Daily Archives

April 22, 2024

ଚିଲିକାରେ କଳଙ୍କି ଖାଉଛି ‘ସମୁଦ୍ରା’: ଓଡ଼ିଶାର ପ୍ରଥମ ଶୀତତାପ ନିୟନ୍ତ୍ରିତ ବୋଟ୍

ଖୋର୍ଦ୍ଧା: ଚିଲିକାକୁ ଆସିଥିଲା ଦୁଇ ନୂଆ ବୋଟ୍। ନାଁ ଥିଲା ସମୁଦ୍ରା। ଚିଲିକା ପାଣିରେ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ କିଣା ହୋଇଥିଲା ଏ ବୋଟ୍। କିନ୍ତୁ, ଖର୍ଦ୍ଦି ପରଠାରୁ ବୋଟ୍‌ ସିଲ୍ ଖୋଲା ହୋଇନି। ଚିଲିକା ପାଣିରେ ବହୁ କୋଟି ବ୍ୟୟରେ ନିର୍ମିତ ଏ ବୋଟ୍ ଭାସୁଛି…
ଅଧିକ ଖବର ଦେଖନ୍ତୁ...

ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଉତ୍ତର କୋରିଆ, ଚିନ୍ତାରେ ଦକ୍ଷିଣ କୋରିଆ

ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ କିମ୍ ଜୋଙ୍ଗ୍ ନିଜ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋମବାର ପୁଣି ଥରେ ଉତ୍ତର କୋରିଆ ତା'ର ପୂର୍ବ ଜଳସୀମାରେ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏନେଇ ଦକ୍ଷିଣ କୋରିଆ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର…
ଅଧିକ ଖବର ଦେଖନ୍ତୁ...

ମାଧବୀ ଲତାଙ୍କୁ ଆଲିଙ୍ଗନ କରି ପୁଲିସ ଏଏସଆଇ ନିଲମ୍ବିତ

ହାଇଦ୍ରାବାଦ୍: ତେଲେଙ୍ଗାନାର ହାଇଦ୍ରାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କୁ ଆଲିଙ୍ଗନ କରିଥିବା ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି। ମାଧବୀ ଲତା ସୟଦାବାଦ ଅଞ୍ଚଳରେ ପ୍ରଚାର କରୁଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ମହିଳା ଏଏସଆଇ ପ୍ରଥମେ ତାଙ୍କ ସହ ହାତ ମିଳାଇବା ପରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଝିଅ ମୋଠାରୁ ଅଧିକ ଆୟ କରୁଛି, ଯାହା ଚାହିଁବ କରିବ; ଆଦିତ୍ୟଙ୍କୁ ନେଇ ପ୍ରଶ୍ନ କରାଯିବାରୁ ଏଭଳି କହିଲେ ଚଙ୍କି

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତା ଆଦିତ୍ୟ ରୟ କାପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଆସୁଛି। କିଛି ମାସ ହେବ ଏହି ଚର୍ଚ୍ଚା ହେଉଥିଲେ ବି ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ହେଲେ ଦୁହେଁ ବୁଲିଯିବା ଓ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ସମୟର ରୋଚକ ଦୃଶ୍ୟ: ଯୋଗେଶଙ୍କୁ ଘରେ ବସାଇ ପଖାଳ ଖୁଆଇଲେ ମହିଳା ଭୋଟର

ସୁନ୍ଦରଗଡ଼: ଟାଣ ଖରାରେ ଚାଲିଥିଲା ନିର୍ବାଚନୀ ପ୍ରଚାର। ସୁନ୍ଦରଗଡ଼ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ଟାଙ୍ଗରପାଲି ବ୍ଲକ୍ କିରିପସିରା ଓ ନିଆଲିପାଲି ପଞ୍ଚାୟତର ୨୦ରୁ ଅଧିକ ଗାଁକୁ ଯାଇ ଭୋଟ ମାଗିଥିଲେ। କିରିପସିରା ପଞ୍ଚାସୟତର ଖମାରବାହାଲ ଗାଁରେ ପ୍ରଚାର କଲା ବେଳେ ହାଲିଆ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ି ଜେଏମ୍‌ଏମ୍‌ରେ ନିହାର ସୁରିନ: ଶିବୁ ସୋରେନଙ୍କ ବାସଭବନରେ ସମର୍ଥକଙ୍କ ସହ ମିଶିଲେ

ରାଉରକେଲା: ବୀରମିତ୍ରପୁର ବିଜେଡି ଟିକେଟ୍‌ ‌ଦୌଡ଼ରେ ଥିବା ପୂର୍ବତନ ବିଧାୟକ ନିହାର ସୁରିନ୍‌ ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ରେ ସାମିଲ ହୋଇଛନ୍ତି। ସେ ତାଙ୍କର ଶତାଧିକ ସମର୍ଥକଙ୍କ ସହ ରାଞ୍ଚିସ୍ଥ ଶିବୁ ସୋରେନଙ୍କ ବାସଭବନରେ ଯୋଗଦେଇଛନ୍ତି। ବୀରମିତ୍ରପୁର ପୌରପାଳିକାର…
ଅଧିକ ଖବର ଦେଖନ୍ତୁ...

ସଲମାନ ଖାଁ ଗୁଳିକାଣ୍ଡ ମାମଲା : ସୁରଟର ତାପି ନଦୀରୁ ମିଳିଲା ବନ୍ଧୁକ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୁଲିସକୁ ବଡ଼ ସଫଳତା ମିଳିଛି। ମୁମ୍ବାଇ ପୋଲିସ ସୋମବାର ଗୁଜୁରାଟର ସୁରଟର ତାପି ନଦୀରେ ସର୍ଚ୍ଚ ଅପରେସନ କରି ସଲମାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡର ବ୍ୟବହୃତ ବନ୍ଧୁକ ଜବତ…
ଅଧିକ ଖବର ଦେଖନ୍ତୁ...

ବହୁ ବିଜେପି, କଂଗ୍ରେସକର୍ମୀ ବିଜେଡିମୁହାଁ: ମହାମିଶ୍ରଣ ପରେ ଯୋଗେଶ ଶିବିରରେ ଉତ୍ସାହ

ସୁନ୍ଦରଗଡ଼: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ନିଜ ପୁରୁଖା ନେତାଙ୍କ ସହ ଦଳ ଛାଡୁଛନ୍ତି କର୍ମୀ। ବହୁ ବିଜେପି ଓ କଂଗ୍ରେସକର୍ମୀ ଏବେ ବିଜେଡିମୁହାଁ। ଗତକାଲି ସୁନ୍ଦରଗଡସ୍ଥ ଶଙ୍କର ମ୍ୟାରେଜ୍ ହଲ ଠାରେ ଅନୁଷ୍ଠିତ ମହାମିଶ୍ରଣରେ ବିଜେପି ଓ କଂଗ୍ରେସର ୨…
ଅଧିକ ଖବର ଦେଖନ୍ତୁ...

ମୁସଲମାନଙ୍କୁ ନେଇ ମୋଦୀଙ୍କ ବିବାଦୀୟ ମନ୍ତବ୍ୟ: ବିଦେଶୀ ଗଣମାଧ୍ୟମ କ’ଣ ଲେଖିଲେ ?

ନୂଆଦିଲ୍ଲୀ: ମୁସଲମାନମାନଙ୍କ ଉପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଭାରତୀୟ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବିବାଦୀୟ ମନ୍ତବ୍ୟ ଜାତୀୟ ତଥା ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୋଦୀଙ୍କ ମନ୍ତବ୍ୟ ଉପରେ ସିଏନ୍ଏନ୍ ପକ୍ଷରୁ ଏକ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ପୋଷାକରେ କୁକୁରକୁ ଦେଖି ଅସନ୍ତୋଷ ହେଲେ ଲୋକେ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଖରାର ପ୍ରକୋପ ବଢ଼ି ଗଲାଣି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଆଗାମୀ ଗୋଟିଏ କି ଦୁଇଦିନ ମଧ୍ୟରେ ସ୍କୁଲଗୁଡ଼ିକ‌ରେ ଗ୍ରୀଷ୍ମ ଛୁଟି ହେବାର ଘୋଷଣା କରି ଦିଆଯାଇଛି। ସ୍କୁଲ ଛୁଟି ହେବାକୁ ଅଳ୍ପଦିନ ବାକିଥିବ‌ା ବେଳେ ଜଣେ ଶିଶୁ ଓ ତା’ ସହିତ ଥିବା କୁକୁର ବି ସ୍କୁଲ…
ଅଧିକ ଖବର ଦେଖନ୍ତୁ...