Daily Archives

April 5, 2024

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ଛାତ୍ରଛାତ୍ରୀ

କୋରାପୁଟ: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଖ୍ୟାତିସମ୍ପନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର, ନୂଆଦିଲ୍ଲୀ ୨୦୨୪ ଏପ୍ରିଲ ୬ରୁ ୧୧ ମଧ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏପ୍ରିଲ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ନେଇ କଙ୍ଗନା-ସୁପ୍ରିୟା ମୁହାଁମୁହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଏବେ ଦେଶରେ ରାଜନୈତିକ ମାହୋଲ ସରଗରମ ଥିବାବେଳେ ବର୍ତ୍ତମାନ ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ କଙ୍ଗନା ରାନାୱତ ଏବଂ କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କ ମଧ୍ୟରେ ବୟାନ ଯୁଦ୍ଧ ଆରମ୍ଭ ହୋଇଯାଇଛି | ବାସ୍ତବରେ…
ଅଧିକ ଖବର ଦେଖନ୍ତୁ...

କହ୍ନୈୟାଙ୍କ ଟିକେଟ୍ କାହିଁକି କାଟିଲା କଂଗ୍ରେସ ?

ନୂଆଦିଲ୍ଲୀ: ଦିଲ୍ଲୀର ୩ଟି ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସରେ ବିଚାର ବିମର୍ଷ ଜାରି ରହିଛି । ଇତି ମଧ୍ୟରେ ଖବର ଆସୁଛି ଯେ ଉତ୍ତରପୂର୍ବ ଦିଲ୍ଲୀ ଆସନ ପାଇଁ କହ୍ନୈୟା କୁମାରଙ୍କ ନାମ ଉପରେ ବିଚାର ହୋଇଥିଲେ ବି ତାହାକୁ ବାଦ୍ ଦିଆଯାଇଥିଲା । ଦିଲ୍ଲୀରେ କଂଗ୍ରେସ ଆମ୍…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ-୨୦୨୪: ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କଲା ହାଇଦ୍ରାବଦ

ହାଇଦ୍ରାବାଦ: ଆଇପିଏଲ-୨୦୨୪ର ୧୮ତମ ମ୍ୟାଚରେ ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ଦ୍ବିତୀୟ ପାଳିରେ ହାଇଦ୍ରାବଦ ୧୬୬ ରନ୍‌ର ଲକ୍ଷ୍ୟକୁ ପିଛ‌ା କରି ୧୮.୧ ଓଭରରେ ୪ ୱିକେଟ ହରାଇ ୧୬୬ ରନ୍‌ କରି ବିଜୟ ହୋଇଛି । ହାଇଦ୍ରାବାଦ ପକ୍ଷରୁ ଆଡେନ ମାର୍କ୍ରାମ ୫୦ ରନ୍‌…
ଅଧିକ ଖବର ଦେଖନ୍ତୁ...

ମୁଖତାର ଅନସାରୀଙ୍କ ପରିବାରକୁ ଭେଟିବେ ଅଖିଳେଶ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏପ୍ରିଲ ୭ (ରବିବାର) ରେ ମୁଖତାର ଅନସାରୀକୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତା ଘରକୁ ଯିବେ | ସେ ତା ସମ୍ପର୍କୀୟଙ୍କୁ ଭେଟି ସମବେଦନା ଜଣାଇବେ। ସେ ମୁଖତାର ଅନସାରୀର ବାସଭବନରେ ୪୫ ମିନିଟ୍ ରହିବେ। ସୂଚନାଯୋଗ୍ୟ ଯେ…
ଅଧିକ ଖବର ଦେଖନ୍ତୁ...

ଆକାଶରୁ ନିଆଁ ବର୍ଷା: ଏସିଆ ମହାଦେଶର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁ‌ବନେଶ୍ବର ଜଳୁଛି। ଆଜି ଭୁବନେଶ୍ୱରରେ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବରରେ ବର୍ଦ୍ଧିତ ତାପମାତ୍ରା ଯେତିକି ଆଶ୍ଚର୍ଯ୍ୟ ଲାଗୁନାହିଁ ଏସିଆ ମହାଦେଶର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ସାମିଲ ହେବା ତା’ଠାରୁ ଅଧିକ ଆଶ୍ଚର୍ଯ୍ୟ ଲାଗୁଛି।…
ଅଧିକ ଖବର ଦେଖନ୍ତୁ...

ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ମୁମ୍ବାଇ ଟିମ ଆଇପିଏଲ୍ ୨୦୨୪ରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳିଥିବାବେଳେ ସବୁଥିରେ ପରାଜୟର ସମ୍ମୁଖୀନ ହୋଇଛନ୍ତି | ଏହି ସିଜିନ ପାଇଁ ମୁମ୍ବାଇ ଏକ ବଡ ପରିବର୍ତ୍ତନ କରିଛି। ସେମାନେ ରୋହିତ…
ଅଧିକ ଖବର ଦେଖନ୍ତୁ...

ମୁଖତାରର ପରିବାରକୁ ଭେଟିବାପରେ ମୋତେ ଧମକ ମିଳୁଛି : ଅସଦୁଦ୍ଦିନ ଓଓ୍ବୈସି

ନୂଆଦିଲ୍ଲୀ: ଅପରାଧ ଜଗତରୁ ଯାଇ ରାଜନୀତିରେ ପ୍ରବେଶ କରିଥିବା ମୁଖତାର ଅନସାରୀର ମୃତ୍ୟୁ ପରେ ବି ରାଜନୀତି ଜାରି ରହିଛି । ଗତ ମାର୍ଚ୍ଚ ୨୮ ରେ ତାର ହୃଦଘାତରେ ପରଲୋକ ହୋଇଥିଲା । ଏହି ମୃତ୍ୟୁକୁ ନେଇ ଅନସାରୀର ପରିବାର ସମେତ କେତେକ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ । ଏସବୁ ଭିତରେ ଏବେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଚାଳକଙ୍କ ଉପସ୍ଥିତ ବୁଦ୍ଧି ହେତୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ଯିଏ ଦେଖୁଛନ୍ତି ସେମାନଙ୍କ ଲୋମମୂଳଟାଙ୍କୁରି ଉଠୁଛି। ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ‌ଦେଖିବାକୁ ମିଳୁଛି, ଜଣେ ସ୍କୁଟି ଚାଳକ ରାସ୍ତାରେ ଯାଉଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଫୋର୍ବସ୍‌ର ଧନୀ ତାଲିକାରେ ସ୍ଥାନ ପାଇଲେ ୧୯ ବର୍ଷୀୟା ଯୁବତୀ

ନୂଆଦିଲ୍ଲୀ: ଫୋର୍ବସ୍‌ ପତ୍ରିକା ପ୍ରତିବର୍ଷ ତା’ର ଧନୀ ତାଲିକା ପ୍ରକାଶ କରେ। ଏବର୍ଷ ବି ୨୦୨୪ ପାଇଁ ଫୋର୍ବସ୍‌ର କୋଟିପତିମାନଙ୍କ ତାଲିକା ପ୍ରକାଶ ପାଇସାରିଛି। ଏହି ତାଲିକାରେ, ୧୯ ବର୍ଷ ବୟସ୍କା ବ୍ରାଜିଲର ଛାତ୍ର ଲିଭିଆ ଭୋଇଗଟ୍ ବିଶ୍ୱର ସର୍ବକନିଷ୍ଠ କୋଟିପତି ହେବାର ଆଖ୍ୟା…
ଅଧିକ ଖବର ଦେଖନ୍ତୁ...