ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଅଂଚଳର ବୋଉକୁ ଜିତାଇବାକୁ ଅନୁରୋଧ କଲେ ଇନ୍ଦିରା

ଜୟପୁର: ଜୟପୁର ବ୍ଲକର ପାତ୍ରପୁଟ ଓ ଡଙ୍ଗରଚିଂଛିର ବିଭିନ୍ନ ଗାଁରେ ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥିନୀ ଡ.ଇନ୍ଦିରା ନନ୍ଦ। ପାତ୍ରପୁଟ ପୂର୍ବତନ ମନ୍ତ୍ରୀଙ୍କ ଗାଁ। ଏହାକୁ ଦୃଷ୍ଟିରେ ରଖି ଇନ୍ଦିରା ନିଆରା ‌ଷ୍ଟାଇଲରେ ପ୍ରଚାର କରିଥିଲେ। ଅଂଚଳର ପୁଅକୁ ପୂର୍ବରୁ ତିନି ଥର…
ଅଧିକ ଖବର ଦେଖନ୍ତୁ...

‘ଏକବିଂଶ ଶତାବ୍ଦୀରେ ଗଣିତ: ସିଦ୍ଧାନ୍ତ ଏବଂ ପ୍ରୟୋଗ’ ଶୀର୍ଷକ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ "ଏକବିଂଶ ଶତାବ୍ଦୀରେ ଗଣିତ: ଥିଓରୀ ଏବଂ ପ୍ରୟୋଗ" ଶୀର୍ଷକ ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ପଠାଇଥିବା ଏକ ବାର୍ତ୍ତାରେ କଠିନ…
ଅଧିକ ଖବର ଦେଖନ୍ତୁ...

ଘୋଷଣାରେ ସୀମିତ ସ୍ବତନ୍ତ୍ର କାରାଗାର ମାନ୍ୟତା: ଭିତ୍ତିଭୂମିରେ ହୋଇନି ସୁଧାର

ଜୟପୁର: ଗତବର୍ଷ ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡକାରାଗାରକୁ ସ୍ବତନ୍ତ୍ର କାରାଗାର ମାନ୍ୟତା ପ୍ରଦାନ  କରାଯାଇଥିଲା । ଏହି ଘୋ‌ଷଣା କେବଳ ଘୋଷଣାରେ ହିଁ ସୀମିତ ହୋଇ ରହିଯାଇଛି। ଘୋଷଣା ପରେ ନୂଆ  କର୍ମଚାରୀ କିମ୍ବା ଅନୁସଙ୍ଗିକ…
ଅଧିକ ଖବର ଦେଖନ୍ତୁ...

କଥା ନୁହେଁ, କାମ କରନ୍ତି ନବୀନ: ପାଣ୍ଡିଆନ

କୋରାପୁଟ/ଲକ୍ଷ୍ମୀପୁର/ଦଶମନ୍ତପୁର/ସେମିଳିଗୁଡ଼ା/ରାୟଗଡା/ବିଷମକଟକ/ଗୁଣପୁର: ମହିଳାଙ୍କ ଉନ୍ନତି ହେଲେ ପରିବାରର ଉନ୍ନତି ହେବ। ପ୍ରତି ଓଡ଼ିଆର ଉନ୍ନତି ହେଲେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ହେବ। ତେଣୁ ଯୋଡ଼ି ଶଙ୍ଖକୁ ଭୋଟ ଦେଇ ନବୀନ ସରକାରଙ୍କୁ ସଶକ୍ତ କରିବାକୁ ଆହ୍ବାନ ଦେଇଛନ୍ତି ବିଜେଡି…
ଅଧିକ ଖବର ଦେଖନ୍ତୁ...

ମରିଗଲା ମାନବିକତା: ଟ୍ରାଫିକ୍‌ରେ ପସିଲା ୨ ଆମ୍ବୁଲାନସ୍ 

ଜୟପୁର: ଲୋକଙ୍କ ମଧ୍ୟରେ ମରିଗଲାଣି ମାନବିକତା। ଯେଉଁ ଗାଡ଼ିକୁ ଦେଖିବା ମାତ୍ରକେ ଲୋକେ ବାଟ ଛାଡ଼ିବା କଥା ତାହା କରୁ ନାହାନ୍ତି। ୧୦୮ କିମ୍ବା ୧୦୨ ଆମ୍ବୁଲାନସକୁ ଦେଖିବା ମାତ୍ରକେ ରାସ୍ତା ଦେବାକୁ ବି ସରକାର ନିୟମ କରିଛନ୍ତି। ଏହା ବାସ୍‌ ବି କେହି ଏହାକୁ ମାନୁ ନାହାନ୍ତି। ଯଦି ଟ୍ରାଫିକ…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ 

ଜୟପୁର: ବିରାଟ ଶୋଭାଯାତ୍ରା, ନାଚ, ଆତସବାଜୀ ପୁଟା ଓ ଜିନ୍ଦାବାଦ ନାରା ମଧ୍ୟରେ ଆଜି ଜୟପୁର ବିଧାୟକ ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୫ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଜୟପୁର ଏଆରଓ ତଥା…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ଇନ୍ଦିରା-ତାରା ବାହିନୀପତି-ଗୌତମଙ୍କ ମଧ୍ୟରେ ବଳ କଷାକଷି

ଜୟପୁର: ଜୟପୁର ବିଧାନସଭା ଆସନରେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। କଂଗ୍ରେସ ପକ୍ଷରୁ ଭେଟେରାନ୍ ନେତା ତାରା ବାହିନୀପତିଙ୍କୁ ଏହି ଆସନରୁ ରିପିଟ୍ କରାଯାଇଛି। ତାରା ବିଜୟୀ ହେବାକୁ ପୁରାଦମ୍‌ରେ ଲାଗିଛନ୍ତି। ସେହିପରି ବିଜେଡି ଏହି ବିଧାନସଭା ଆସନରେ ନୂଆ ମୁହଁ ଇନ୍ଦିରା…
ଅଧିକ ଖବର ଦେଖନ୍ତୁ...

ଷ୍ଟ୍ରଙ୍ଗରୁମ ନିରୀକ୍ଷଣ କଲେ ସୁରକ୍ଷା ପର୍ଯ୍ୟବେକ୍ଷକ ଆଇପିଏସ୍ ପିଏଲ୍ ମାଲ୍

ଜୟପୁର: ସ୍ଥାନୀୟ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରସ୍ଥ ହ୍ୟୁମାନିଟି ବ୍ଲକ ପରିସରରେ ଜୟପୁର ‌ଓ କୋଟପାଡ଼ ନିର୍ବାଚନ ମଣ୍ଡଳୀ ପାଇଁ କରାଯାଇଛି ଷ୍ଟ୍ରଙ୍ଗରୁମ। ଏହି ଷ୍ଟ୍ରଙ୍ଗରୁମର ନିରୀକ୍ଷଣ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନ ଦ୍ବାରା ନିଯୁକ୍ତ ଆଇପିଏସ୍…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ ଦାଖଲ କଲେ ଇନ୍ଦିରା

ଜୟପୁର: ଗତ କାଲି ଶୁଭ ବେଳାରେ ପ୍ରସ୍ତାବକ,ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ଡ.ଇନ୍ଦିରା ନନ୍ଦ। ତେବେ ଆଜି ପୁଣି ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଆଜି ଆଉ ଦୁଇ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି ଇନ୍ଦିରା। ଏହା ପରେ ନିଜ ପ୍ରତିକ୍ରିୟାରେ ଇନ୍ଦିରା…
ଅଧିକ ଖବର ଦେଖନ୍ତୁ...

କୋଟିଆରେ ଆନ୍ଧ୍ର ଏଜେଣ୍ଟଙ୍କ ‘କାଳି’ ଚିନ୍ତା!

କୋରାପୁଟ: କୋଟିଆ ଭୋଟ୍‌ ପାଇଁ ଶେଷ ରଣନୀତି ପ୍ରୟୋଗ କରିଛି ଆନ୍ଧ୍ର। ଆନ୍ଧ୍ର ଦ୍ବାରା ନିଯୁକ୍ତ ଏଜେଣ୍ଟ ଘରଘର ବୁଲି ଭୋଟରଙ୍କୁ ଚିହ୍ନଟ କରୁଛନ୍ତି। ଭୋଟର୍‌ ତାଲିକା ଅନୁସାରେ ନାଁ ମେଳ କରିବାପରେ ଆନ୍ଧ୍ର ସପକ୍ଷରେ ମତଦାନ କରିବାକୁ ପ୍ରଲୋଭିତ କରୁଛନ୍ତି। ଯଦି କେହି ପ୍ରଲୋଭନରେ…
ଅଧିକ ଖବର ଦେଖନ୍ତୁ...