Daily Archives

May 3, 2024

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ; ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ମତଦାନକୁ ଆଉ ଅଳ୍ପ କିଛିଦିନ ବାକିଥିବା ବେଳେ ସମସ୍ତ ଦଳ ପକ୍ଷରୁ ପ୍ରଚାର ଜୋରଦାର୍ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜେପିର କେନ୍ଦ୍ରୀୟ ନେତାମାନେ ମଧ୍ୟ ମୟୂରଭଂଜ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଂଚଳରେ ପ୍ରଚାର କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ, ଗୋଆରୁ ଆଇନଜୀବୀ ବିନୋଦ ଚୌହାନଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ଗିରଫ କରିଛି। ଏହି ମାମଲାରେ ଇଡି ଟିମ୍ ଗୋଆରୁ ଆଇନଜୀବୀ ବିନୋଦ ଚୌହାନଙ୍କୁ ଗିରଫ କରିଛି। ଏହି ମାମଲାର ତଦନ୍ତ ଏବଂ ଅଦାଲତରେ ଇଡି ଦାଖଲ କରିଥିବା ଦସ୍ତାବିଜରୁ ଜଣାପଡିଛି ଯେ ଅବକାରୀ ନୀତି ହୋଲସେଲରମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁରରେ ଗ୍ରିନ ହାଇଡ୍ରୋଜେନ ଓ ଗ୍ରିନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବ ଏଚଏଚପି ଫାଇଭ୍

ଭୁବନେଶ୍ୱର : ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଏବଂ ଏଚ୍‌ଏଚ୍‌ପି ଫାଇଭ୍ ପ୍ରାଇଭେଟ୍ ଲିମିଟେଡ୍ (ହାଇଜେନ୍‌କୋ) ମଧ୍ୟରେ ଓଡ଼ିଶାର ଟିଏସ୍‌ଏସ୍‌ଇଜେଡ୍‌ର ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି)ରେ ଗ୍ରିନ୍ ହାଇଡ୍ରୋଜେନ୍ ଏବଂ ଗ୍ରିନ୍ ଆମୋନିଆ ପ୍ରକଳ୍ପ…
ଅଧିକ ଖବର ଦେଖନ୍ତୁ...

ଶେଷରେ ଏକନାଥ ସିନ୍ଦେଙ୍କ ଦଳରେ ଯୋଗ ଦେଲେ ସଞ୍ଜୟ ନିରୁପମ

ମୁମ୍ବାଇ: ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ମହାରାଷ୍ଟ୍ରର ବରିଷ୍ଠ ନେତା ସଞ୍ଜୟ ନିରୁପମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି | କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ ସଞ୍ଜୟ ନିରୁପମ୍ ପ୍ରାୟ ଦୁଇ ଦଶନ୍ଧି ପରେ ଶିବସେନାକୁ ଫେରିଛନ୍ତି। ଶିବସେନାରେ ଯୋଗ ଦେବା ପରେ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇ ସୁପର କିଙ୍ଗ୍ସର ବୃଦ୍ଧ ଫ୍ୟାନଙ୍କୁ ଧୋନି ଦେଲେ ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଭାବେ ବେଶ ପରିଚିତ। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରେ ବେଶ୍ ପ୍ରାଧାନ୍ୟ ବିସ୍ତାର କରିଥିଲା। ତାଙ୍କ ଅଧିନାୟକତ୍ୱରେ ଦଳ ଆଇପିଏଲର ୨୦୨୩ ସଂସ୍କରଣ ସହ ମୋଟ ୫ଟି ଟାଇଟଲ ଜିତିଥିଲା। ଚଳିତଥର…
ଅଧିକ ଖବର ଦେଖନ୍ତୁ...

କେଜିଏଫ୍ ବଢ଼ାଇଦେଲା ୟଶଙ୍କ ସମ୍ପତ୍ତି, ଏବେ ଏତେ କୋଟିର ମାଲିକ ଅଭିନେତା

ମୁମ୍ବାଇ: ‘କେଜିଏଫ୍‌-୨’ ରିଲିଜ୍‌ ହେବା ପରେ କନ୍ନଡ ଅଭିନେତା ୟଶ୍‌ଙ୍କ ଚାହିଦା‌ ଖୁବ ଅଧିକ ବଢ଼ିଛି। ଏବେ ଅନେକ ବଡ଼ ବଜେଟ ଫିଲ୍ମର ଅଫର ତାଙ୍କ ପାଖକୁ ଆସୁଥିବା ବେଳେ ନିଜର ପାରିଶ୍ରମିକ ବଢ଼ାଇଛନ୍ତି ରକିଂ ଷ୍ଟାର ୟଶ। ଆଗକୁ ତାଙ୍କର ଫିଲ୍ମ ‘କେଜିଏଫ୍-୩’ ଓ ‘ଟକ୍ସିକ୍’ ଆସିବାକୁ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଗାଁରେ ଯୋଗେଶଙ୍କ ପ୍ରଚାର ଜୋର୍: ଏପଟେ ସହରରେ ମଙ୍ଗ ଧରିଛନ୍ତି ପତ୍ନୀ ଶ୍ରଦ୍ଧାଞ୍ଜଳି

ସୁନ୍ଦରଗଡ଼: ପ୍ରଚାରର ଆଗରେ ଅଛନ୍ତି ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ କୁମାର ସିଂ। ଗାଁ, ପଡ଼ାରେ ନିର୍ବାଚନୀ ସଭା କରିବା ସହ ଘରକୁ ଘର ଯାଇ ନବୀନଙ୍କ ବିକାଶର ବାର୍ତ୍ତା ଦେଇ ଷଷ୍ଠଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆୟକର ନିୟମରେ ପରିବର୍ତ୍ତନ ସଂପର୍କିତ ରିପୋର୍ଟକୁ ଗୁଜବ କହିଲେ ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: ଆୟକର ନିୟମରେ ପରିବର୍ତ୍ତନ ଖବରକୁ ଗୁଜବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର ସେନସେକ୍ସରେ ବଡ଼ ଧରଣର ହ୍ରାସର ଅନ୍ୟତମ କାରଣ ଏହି ରିପୋର୍ଟ ବୋଲି କୁହାଯାଉଛି। ରିପୋର୍ଟରେ ଦାବି କରାଯାଇଛି ଯେ ଲୋକସଭା ନିର୍ବାଚନ ପରେ ନୂଆ ସରକାର ଦାୟିତ୍ୱ ନେବା…
ଅଧିକ ଖବର ଦେଖନ୍ତୁ...

ତଳସରା ବିଧାନସଭା: ମହିଳାଙ୍କ ପାଦ ଧୋଇ ଆଶୀର୍ବାଦ ମାଗିଲେ ବିନୟ 

ସୁନ୍ଦରଗଡ଼: ଆଉ ୧୭ ଦିନ ପରେ ଭୋଟ। ହାତରେ ସମୟ କମ୍। ତେଣୁ ଦଳ ଓ ପ୍ରାର୍ଥୀ ନିଜ ନିଜ କ୍ଷେତ୍ରରେ ଦିନରାତି ପ୍ରଚାର ଚଲାଇଛନ୍ତି। ଟାଣ ଖରାରେ ବି ଭୋଟରଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି। ନାମାଙ୍କନପତ୍ର ଦାଖଲ ପରେ ତଳସରା ବିଧାନସଭା ଆସନ ପାଇଁ ଲଢ଼େଇ କରୁଥିବା ବିଜୁ ଜନତା ଦଳର…
ଅଧିକ ଖବର ଦେଖନ୍ତୁ...

ଗଂଜାମରେ ଇଟାଭାଟି ଭୁଶୁଡ଼ି ପଡ଼ିବାରୁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ

ପାଟପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ନୂଆଗଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଇଟାଭାଟି ଭୁଶୁଡ଼ି ପଡ଼ିବାରୁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପାଟପୁର ଥାନା କୁଲୁଡ଼ି ଗ୍ରାମର ସୁଲଭ ଦୋରା(୬୦) ଓ ବହଳଦିଆ ଗ୍ରାମର ସରସ୍ବତୀ ପ୍ରଧାନ(୬୦) ବୋଲି ପୁଲିସ କହିଛି।…
ଅଧିକ ଖବର ଦେଖନ୍ତୁ...