Daily Archives

April 5, 2024

ଆଇଏଏସ୍‌ସ୍ତରରେ ଅଦଳବଦଳ: ଅରିନ୍ଦମ ଡାକୁଆଙ୍କୁ କଟକ, ଅନୁପମ ଶାହଙ୍କୁ ଜଗତସିଂହପୁରରେ ଜିଲ୍ଲାପାଳ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ନିର୍ବାଚନ କମିସନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବା ପରେ ରାଜ୍ୟ ସରକାର କଟକ…
ଅଧିକ ଖବର ଦେଖନ୍ତୁ...

ବୁଲା କୁକୁର ଆକ୍ରମଣରେ ୪ ବର୍ଷର କୁନି ଝିଅର ମୃତ୍ୟୁ

ଜୟପୁର: ରାଜସ୍ଥାନର ଉଦୟପୁରରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି | ବାସ୍ତବରେ ବୁଲା କୁକୁରଙ୍କ ଆକ୍ରମଣରେ କୁନି ଝିଅର ମୃତ୍ୟୁ ହୋଇଯାଇଛି | ରାଜସ୍ଥାନର ଅମ୍ବାମାତା ପୁଲିସ ଷ୍ଟେସନ ଅଞ୍ଚଳରେ ଏହା ଘଟିଛି। ବୁଲାକୁକୁରମାନେ ହଠାତ୍ ଚାରି ବର୍ଷର ଝିଅକୁ ଆକ୍ରମଣ କରିଥିଲେ ​​|…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ପାଖର ପଂଚାୟତ ଚକପଦା ଗ୍ରାମର ଜଣେ ଯୁବକ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ମାୟାଧର ବାରିକଙ୍କ ପୁଅ ଉମାଶାଙ୍କର ବାରିକ (୩୦)। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଉମାଶାଙ୍କର ଜଣେ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସଂଯୋଗ କାମ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ, ପ୍ରେମ ସଂପର୍କ ନେଇ ହୋଇଥିଲା ହତ୍ୟା

ଭଦ୍ରକ: ଗତ ମାସ ୩୦ ତାରିଖ ସଂଧ୍ୟାରେ ଭଦ୍ରକର ଆପର୍ତ୍ତିବିନ୍ଧା କଲୋନିର ଏକ ବନ୍ଦ ଘର ଭିତରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ପ୍ରେମ ସଂପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ପରକୀୟା ପ୍ରୀତି ଏହି ହତ୍ୟାକାଣ୍ଡ ପଛରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ହାଇଦ୍ରାବାଦ ଆଗରେ  ୧୬୬ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ହାଇଦ୍ରାବାଦ : ହାଇଦ୍ରାବାଦରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୧୮ତମ ମ୍ୟାଚରେ ହାଇଦ୍ରାବାଦ ଆଗରେ ବିଜୟ ପାଇଁ  ୧୬୬ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ଚେନ୍ନାଇ ସୁପରକିଙ୍ଗସଙ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା  । ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ବ୍ୟକ୍ତିଙ୍କଠାରୁ ଆଶାଠାରୁ ଅଧିକ ଲାଭ ପାଇବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ନବବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଜୀବନରେ ହେବାକୁ ଯାଉଥିବା ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଆପଣଙ୍କୁ ରୋଜଗାରର ନୂଆ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁଦଣ୍ଡ ପୂର୍ବରୁ କଏଦୀଙ୍କ ଶେଷ ପଦ ଓ ଖାଦ୍ୟ ଥିଲା ଏପରି

ନୂଆଦିଲ୍ଲୀ: ଚଳଚ୍ଚିତ୍ରରେ ଯେତେବେଳେ ଜଣେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ, ତାଙ୍କୁ ତାଙ୍କର ଶେଷ ଇଚ୍ଛା ବିଷୟରେ ପଚରାଯାଇଥାଏ। ଅନେକ ସ୍ଥାନରେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ସେମାନଙ୍କୁ ସେମାନଙ୍କର ଶେଷ ଭୋଜନ ଖାଇବାକୁ ଦିଆଯିବାର ଅନୁମତି ଦିଆଯାଇଥାଏ। ସାଧାରଣତଃ ଦେଖାଦେଇଛି…
ଅଧିକ ଖବର ଦେଖନ୍ତୁ...

ମାଥିଲି ବନାଞ୍ଚଳରେ ବନାଗ୍ନି: ନିଆଁ ଲିଭାଇବାକୁ ନାକେ ଦମ୍‌ ହେଲେଣି ବନ କର୍ମଚାରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପ୍ରାୟତଃ ସମସ୍ତ ବନାଞ୍ଚଳ ଅଂଚଳରେ ଲୋକେ ଜଂଗଲରେ ନିଆଁ ଲଗାଇ ଦେଉଛନ୍ତି। ବନ ଅଧିକାରୀ ସମେତ କର୍ମକର୍ତ୍ତାମାନେ ନିଆଁ ଲିଭାଇବାକୁ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲା ଏବେ ଗରମରେ ସିଝୁଥିବା ବେଳେ ବନ କର୍ମଚାରୀ ଗରମକୁ ଖାତିରି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନରେ ଜିତିଲେ କିଏ ହେବେ ପ୍ରଧାନମନ୍ତ୍ରୀ? ଜବାବ ରଖିଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରାକୁ ନେଇ ଏବେ ବି ସନ୍ଦେହ ରହିଛି। ଏପରିକି ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବରିଷ୍ଠ ବିଜେପି ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଚେହେରାକୁ ନେଇ ଇଣ୍ଡିଆ ମେଣ୍ଟକୁ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗର ବିଶ୍ବବିଦ୍ୟାଳୟ କ୍ୟାମ୍ପସଗୁଡ଼ିକ ଗୋଟିଏ ଗୋଟିଏ ମିନି ସନ୍ଦେଶଖାଲି, ରାଜ୍ୟପାଳ ଆନନ୍ଦବୋଷଙ୍କ ବିବାଦୀୟ…

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏକ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ସେ ଦାବି କରିଛନ୍ତି ଯେ ରାଜ୍ୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ 'ମିନି ସନ୍ଦେଶଖାଲି’ ହୋଇଗଲାଣି। ରାଜନୈତିକ ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟଗୁଡ଼ିକର ହିଂସା, ଦୁର୍ନୀତି ଓ ଅପବ୍ୟବହାର ହେଉଛି । ସେ ଏସବୁ…
ଅଧିକ ଖବର ଦେଖନ୍ତୁ...