Daily Archives

April 25, 2024

ତମ ଦେଶରେ ହେଉଥିବା ବର୍ଣ୍ଣବୈଷମ୍ୟ ହିଂସା ଏବଂ ଗୁଳିକାଣ୍ଡକୁ ନେଇ ବି ଆମର ଚିନ୍ତା ରହିଛି : ଆମେରିକାକୁ କହିଲା ଭାରତ

ନୂଆଦିଲ୍ଲୀ: ମାନବାଧିକାର ଉଲ୍ଲଂଘନ ନେଇ ଆମେରିକା ବୈଦେଶିକ ବିଭାଗର ରିପୋର୍ଟକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ମଣିପୁର ଓ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହୋଇଛି ବୋଲି ଆମେରିକା ତା'ର ରିପୋର୍ଟରେ କହିଛି। ଭାରତ ସରକାର ଏହି ରିପୋର୍ଟକୁ ଭେଦଭାବପୂର୍ଣ୍ଣ ବୋଲି…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ସଫଳତାକୁ ହିମାଳୟ ସହ ତୁଳନା କଲେ ସିନ୍ଦେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତାକୁ ହିମାଳୟ ସହ ତୁଳନା କରିଛନ୍ତି। ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମଧ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଯେ ସେ ଏତେ…
ଅଧିକ ଖବର ଦେଖନ୍ତୁ...

ପୁଅ ଚାଲିଯିବା ପରେ ବୋହୂ ଓ ନାତୁଣୀମାନେ କରୁଛନ୍ତି ଅତ୍ୟାଚାର: ପରିସ୍ରା ଯିବାକୁ ବି ଲାଗୁଛି ଭୟ

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱରରେ ବସବାସ କରୁଥିବା ବୃଦ୍ଧ ଦମ୍ପତି ନିଜର ବୋହୂ ଓ ନାତୁଣୀମାନଙ୍କ ଅତ୍ୟାଚାର ସହି ପାରୁ ନଥିବା ନେଇ ନିକଟରେ ଅଭିଯୋଗ କରିଛନ୍ତି। ବୃଦ୍ଧ ଦମ୍ପତି ବୀରବଲ ସେନି(୭୬) ଓ ଲାଲି ଦେବୀ(୭୦) ଥାନାରେ ଅଭିଯୋଗ କରି କହିଛନ୍ତି, ‘ଆମ‌େ ବିବେକାନନ୍ଦ ନଗରରେ ବସବାସ…
ଅଧିକ ଖବର ଦେଖନ୍ତୁ...

ପ୍ରଭାସଙ୍କ ପରେ ପାରିଶ୍ରମିକ ବଢ଼ାଇଲେ ଅଲ୍ଲୁ ଅର୍ଜୁନ, ‌ହୋସ ଉଡ଼ାଇବ ଅଭିନେତା ଫି’

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ପରେ ପାରିଶ୍ରମିକ ବଢ଼ାଇଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ‌ହୋସ ଉଡ଼ାଇବ ଅଭିନେତା ପୁଷ୍ପା-୨ ପାଇଁ ନେଉଥିବା ପାରିଶ୍ରମିକ। କିଛି ସମୟ ପୂର୍ବରୁ ଖବର ମିଳିଥିଲା ଯେ, ‘କଲ୍କି ୨୮୯୮ ଏଡି’ ପ୍ରଭାସ ନିଜର ପାରିଶ୍ରମିକ ବଢ଼ାଇଛନ୍ତି। ପୂର୍ବରୁ ପ୍ରଭାସ…
ଅଧିକ ଖବର ଦେଖନ୍ତୁ...

ସୋନପୁର ସଭା ପରେ ଭୁବନେଶ୍ୱର ପହଂଚି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ବିଜେପି ଚାଣକ୍ୟ

ଭୁବନେଶ୍ବର: ସୋନପୁର ସଭାରେ ଯୋଗଦେବା ପରେ ରାଜଧାନୀରେ ଗୃହମନ୍ତ୍ରୀ ଅମିତ ଶାହ ଦଳୀୟ କର୍ମୀଙ୍କ ସହିତ ବୈଠକ କରିଛନ୍ତି। ଭୁବନେଶ୍ୱରର ଏକ ହୋଟେଲର ଦକ୍ଷିଣ ଓଡିଶା, ଉପକୂଳ ଓଡିଶା ଏବଂ ଉତ୍ତର ଓଡିଶାର ନେତାଙ୍କ ସହ ଆଲୋଚନା କରିଛନ୍ତି। ୧୩ଟି ସଂସଦୀୟ କ୍ଷେତ୍ରର ନେତାଙ୍କ ସହ ବୈଠକ ବେଳେ ଦଳ…
ଅଧିକ ଖବର ଦେଖନ୍ତୁ...

ମରିଗଲା ମାନବିକତା: ଟ୍ରାଫିକ୍‌ରେ ପସିଲା ୨ ଆମ୍ବୁଲାନସ୍ 

ଜୟପୁର: ଲୋକଙ୍କ ମଧ୍ୟରେ ମରିଗଲାଣି ମାନବିକତା। ଯେଉଁ ଗାଡ଼ିକୁ ଦେଖିବା ମାତ୍ରକେ ଲୋକେ ବାଟ ଛାଡ଼ିବା କଥା ତାହା କରୁ ନାହାନ୍ତି। ୧୦୮ କିମ୍ବା ୧୦୨ ଆମ୍ବୁଲାନସକୁ ଦେଖିବା ମାତ୍ରକେ ରାସ୍ତା ଦେବାକୁ ବି ସରକାର ନିୟମ କରିଛନ୍ତି। ଏହା ବାସ୍‌ ବି କେହି ଏହାକୁ ମାନୁ ନାହାନ୍ତି। ଯଦି ଟ୍ରାଫିକ…
ଅଧିକ ଖବର ଦେଖନ୍ତୁ...

ଶୁକ୍ରବାର ୨ୟ ପର୍ଯ୍ୟାୟ ଭୋଟ, ୧୩ ରାଜ୍ୟରେ ୮୮ ଆସନରେ ହେବ ଭୋଟଗ୍ରହଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ । କିନ୍ତୁ ପ୍ରଥମ ପର୍ଯ୍ୟାୟ ପରି ଏହି ପର୍ଯ୍ୟାୟରେ ବି ଭୋଟରମାନେ ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହୋଇପାରନ୍ତି । ଏହା ମତଦାନ ହାରକୁ…
ଅଧିକ ଖବର ଦେଖନ୍ତୁ...

ପନ୍ତଙ୍କ ଛକାରେ ଆହତ ହେଲେ କ୍ୟାମେରାମ୍ୟାନ, କ୍ଷମା ମାଗିଲେ ଖେଳାଳି

ନୂଆଦିଲ୍ଲୀ: ଗତ ବୁଧବାର ଦିନ ଦିଲ୍ଲୀ କ୍ୟାପିଟାଲସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ହୋଇଥିଲା ଯେଉଁଥିରେ ଦିଲ୍ଲୀ ମାତ୍ର ୪ ରନରେ ମ୍ୟାଚ ଜିତିଥିଲା। ଏହି ମ୍ୟାଚ୍‌ରେ ଡିସି ଅଧିନାୟକ ଋଷଭ ପନ୍ତ ୪୩ ବଲରେ ୮୮ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ ଯେଉଁଥିରେ ସେ ୫ଟି ଚୌକା…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ 

ଜୟପୁର: ବିରାଟ ଶୋଭାଯାତ୍ରା, ନାଚ, ଆତସବାଜୀ ପୁଟା ଓ ଜିନ୍ଦାବାଦ ନାରା ମଧ୍ୟରେ ଆଜି ଜୟପୁର ବିଧାୟକ ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୫ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଜୟପୁର ଏଆରଓ ତଥା…
ଅଧିକ ଖବର ଦେଖନ୍ତୁ...