Daily Archives

April 9, 2024

ଗ୍ୟାରେଣ୍ଟି ପୂରଣ ପାଇଁ ଟଙ୍କା କେଉଁଠୁ ଆଣିବ କଂଗ୍ରେସ, ମଧ୍ୟବିତ୍ତଙ୍କୁ ନେଇ ଏଭଳି ଜବାବ ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ: କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ ବିଭିନ୍ନ ଗ୍ୟାରେଣ୍ଟିର ଘୋଷଣା କରିଛି। ଏହାକୁ ନେଇ ରାହୁଲ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ସାମ ପିଟ୍ରୋଡା ପ୍ରଶ୍ନ କରାଯାଉଛି ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଳ ନିଜର ପ୍ରତିଶ୍ରୁତି ପୂରଣ ପାଇଁ ମଧ୍ୟବିତ୍ତଙ୍କ ଉପରେ ଅଧିକ…
ଅଧିକ ଖବର ଦେଖନ୍ତୁ...

କଚ୍ଚାଥିଭୁ ଦ୍ୱୀପ ନିକଟରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଆକ୍ରମଣ, ୩ ଆହତ

ଚେନ୍ନାଇ: କଚ୍ଚାଥିଭୁ ଦ୍ବୀପକୁ ନେଇ ଦେଶରେ ରାଜନୀତି ଚାଲିଥିବାବେଳେ ଏହି ଦ୍ବୀପ ନିକଟରେ ଏକ ଅଘଟଣ ଘଟିଛି । ଏହା ପରେ ଏହି ବିବାଦ ବଢିବାର ଆଶଙ୍କା ରହିଛି । ତାମିଲନାଡୁର ରାମେଶ୍ୱରମର ୩ ଜଣ ମତ୍ସ୍ୟଜୀବୀ କଚ୍ଚାଥିଭୁ ଦ୍ୱୀପ ନିକଟ ସମୁଦ୍ରରେ ମାଛ ମାରୁଥିବାବେଳେ ଶ୍ରୀଲଙ୍କା ନୌସେନା…
ଅଧିକ ଖବର ଦେଖନ୍ତୁ...

ବର୍ଷେ ବିତି ନଥିଲା ବିବାହ: ଡିଟିଏଚ୍‌ ସଜାଡ଼ିବାକୁ ଯାଇ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ବୀରମହାରାଜପୁର: ସୁବଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥଥର ନୂଆଁପାଲିଠାରେ ଡିଟିଏଚ୍‌ କେବୁଲ୍ ତାର ସଜାଡ଼ିବାକୁ ଯାଇ ୧୧କେଭି ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜ୍ୟୋତିରଂଜନ ଖମାରୀ (୩୩)। ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚାକିରି ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ଅବହେଳା କରନ୍ତୁ ନାହିଁ। କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟପ୍ରାପ୍ତି ଲାଗି ନିରନ୍ତର ସକ୍ରିୟ ରହିବେ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିପାରେ। ‌ ବୃଷ: ନିଜର ବ୍ୟବସାୟିକ ଯୋଜନା ପରିବର୍ତ୍ତନ କରିବେ।…
ଅଧିକ ଖବର ଦେଖନ୍ତୁ...

ବ୍ରେଥ୍‌ ଆନାଲାଇଜର ପରୀକ୍ଷାରେ ଫେଲ୍‌ ହେବା ମହଙ୍ଗା ପଡ଼ିଲା; ଏୟାର ଇଣ୍ଡିଆର ମହିଳା ପାଇଲଟ୍‌ ୩ ମାସ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ: ବିମାନ ଉଡ଼ାଣ ପୂର୍ବରୁ ବ୍ରେଥ୍‌ ଆନାଲାଇଜର ପରୀକ୍ଷାରେ ଫେଲ୍‌ ହେବା ପରେ ଏୟାର ଇଣ୍ଡିଆ ଜଣେ ମହିଳା ପାଇଲଟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ୩ ମାସ ପାଇଁ ନିଲମ୍ବିତ କରିଛି। ବୋଇଂ ୭୮୭ ବିମାନ ପାଇଁ ପ୍ରଥମ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ସମୟରେ ଫ୍ଲାଇଂ ସ୍କ୍ବାଡ ଧରିଲା ନଗଦ ଟଙ୍କା: ଓଡିଶାରୁ ଛତିଶଗଡ଼ ହେଉଥିଲା ଚାଲାଣ 

ମାଲକାନଗିରି: ବିଧାନସଭା ଓ ଲୋକ ସଭା ନିର୍ବାଚନକୁ ନେଇ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଦଳ ଓ ଲୋକଙ୍କ ଗତିବିଧି ଉପରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଅନ୍ୟପଟେ ଛତିଶଗଡ଼ରେ ମଧ୍ୟ ଲୋକସଭା ନିର୍ବାଚନକୁ ନେଇ ସୁରକ୍ଷାକୁ କଡ଼ାକଡ଼ି କରିବା ସହ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଉଛି। ଏହି…
ଅଧିକ ଖବର ଦେଖନ୍ତୁ...

କାନାଡାରେ ଗୁଳିକାଣ୍ଡ, ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ସମେତ ୨ ମୃତ

ଓଟାୱା: କାନାଡାର ଆଲବର୍ଟା ରାଜ୍ୟରେ ଦିନ ଦିବାଲୋକରେ ହୋଇଥିବା ଗୁଳିବିନିମୟରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ସିବିସି ନ୍ୟୁଜ୍ ରିପୋର୍ଟ କରିଛି ଯେ କାଭାନାଗ ଅଞ୍ଚଳର ଏକ ଆବାସିକ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଜିଲ୍ଲାରେ ବନାଗ୍ନି: ୭୧ଟି ସ୍ଥାନରେ ଜଂଗଲ ଜଳୁଛି, ବନ ବିଭାଗ ନାକେଦମ

ମାଲକାନଗିରି: ଜିଲ୍ଲାରେ ଏବେ ଜଳୁଛି ବନାଗ୍ନି। ବନ ବିଭାଗ ନିଆଁ ଲିଭାଇ ଲିଭାଇ ଥକିପଡିଲାଣି। ଗୋଟିଏ ଜାଗାରେ ନିଆଁ ଲିଭାଇ ଘରକୁ ଫେରୁଥିବା ବେଳେ ଅନ୍ୟତ୍ର ଲୋକେ ନିଆଁ ଲଗାଇ ଦେଉଛନ୍ତି। ସ୍ଥିତି ଏବେ ଜଟିଳ ହେବାକୁ ବସିଲାଣି। ଜିଲ୍ଲାର ବିଶେଷକରି ୫ଟି ବନାଞ୍ଚଳରେ ଜଂଗଲ ଜଳୁଛି। ବାଲିମେଳା…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ ଗୋଟିଏ ଇଞ୍ଚ ଜମି ମଧ୍ୟ ଜବରଦଖଲ କରିପାରିବ ନାହିଁ: ଶାହା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଅମଳରେ ଚୀନ୍‌ ଭାରତର ଗୋଟିଏ ଇଞ୍ଚ ଜମି ମଧ୍ୟ ଜବରଦଖଲ କରିପାରିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହା ଦାବି କରିଛନ୍ତି ଯେ ୧୯୬୨ ଚୀନ୍‌ ଆକ୍ରମଣ ସମୟରେ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ୪୫ ପାର୍ କହି ପାଇଥିଲେ ମାତ୍ର ୮: ବିଜେପିର ୪୦୦ ପାର୍ ବିରୋଧରେ କଂଗ୍ରେସର ସ୍ଲୋଗାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିଜେପି ସମେତ ଅନ୍ୟ ରାଜନୈତିକ ଦଳଙ୍କ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ବିଜେପି ଚଳିତ ଥର ୪୦୦ ଆସନ ଜିତିବ ବୋଲି ଦାବି କରିଛନ୍ତି। ବିଜେପି ପକ୍ଷରୁ ‘ଅବକି ବାର ୪୦୦ ପାର୍’ ସ୍ଲୋଗାନ୍ ଦେଉଛି।…
ଅଧିକ ଖବର ଦେଖନ୍ତୁ...