Daily Archives

May 27, 2024

ଆବାସ ଯୋଜନା ସାତ ସପନ: ଦଦରା ଘରେ ରହୁଛନ୍ତି ଅସହାୟ ପରିବାର

ଝରିଗାଁ: ଆର୍ଥିକ ଅଭାବ ଯୋଗୁଁ ଦୀର୍ଘ ବର୍ଷ ତଳେ ଜଙ୍ଗଲରୁ କାଠ ଆଣି ସେଥିରେ ମାଟି ଲେପ ଦେଇ ଛାତରେ ଆଜବେଷ୍ଟ ଦେଇ ଦୁଇ ବଖରା ଘର କରିଥିଲେ। ସମୟ କ୍ରମେ ସେହି ଦୁଇ ବଖରା ବିଶିଷ୍ଟ ମାଟି ଘର ବର୍ଷା ପାଣି ଯୋଗୁଁ ନଷ୍ଟ ହେବାକୁ ଲାଗିଲା। ଘର ମରାମତି ପାଇଁ ଅର୍ଥ ଅଭାବ ଥିବା ବେଳେ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଆଫ୍ରିକାରୁ ଧଳାସୁନା ଲୁଟ୍ କରୁଛି ଚୀନ୍: ନାଇଜେରିଆରେ ଗିରଫଦାରୀ ପରେ ପର୍ଦ୍ଦାଫାଶ୍

ଆବୁଜା: ବେଆଇନ ଖଣି ଉପରେ ନାଇଜେରିଆ ସରକାର କଟକଣା ଜାରି କରିଛନ୍ତି। ଏପ୍ରିଲ୍ ଠାରୁ, ଧଳା ସୁନା କୁହାଯାଉଥିବା ଖଣିଜ ଲିଥିୟମ୍ ଚୋରି ଅଭିଯୋଗରେ ଦଶହଜାର ଲାଇସେନ୍ସପ୍ରାପ୍ତ ଖଣି ମାଲିକଙ୍କୁ ଗିରଫ କରାଯାଇଛି। ନାଇଜେରିଆ ଏହାର ଗୁରୁତ୍ୱପୂର୍ଣ୍ଣ ଖଣିଜ ଖନନ କାର୍ଯ୍ୟକୁ ନିୟନ୍ତ୍ରଣ କରିବା,…
ଅଧିକ ଖବର ଦେଖନ୍ତୁ...

ରାହୁଲ, କେଜ୍ରିଓ୍ବାଲଙ୍କୁ ପାକିସ୍ତାନରୁ କାହିଁକି ସମର୍ଥନ କରାଯାଉଛି ? ତଦନ୍ତର ଆବଶ୍ୟକତା ରହିଛି : ମୋଦୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଦିନ ପାକିସ୍ତାନୀ ନେତା ଫୱାଦ ଚୌଧୁରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଏକ ଟୁଇଟ୍ କରିଥିଲେ। ଏହା ପୂର୍ବରୁ ସେ ରାହୁଲ ଗାନ୍ଧିଙ୍କ ପାଇଁ ସେ ଏଭଳି କିଛି କରିଥିଲେ। ଶେଷ ପର୍ଯ୍ୟାୟ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ବିରୋଧୀ କିନ୍ତୁ ଶତ୍ରୁ ତ ନୁହଁ: ବିଜେପି-ଟିଏମସିର ପୋଷ୍ଟର ୱାର ନେଇ ସୁପ୍ରିମକୋର୍ଟଙ୍କ ବଡ ମନ୍ତବ୍ୟ

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଜାରି ରହିଥିବା ପୋଷ୍ଟର ୱାର ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ ବିଜେପିର ଆବେଦନକୁ ଖାରଜ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ବିଜେଡି କର୍ମୀଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ: ବିଜେଡି କର୍ମୀଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗ ଆଣିଲା କଂଗ୍ରେସ । ରବିବାର ବିଳମ୍ବିତ ରାତିରେ ଭଦ୍ରକ ସହର ମୋଟେଲ ଛକ ଠାରେ ଜ୍ୟୋତି ମୋଟର୍ସ ସାମ୍ନାରେ କଂଗ୍ରେସ କର୍ମୀଙ୍କୁ କିଛି ବିଜେଡି କର୍ମୀ ଗାଲିଗୁଲଜ କରିଥିବା ଅଭିଯୋଗ ହୋଇଛି । ସେହିପରି ସନ୍ଧ୍ୟାରେ ନିର୍ବାଚନ ଆୟୋଗର…
ଅଧିକ ଖବର ଦେଖନ୍ତୁ...

ହେଲୋ ! ତାଜ୍ ହୋଟେଲରେ ବୋମା ଅଛି , ଅଜଣା ଫୋନକଲ ପାଇ ମୁମ୍ବାଇ ପୁଲିସ ଆତଙ୍କିତ

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସୋମବାର ସକାଳେ ହରଡ଼ଘଣାରେ ପଡ଼ିଯାଇଥିଲା। ଜଣେ ଅଜଣା ବ୍ୟକ୍ତି ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି କହିଥିଲା ଯେ ତାଜ ହୋଟେଲ ଏବଂ ଛତ୍ରପତି ଶିବାଜୀ ମହାରାଜ ବିମାନବନ୍ଦରରେ ବୋମା ବିସ୍ଫୋରଣ ହେବାକୁ ଯାଉଛି । ପୁଲିସ ଏହି…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟକ କଲମରେ ରାସ୍ତା ଖୋଳିଦେଲେ: ନିଜ ସରକାରଙ୍କ ପିଡବ୍ଲ୍ୟୁଡି ମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଶାହାଜାହାନପୁରରେ ବିଜେପି ବିଧାୟକ ଚେତରାମ ନିଜ ସରକାର ଅଧୀନରେ ନିର୍ମାଣ ହେଉଥିବା ରାସ୍ତାର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଆୟୋଗର ଅର୍ଥ ହେରଫେର ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗରେ ରାସ୍ତାର ଗୁଣବତ୍ତା…
ଅଧିକ ଖବର ଦେଖନ୍ତୁ...

ହନିମୁନରୁ ଫେରି ଇନଷ୍ଟାରୁ ଡିଲିଟି କଲେ ବିବାହର ସମସ୍ତ ଫଟୋ

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଦିବ୍ୟ‌ା ଅଗ୍ରୱାଲ ତାଙ୍କର ପ୍ରେମିକ ଅପୂର୍ବ ପଡଗାଓଁକରଙ୍କୁ ଗତ ଫେବୃଆରି ୨୦ରେ ଧୁମଧାମରେ ବିବାହ କରିଥିଲେ। ବିବାହର କିଛିମାସ ପରେ ଦୁହେଁ ହନିମୁନରେ ବୁଲିବାକୁ ଯାଇଥିଲେ। ଭୁଟାନରେ ଦୁହେଁ ଖୁବ ରୋମାନ୍ସ କରୁଥିବାର ଫଟୋ ସୋସିଆଲ ମିଡିଆ ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଜିଆଇ ସୁରକ୍ଷା ବାଡାରେ ପିଟି ହୋଇ ଲାଖିରହିଲା ବାଇକ, ଜଣେ ମୃତ ଓ ଜଣେ ଆହତ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥରର କପାସପଡା ବୁଲାଣି ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ପାଟଣା ଥାନା ଡିଆନାଳୀ ଗ୍ରାମର ରଣଜିତ ମୁଣ୍ଡା(୩୭) ବୋଲି ଜଣାପଡିଛି। ସେ…
ଅଧିକ ଖବର ଦେଖନ୍ତୁ...

ଡକରାଦୋରା ଜଳପ୍ରପାତ ତଳକୁ ଖସିପଡି ଯୁବକ ନିଖୋଜ

ତେନ୍ତୁଳିଖୁଣ୍ଟି: ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମୁଣ୍ଡାଗୁଡା ନିକଟରେ ଥିବା ଡକରାଦୋରା ଜଳ ପ୍ରପାତ ରେ ଏକ ଅଭାବନୀୟ ଘଟଣା ଘଟିଛି | ଜଳପ୍ରପାତରେ ଗାଧୋଇବା ସମୟରେ ଜଣେ ଯୁବକ ଡକରାଦୋରା ଜଳପ୍ରପାତ ତଳକୁ ଖସି ପଡ଼ି ନିଖୋଜ ଅଛନ୍ତି | ଯୁବକ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...