Daily Archives

April 9, 2024

ଆହାର କେନ୍ଦ୍ର ପାର୍ଶ୍ବରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଜୟପୁର: ‌କୋରାପୁଟ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ପାର୍ଶ୍ବରେ ଆଜି ଅଜଣା ବ୍ୟକ୍ତିର ମୃତ୍ୟୁ ହୋଇଛି। ଡିଏଚଏଚ ସମ୍ମୁଖରେ ଥିବା ହୋଟେଲ ଗୁଡିକରେ କାମ କରୁଥିବା ବ୍ୟକ୍ତି ଜଣକ ଗତ କାଲି ରାତିରେ ଆହାର କେନ୍ଦ୍ର ପାର୍ଶ୍ବରେ ଆସି ଶୋଇଥିଲେ। ଆଜି ଦ୍ବିପହରରେ ଆହାର…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ନୂଆ ସରକାରଙ୍କ ୧୦୦ ଦିନିଆ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ମାତ୍ର ଅଳ୍ପ ଦିନ ବାକି ଅଛି। ଏଥିପାଇଁ ବିଜେପି ସମେତ ସମସ୍ତ ଦଳ ପ୍ରଚାର ଜାରି ରଖିଛନ୍ତି। ଜୁନ୍ ୪ ରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଦେଶରେ ଏକ ନୂତନ ସରକାର ଗଠନ ହେବ। ଖବର ଅଛି ଯେ ନିର୍ବାଚନ ହେବା ପୂର୍ବରୁ ଅନେକ…
ଅଧିକ ଖବର ଦେଖନ୍ତୁ...

ଏନଡିଏକୁ  ସମର୍ଥନ ଦେବ ଏମଏନଏସ, ରାଜ୍ ଠାକରେଙ୍କ ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍ ) ସଭାପତି ରାଜ ଠାକରେ ମଙ୍ଗଳବାର କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏକୁ ନିଃସର୍ତ୍ତ ସମର୍ଥନ ଦେବ। ଏହା ସହ ଏମଏନଏସ ମୁଖ୍ୟ କହିଛନ୍ତି ଯେ ସେ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ଗୁଡ଼ି…
ଅଧିକ ଖବର ଦେଖନ୍ତୁ...

ଫାଣ୍ଡି ଅଧିକାରୀଙ୍କୁ କାମୁଡ଼ି ମହିଳା ଗିରଫ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା କରଡ଼ାପାଳ ଗ୍ରାମରେ ଜଣେ ୱାରେଣ୍ଟିକୁ ଧରିବାକୁ ଯାଇଥିବାବେଳେ ପୁଲିସ ଉପରେ ଆକ୍ରମଣ ‌ହୋଇଛି। ଆକ୍ରମଣରେ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ ମାଝୀ ଆହତ ହୋଇଛନ୍ତି। ଅଭିଯୁକ୍ତର ମା’ ଶ୍ରୀ ମାଝୀଙ୍କୁ କାମୁଡ଼ିବା ସହ ପଥର ମାଡ଼ କରିଥିବା…
ଅଧିକ ଖବର ଦେଖନ୍ତୁ...

ମା’ ତାରିଣୀଙ୍କ ଚଇତି ପର୍ବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ପୀଠ

ଘଟଗାଁ: ଘଟଗାଁ ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ ଆଜିଠାରୁ ଆରମ୍ଭ ହୋଇଛି। ଏହା ସାତଦିନ ଧରି ଚାଲିବ। ପ୍ରଥମ ଦିନରେ ୧୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମା’ ତାରିଣୀ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଆଜି ଭୋରରୁ ପୂଜକ ନଟବର ଦେହୁରୀ, ରବୀନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଅପରାଧୀଙ୍କୁ ତୁରନ୍ତ ଗିରଫ କର: ପ୍ରତୀକ ସିଂ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ସମସ୍ତ ଥାନାର ଥାନା ଅଧିକାରୀଙ୍କୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ  ପେଣ୍ଡିଂ ଥିବା ମାମଲାକୁ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। ଆଜି ଭୁବନେଶ୍ୱର ଟ୍ରାଫିକ ଥାନା ଅଡିଟୋରିୟମ୍‌ରେ ବସିଥିବା କ୍ରାଇମ ମିଟିଂରେ ରାଜଧାନୀର ସବୁ ଥାନାରେ କେତେ ମାମଲା…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍

ଚଣ୍ଡିଗଡ଼: ଆଇପିଏଲ୍‌ର ୨୩ ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍(ପିବିକେଏସ) ଏବଂ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ମଧ୍ୟରେ ମଙ୍ଗଳବାର ମୁକାବିଲା ହେଉଛି। ଚଣ୍ଡିଗଡ଼ର ମହାରାଜା ୟୁଦବିନ୍ଦର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳଯାଉଥିବା ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶିଖର…
ଅଧିକ ଖବର ଦେଖନ୍ତୁ...

‘ମୂଷା ଖାଇଗଲେ ୧୦ କିଲୋ ଭାଙ୍ଗ, ୯ କିଲୋ ଗଞ୍ଜେଇ’ କୋର୍ଟରେ କହିଲା ପୁଲିସ୍

ରାଞ୍ଚି: ଝାଡ଼ଖଣ୍ଡ ପୁଲିସର ତତ୍ତ୍ୱାବଧାନରେ ରଖାଯାଇଥିବା ୧୦ କିଲୋ ଭାଙ୍ଗ ଓ  ୯ କିଲୋ ଗଞ୍ଜେଇ ଗାଏବ ହୋଇଯାଇଛି। କଥା ଏବେ କୋର୍ଟରେ ପହଞ୍ଚିଛି । କୋର୍ଟରେ ବିଚାରପତି ଏ ସମ୍ପର୍କରେ ପ୍ରଶ୍ନ କରିବାରୁ ପୁଲିସ କହିଛି ଯେ ସେସବୁକୁ ମୂଷା ଖାଇଗଲେ । ତେବେ ଜିଲ୍ଲାର ଏସପି ଘଟଣାର ତଦନ୍ତ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆମେ ରାମଙ୍କ ପୂଜାରୀ, ସେମାନେ ରାମଙ୍କ ବେପାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ସ୍ଥିତି ସରଗରମ ରହିଛି। ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ରାମ ମନ୍ଦିରକୁ ନେଇ ରାଜନୀତି କରାଯାଉଛି। ମଙ୍ଗଳବାର କଂଗ୍ରେସ ନେତା ଜୟରାମ ରମେଶ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ ବିଜେପି ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀପୁର ଆସନରେ କୁମର ଜାନୀ ସିପିଆଇ ପ୍ରାର୍ଥୀ

ଜୟପୁର: ଆଜି ସିପିଆଇ କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ଆଗାମୀ ନିର୍ବାଚନରେ ଜିଲ୍ଲା ସହ ସମ୍ପାଦକ କୁମର ଜାନୀଙ୍କୁ ପ୍ରାର୍ଥି ଭାବେ ଘୋଷଣା କରିଛି। ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...