ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଏଥର ନିର୍ବାଚନରେ ଆପ୍‌ର ନେତୃତ୍ବ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍‌ଙ୍କ ପତ୍ନୀ ସୁନୀତା

ନୂଆଦିଲ୍ଲୀ: ଜେଲ୍‌ରେ ଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍‌ଙ୍କ ପତ୍ନୀ ସୁନୀତ‌ାଙ୍କୁ ଆମ୍‌ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ମିଳିଛି ବଡ଼ ଦାୟିତ୍ବ। ଗତ ମାସରେ ଇଣ୍ଡିଆ ବ୍ଲକ୍ ରାଲିରେ ଆଖିଦୃଶିଆ ଭାଷଣ ଦେଇ ରାଜନୈତିକ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିଥିବା ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ୟୁନିଟ୍‌-୬ ଅଞ୍ଚଳରେ ଜଗନ୍ନାଥ, ଅପରାଜିତାଙ୍କ ପଦଯାତ୍ରା

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଜି ଏକ ପଦଯାତ୍ରା କରିଥିଲେ। ୟୁନିଟ୍-୬ ଅଞ୍ଚଳରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ସେ କରିଥିବା ଏହି ଶୋଭାଯାତ୍ରାରେ ବହୁ ସ୍ଥାନୀୟ ଲୋକ ସାମିଲ‌ ହୋଇଥିଲେ। ଏହି ପଦଯାତ୍ରା ୟୁନିଟ୍-୬…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ

କେନ୍ଦୁଝର: କେନ୍ଦୁଝର ଲୋକସଭା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଟିକେଟ ପାଇବା ପରେ ଭୋଟରଙ୍କୁ ନିଜପକ୍ଷକୁ ନେବା ପାଇଁ ବିଭିନ୍ନ ଶୈଳୀରେ ପ୍ରାର୍ଥୀମାନେ ପ୍ରଚାର ଚଳାଇଛନ୍ତି। ଏଥର କେନ୍ଦୁଝର ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ସମାବେଶରେ ଗର୍ଜିଲେ ସୁଦାମ: ‘ମୁଁ ବାଘ, ମୋ ସ୍ତ୍ରୀ ବାଘୁଣୀ’

କଳାବାଡ଼ିଆ: ‘ ଜନତାଙ୍କ ସେବା ପାଇଁ ଏକ ମାମଲାରେ ମୁଁ ଜେଲ୍‌ ଯାଇଥିବା ବେଳେ ଗର୍ଭବତୀ ଥିବା ସ୍ତ୍ରୀ ସେହି ସମୟରେ ସନ୍ତାନ ପ୍ରସବ କରିଥିଲେ। ହେଲେ ସେହି କଠୋର ସମୟରେ ପତ୍ନୀ ବିଚଳିତ ହେବା ପରିବର୍ତ୍ତେ, ମୁଁ ଠିକ୍ ଅଛି, ତୁମେ ଲୋକଙ୍କ ପାଇଁ ଲଢ଼େଇ ଜାରି ରଖ ବୋଲି କହି ମତେ ସାହସ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ହାତରେ ଠେଙ୍ଗା

ମାହାଙ୍ଗା: ‘ଗାଁ ରାସ୍ତା ଅବସ୍ଥା ଶୋଚନୀୟ। ପାଣି ଓ ଆଲୋକ ସମସ୍ୟାର ବି’ ସମାଧାନ କରାଯାଉ ନାହିଁ। ବର୍ଷବର୍ଷ ଧରି ପ୍ରଶାସନକୁ ଗୁହାରି କରି ନୟାନ୍ତ ହେଲୁଣି। ଆଉ ନିର୍ବାଚନରେ ଭୋଟ ଦେବୁନି।’ ହାତରେ ଠେଙ୍ଗାଧରି ଏହିଭଳି ଚେତାବନୀ ଦେଇଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌କେୱାଇ, ମିସନ୍‌ ଶକ୍ତିକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର/ଉମରକୋଟ/ଝରିଗାଁ/ମଇଦଲପୁର/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲାକୁ ନିର୍ବାଚନୀ ପ୍ରଚାରରେ ଆସି ବିଜେଡି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଭିକେ ପାଣ୍ଡିଆନ। ଉମରକୋଟ, ଧୋଡ଼୍ରା, ମଇଦଲପୁର ଓ ପୂଜାରୀଗୁଡ଼ାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ଅନ୍ୟାୟ କରୁଛି କେନ୍ଦ୍ର: ପ୍ରଣବ

ଜମନକିରା: ‘କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ଅନ୍ୟାୟ କରୁଛନ୍ତି କେନ୍ଦ୍ର ସରକାର। ବାରମ୍ବାର ନିବେଦନ ସତ୍ତ୍ବେ ୧୮% ଜିଏସ୍‌ଟି ପ୍ରତ୍ୟାହାର କରାଯାଉନାହିଁ। ଆପଣମାନେ ଯେଉଁ ସାଂସଦଙ୍କୁ ଭୋଟ୍‌ଦେଇ ଦିଲ୍ଲୀ ପଠାଇଥିଲେ, ସେମାନେ ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି।’ ଏହିଭଳି ଅଭିଯୋଗ ସହିତ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିଲେ ବିଧାୟକ ପର୍ଶୁରାମ ଧଡ଼ା

ବାଲେଶ୍ବର/ସୋର: ଟିକେଟ କଟିଯିବା ପରେ ବିଜେଡିରୁ ଇସ୍ତଫା ଦେଇଥିବା ସୋର ବିଧାୟକ ପଶୁର୍ରାମ ଧଡ଼ାଙ୍କର ଘରବାହୁଡ଼ା ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ସମୀର ମହାନ୍ତି ଓ ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଶ୍ରୀ ଧଡ଼ା ଆଜି ନିଜ…
ଅଧିକ ଖବର ଦେଖନ୍ତୁ...

ସବୁ ଆସନରେ ତ୍ରିମୁଖୀ ଲଢ଼େଇ: ମଇଦାନରେ ୧୪ ସ୍ବାଧୀନ ପ୍ରାର୍ଥୀ

କୋରାପୁଟ: କୋରାପୁଟ ଜିଲ୍ଲାର ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ମେ’ ୧୩ରେ ଅନୁଷ୍ଠିତ ହେବ ନିର୍ବାଚନ। ଜିଲ୍ଲାର ସବୁ ଆସନରେ ଚଳିତଥର ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ। ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ମୁଣ୍ଡବ୍ୟଥା ସାଜିବେ ସ୍ବାଧୀନ ପ୍ରାର୍ଥୀ। ବିଭିନ୍ନ ଦଳରୁ ଆଶାୟୀ…
ଅଧିକ ଖବର ଦେଖନ୍ତୁ...

ସମୀରଙ୍କ ଗୋଷ୍ଠୀର ଜରୁରୀ ବୈଠକ: ‘୩୦ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କର’

ନିମାପଡ଼ା: ବିଜେଡି ଟିକେଟରୁ ବଞ୍ଚିତ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ଗୋଷ୍ଠୀ ପୁଣି ଆଜି ଏକ ଜରୁରୀ ବୈଠକରେ ଏକାଠି ହୋଇଛନ୍ତି। ନିମାପଡ଼ା ନିର୍ବାଚନମଣ୍ଡଳୀର ୪୬ଟି ପଞ୍ଚାୟତ ଓ ଏନ୍‌ଏସି ୱାର୍ଡ ବିଜେଡି ସଭାପତିମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିବା…
ଅଧିକ ଖବର ଦେଖନ୍ତୁ...