଜମିରେ ପ୍ରତିଷ୍ଠା ହୋଇଛି ସରକାରୀ କୃଷି ଫାର୍ମ। ବହୁ ବର୍ଷ ହେଲା ଏହାର ପୁନରୁଦ୍ଧାର ହୋଇପାରୁ ନଥିବା ବେଳେ ସୁରକ୍ଷା ବ୍ୟବସ୍ଥା କହିଲେ କିଛି ନାହିଁ। ଏପରିକି ପାଚେରି ନଥିବା କାରଣରୁ ଜବରଦଖଲ ବଢ଼ିବାରେ ଲାଗିଛି। ସରକାରୀ ଜମିର…
ଅଧିକ ଖବର ଦେଖନ୍ତୁ...

ଅଟୋରେ ଯାଉଥିଲେ ଯାତ୍ରୀ; ଟ୍ରକ୍‌ ମାଡ଼ିଯିବାରୁ ୨ ମହିଳାଙ୍କ ସମେତ ୩ ମୃତ, ୫ ଆହତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର କୁନ୍ଦେଇ ମୁଖ୍ୟରାସ୍ତାର ଜୋଡ଼ିଙ୍ଗା ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ସହ ଯାତ୍ରୀବାହୀ ଆଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଟୋ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ପାଇଁ ମତଦାନ ସମୟ ନିର୍ଘଣ୍ଟ ପ୍ରକାଶ

ଭୁବନେଶ୍ବର: ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାରଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରରେ ନଜରବନ୍ଦୀ ଥିବା ୨୦ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର, ମଜୁରୀ ମାଗିଲେ ଖାଉଥିଲେ ମାଡ଼

ନବରଙ୍ଗପୁର: ନଜରବନ୍ଦୀରେ ଥିବା ୨୦ ଜଣ ନିର୍ଯାତିତ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରର ପେଦାପଡିରୁ ଉଦ୍ଧାର କରିଛି ପ୍ରଶାସନ। ଏହି ଶ୍ରମିକମାନଙ୍କୁ ମଜୁରୀ ମାଗିଲେ ମିଳୁଥିଲା ମାଡ଼। ଏବେ ବି ଫସିରହିଛନ୍ତି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୧୪ ଜଣ ଶ୍ରମିକ। ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ଭୁଜବଳଙ୍କ ପ୍ରାର୍ଥିତ୍ବକୁ କଂଗ୍ରେସରେ ବିରୋଧ, ପଦବିରୁ ଇସ୍ତଫା ଦେଲେ ନେତା

ନବରଙ୍ଗପୁର: ନବରଙ୍ଗପୁର ସଂସଦୀୟ କ୍ଷେତ୍ର ନିମନ୍ତେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାପରେ ଦଳ ଭିତରେ ବିରୋଧର ସ୍ବର ତେଜିଛି। ଅସନ୍ତୁଷ୍ଟ ଗୋଷ୍ଠୀ ଆଜି ସାମ୍ବାଦିକ ସମ୍ମିଳନୀ କରି ଭୁଜବଳ ମାଝୀ ପରିବାରବାଦ ରାଜନୀତିକୁ ପ୍ରଶ୍ରୟ ଦେଇଥିବା ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିବେ ବାପା ଓ ଝିଅ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଜନୀତିରେ ପ୍ରଥମ ତଥା ବିରଳ ଘଟଣା। ନବରଙ୍ଗପୁର ଜିଲ୍ଲାର ସମସ୍ତ ୪ଟି ଯାକ ବିଧାନସଭା ଆସନରେ କଂଗ୍ରେସ ନୂଆମୁହଁଙ୍କୁ ପ୍ରାର୍ଥୀ କରିଛି। ସେହିପରି ବାପା ଏବଂ ଝିଅ ମଧ୍ୟ କଂଗ୍ରେସ ଟିକେଟ୍‌ ପାଇଛନ୍ତି। ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କୁ ନବରଙ୍ଗପୁର ସଂସଦୀୟ…
ଅଧିକ ଖବର ଦେଖନ୍ତୁ...

ସମ୍ପର୍କୀୟ ଭାଈଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ୪ ବାପ-ପୁଅ 

ରାଇଘର: ପୈତୃକ ଜମି ଭାଗବଣ୍ଟାକୁ ନେଇ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ବଚସା ହୋଇଛି। ଶେଷରେ ୪ ଜଣ ବାପ-ପୁଅ ମିଶି ସଂପର୍କୀୟ ଭାଇଙ୍କୁ ରାସ୍ତାରେ ଗୋଡେଇ ଗୋଡଇ ପିଟିବା ସହ ନିସ୍ତୁକ ମାଡ଼ ମାରିଛନ୍ତି।ଏହିି ଘଟଣାର ଏକ ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ନର୍ସରି ଛାତ୍ରକୁ ନିସ୍ତୁକ ମାଡ଼ ମାରିଲେ ଘରୋଇ ବିଦ୍ୟାଳୟର ଶିକ୍ଷକ, ଅଭିଯୁକ୍ତ ଗିରଫ

ରାଇଘର: ଶିକ୍ଷା ଅନୁଷ୍ଠାନକୁ ଦଣ୍ଡ ମୁକ୍ତ ଅଂଚଳ ଭାବେ ସରକାର ଘୋଷଣା କରିଥିବା ବେଳେ ଘରୋଇ ବିଦ୍ୟାଳୟର ଜଣେ ଶିକ୍ଷକ ୫ ବର୍ଷ ବୟସର ଶିଶୁକୁ ନିସ୍ତୁକ ମାଡ଼ ମାରିବା ଘଟଣା ପଦାକୁ ଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ହାଟଭରାଣ୍ଡିସ୍ଥିତ ସହିଦ…
ଅଧିକ ଖବର ଦେଖନ୍ତୁ...