Daily Archives

May 16, 2024

ଅନଲାଇନ୍‌ ଗେମ୍‌ ଖେଳିବାକୁ କରଜ କରିଥିଲେ ଟଙ୍କା, ବିଫଳ ହୋଇ ଜୀବନ ହାରିଲେ ଯୁବକ

ମାଲକାନଗିରି/ବାଲିମେଳା: ବିଭିନ୍ନ ପ୍ରକାର ଅନଲାଇନ ଖେଳ ନଖେଳିବା ପାଇଁ ସରକାର ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ମଧ୍ୟ କମ ସମୟରେ ବହୁ ଅର୍ଥ ଉପାର୍ଜନ କରିବା ନିଶାରେ ଆଜିର ଯୁବପିଢ଼ି ବହୁ ଭୁଲ ପଦକ୍ଷେପ ନେବା ସହିତ ବହୁ ଅର୍ଥ ହରାଉଥିବାର ନଜିର…
ଅଧିକ ଖବର ଦେଖନ୍ତୁ...

ଚିଙ୍ଗୁଡି କାରଖାନାରେ ଗ୍ୟାସ୍‌ ଲିକ୍‌; ୧୦ରୁ ଊର୍ଦ୍ଧ୍ବ ଯୁବତୀ ଗୁରୁତର

ନୀଳଗିରି: ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଗଡିଆମାଳସ୍ଥିତ ଏକ ଚିଙ୍ଗୁଡି ଫ୍ୟାକ୍ଟେରିରେ ଗ୍ୟାସ ଲିକ ହୋଇ ୧୦ରୁ ଊର୍ଦ୍ଧ୍ବ ଯୁବତୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କମ୍ପାନିର କୌଣସି କତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିବା…
ଅଧିକ ଖବର ଦେଖନ୍ତୁ...

୪୧ଟି ଔଷଧର ମୂଲ୍ୟ କମାଇଲେ ସରକାର

ନୂଆଦିଲ୍ଲୀ: କେତେକ ସାଧାରଣ ରୋଗ ଚିକିତ୍ସାରେ ବ୍ୟବହୃତ ହେଉଥିବା ୪୧ଟି ଔଷଧର ମୂଲ୍ୟ ହ୍ରାସ କରିବାକୁ ସରକାର ଘୋଷଣା କରିଛନ୍ତି। ଏହି ୪୧ଟି ଔଷଧ ବ୍ୟତୀତ ମଧୁମେହ, ହୃଦୟ ଓ ଯକୃତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ୬ଟି ଫର୍ମୁଲେସନର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି। ଦର ହ୍ରାସ ନିଷ୍ପତ୍ତି ପରେ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ଦାଢ଼ି କାଟି ଏବେ ଭାଇରାଲ ହେଲେ ଏହି ବାରିକ

ନୂଆଦିଲ୍ଲୀ: ସୋସିଆଲ ମିଡିଆ କେବେ କାହାକୁ ହିରୋ କରିଦିଏ, କାହାର ଭାଗ୍ୟ କେବେ ବଦଳାଇଦିଏ ତାହା କୁହାଯାଇପାରିବ ନାହିଁ। ଗତ କିଛି ବର୍ଷ ମଧ୍ୟରେ ଏହିପରି ହଜାର ହଜାର ଉଦାହରଣ ସାମ୍ନାକୁ ଆସିଛି। ଯେଉଁଠାରେ ସୋସିଆଲ ମିଡିଆ କୌଣସି ସାଧାରଣ ମଣିଷକୁ ରାତାରାତି ସୁପରଷ୍ଟାର କରିପାରିଛି | ରେଳ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟାନୁଷ୍ଠାନ ନିଆଯିବା ବୟାନ ପରେ ପୱନ ସିଂ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଭୋଜପୁରୀ ପାୱାରଷ୍ଟାର ପୱନ ସିଂ କାରାକାଟ ଲୋକସଭା ଆସନରୁ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଏନେଇ ଗତ ମେ ୧୩ରେ ବିଜେପି ନେତା ପ୍ରେମ କୁମାର କହିଥିଲେ ଯେ ଯଦି ପୱନ ସିଂ ତାଙ୍କ ନାମାଙ୍କନ ପ୍ରତ୍ୟାହାର ନକରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।…
ଅଧିକ ଖବର ଦେଖନ୍ତୁ...

ଭାରତ ଚନ୍ଦ୍ରରେ ପହଞ୍ଚିଲାଣି, ଆଉ ଆମେ ପଙ୍କରେ ଅଛୁ: ପାକ୍ ନେତା ମୁସ୍ତଫା କମାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପାକିସ୍ତାନୀ ନେତା ସୟଦ ମୁସ୍ତଫା କମାଲଙ୍କ ଏକ ଭିଡିଓ ଭାଇରାଲ ହେଉଛି। ସେ ମୁତାହିଦା କୌମି ମୁଭମେଣ୍ଟ ପାକିସ୍ଥାନ (ଏମକ୍ୟୁଏମ-ପି) ପାର୍ଟିର ନେତା । ବୁଧବାର ସଂସଦରେ କରାଚିବାସୀ ସମ୍ମୁଖୀନ ହେଉଥିବା ସମସ୍ୟା ସାମ୍ନାକୁ ଆଣି ସେ ଭାରତର ଉଦାହରଣ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ମୁଁ ପୁଣି ଜେଲ ଯିବି ନା ନାହିଁ ତାହା ଲୋକେ ନିଷ୍ପତ୍ତି ନେବେ : କେଜ୍ରିଓ୍ବାଲ

ଅମୃତସର: ପଞ୍ଜାବର ଅମୃତସରରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରୋଡ୍ ସୋ' କରିଛନ୍ତି। ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମେତ ଆମ୍ ଆଦମୀ ପାର୍ଟିର ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ରୋଡ୍ ସୋ' ସମୟରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ରାଜ୍ୟର ବିକାଶ ହେବ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଉଲୁଣ୍ଡା କଲେଜ ପଡ଼ିଆରେ ଗୁରୁବାର ଦିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଓଡ଼ିଶାରେ ଡବଲ…
ଅଧିକ ଖବର ଦେଖନ୍ତୁ...

ସିଏସକେ-ଆରସିବି ଟିକେଟ କିଣିବାରେ ୩ ଲକ୍ଷ ଟଙ୍କା ହରାଇଲେ ଯୁବକ

ବେଙ୍ଗାଲୁରୁ: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ଶନିବାର ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଏଲିମିନେଟର୍ ଠାରୁ କମ୍ ନୁହେଁ, ଆଉ ଏହାକୁ ନେଇ ଆଇପିଏଲପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ରହିଛି | ପ୍ରାୟ ପ୍ରତ୍ୟେକ କ୍ରିକେଟ୍ ପ୍ରେମୀ ଏହି ମ୍ୟାଚ୍ ଦେଖିବା…
ଅଧିକ ଖବର ଦେଖନ୍ତୁ...

ମେ’ ୨୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ପ୍ରଥମେ ଜଗା ଦର୍ଶନ, ପରେ ରୋଡ ସୋ’

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୦ ତାରିଖ ଦିନ ପୁରୀରେ ରୋଡ ସୋ’ କରିବେ। ଏନେଇ ବିଜେପି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛି। ପ୍ରଧାନମନ୍ତ୍ରୀ ମୋଦୀ ମେ’ ୨୦ରେ ପୁରୀରେ ସକାଳୁ ପହଞ୍ଚିବା ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେବେ। ଦର୍ଶନ ସାରି ରୋଡ୍‌ ସୋ’…
ଅଧିକ ଖବର ଦେଖନ୍ତୁ...