ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଲକ୍ଷ୍ମୀପ୍ରିୟାକୁ ସମର୍ଥନ କରି ଶତାଧିକ ବିଜେଡିରେ ସାମିଲ

ମାଲକାନଗିରି: ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡିର ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଏବେ ସମର୍ଥନର ସୁଅ ଛୁଟିବାରେ ଲାଗିଛି। ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବା ପୂର୍ବରୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ବହୁ ଲୋକ ପ୍ରତିନିଧି ଏବଂ ବ୍ଲକ ଅଧ୍ୟକ୍ଷ ଦଳ…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ବନ୍ଦ ପାଳନ କିଛି ସ୍ଥାନରେ ସଫଳ

ମାଲକାନଗିରି: ଗତ ୧୬ ତାରିଖରେ ଛତିଶଗଡର କାଂକେର ଜିଲ୍ଲାର ଛୋଟେବେଠିଆ ଅଂଚଳରେ ନକ୍ସଲ ସହ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ଉତ୍ତର ବସ୍ତର ମାଓ ସଂଗଠନ ମଧ୍ୟ ଏହି ଗୁଳିବିନିମୟକୁ ସ୍ବୀକାର କରିବା ସହ ସେମାନଙ୍କର ୨୯ ଜଣ ସାଥି ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଇନଫର୍ମର ସଂଦେହରେ ଜଣକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। କାଂକେର ଜିଲ୍ଲାର ଛୋଟେବେଠିଆ ଥାନା ଅଂଚଳରେ ଗତ ୧୬ ତାରିଖରେ ପୁଲିସ ଏନକାଉଣ୍ଟରରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣରେ ଅସ୍ତଶସ୍ତ୍ର ଜବତ କରିଥିଲା ପୁଲିସ। ତେବେ ଛୋଟେବେଠିଆ ଥାନା ଅଂଚଳର…
ଅଧିକ ଖବର ଦେଖନ୍ତୁ...

ଚିତ୍ରକୋଣ୍ଡା ବିଜେପି ପ୍ରାର୍ଥୀଙ୍କ ସହ ଅନ୍ୟ ୩ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ମାଲକାନଗିରି: ଆଜି ଚିତ୍ରକୋଣ୍ଡା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସହ ଅଖିଳ ଭାରତୀୟ ହିନ୍ଦୁ ମହାସଭା, ଜନତା ଦରବାର ପାର୍ଟି ଏବଂ ଆମ ଆଦମୀ ପାର୍ଟି ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ଗରମକୁ ଖାତିରି ନକରି ହଜାର ହଜାର ସମର୍ଥକ ଓ କର୍ମୀଙ୍କ ସହ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର…
ଅଧିକ ଖବର ଦେଖନ୍ତୁ...

କାର୍‌ରୁ ୩୦ଲକ୍ଷ ଟଙ୍କା ଜବତ, ଛତିଶଗଡ଼ରୁ ଆସୁଥିଲା ମାଲକାନଗିରି

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ରୁ ମାଲକାନଗିରି ଆସୁଥିବା ଗୋଟିଏ କାର୍‌ରୁ ନଗଦ ୩୦ଲକ୍ଷ ଟଙ୍କା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି କାର୍‌ ମାଲକାନଗିରି ଜିଲ୍ଲା ସୀମାରେ ପଶିବା ପରେ ପୁଲିସ ଯାଞ୍ଚ କରି ଏହି ଟଙ୍କା ଜବତ କରିଛି। ପ୍ରାଥମିକ ପଚରାଉଚୁରା କରିବା ସହ ଯାଞ୍ଚ ଜାରି ରଖିଥିବା…
ଅଧିକ ଖବର ଦେଖନ୍ତୁ...

 ଗାଁରେ ଆଜି ବି ମିଳୁନି ମୌଳିକ ସୁବିଧା: ରାସ୍ତା ଓ ପାଣି ନାହିଁ ତ ଭୋଟ୍‌ ନାହିଁ

କୋରକୁଣ୍ଡା: ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର ତଡିଗୁଡା ଗ୍ରାମ। ଏହି ଗ୍ରାମରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତଟିଏ ନାହିଁ। ଫଳରେ ଲୋକେ ବର୍ଷାଦିନେ ନାହିଁ ନଥିବା ହଇରାଣ ହୁଅନ୍ତି। ଖରାଦିନେ ଯେକୌଣସି ପ୍ରକାରେ ଲୋକେ ଗାଁରୁ…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ନିଜ ଉଦ୍ୟମରେ ଜଳଛତ୍ର ଖୋଲି ମନୁଷ୍ୟ ଓ ପଶୁପକ୍ଷୀଙ୍କୁ ପାଣି ଦିଅନ୍ତି ଦିନ ମଜୁରିଆ

ମାଲକାନଗିରି: ସାରା ରାଜ୍ୟରେ ଏବେ ଗ୍ରୀଷ୍ଣର ପ୍ରଖର ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି। ମାଲକାନଗିରି ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡି ନାହିଁ। ଜିଲ୍ଲାରେ ପାରା ୪୩ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିଯାଉଛି। ତେବେ ଗରମରେ କେବଳ ଲୋକେ ହିଁ ହଇରାଣ ହେଉନାହାନ୍ତି ବରଂ ପଶୁ ପକ୍ଷୀ ମଧ୍ୟ ତ୍ରାହି ଡାକ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ବିଜେଡିର ୨, କଂଗ୍ରେସର ୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ମାଲକାନଗିରି: ଆଜି ମାଲକାନଗିରି ବିଧାନସଭା ଆସନ ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନରୁ କଂଗ୍ରେସ ଏବଂ ବିଜେଡିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଗରମକୁ ଖାତିରି ନକରି ବିଜେଡି ଓ କଂଗ୍ରେସ ନିଜ ନିଜର ପରାକ୍ରମ ଆଜି ମାଲକାନଗିରିରେ ଦେଖାଇଛନ୍ତି। ବିଜେଡିର ମାଲକାନଗିରି ବିଧାନସଭା ଆସନ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ସୀମାନ୍ତରେ କାରରୁ ୩୦ ଲକ୍ଷ ଜବତ:

ମାଲକାନଗିରି: ଛତିଶଗଡ଼ ସୀମାରେ ୩୦ ଲକ୍ଷ ଜବତ। ନିର୍ବାଚନ ନେଇ ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୁଲିସ ଯାଞ୍ଚ କରୁଥିବା ସମୟରେ କାରରୁ ୩୦ ଲକ୍ଷ ଟଙ୍କା ଜବତ କରିଛି। ପୁଲିସ କାରରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭରକୁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ୧୦ ମେଗା ପାଇପ ଜଳ ଯୋଗାଣ କାର୍ଯ୍ୟ ସରିବ କେବେ? ପାଣିକୁ ଅନେଇଛନ୍ତି ୭୨୦ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗ୍ରୀଷ୍ଣର ପ୍ରଖରତା ବଢିବାରେ ଲାଗିଛି। ଲୋକେ ସକାଳ ୧୦ ହେଲେ ଘରୁ ଆଉ ପଦାକୁ ବାହାରିବା ମୁସକିଲ ହୋଇପଡୁଛି।ତାପମାତ୍ରା ୪୨ ଡେଇଁଲାଣି। ଗରମରୁ ଲୋକେ ମୁକୁଳିପାରୁନଥିବା ବେଳେ ପାଣି ସମସ୍ୟା ମଧ୍ୟ ଉତ୍କଟ ହେବାକୁ ଲାଗିଲାଣି। ଗାଁଗାଁରେ ଏବେ ନଈନାଳ,…
ଅଧିକ ଖବର ଦେଖନ୍ତୁ...