ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଭାରତରେ ବନ୍ଦ ହୋଇଯିବ କି ହ୍ବାଟ୍ସଆପ୍ ? କାହିଁକି ଏପରି କଥା କହିଲା ଏହି କମ୍ପାନି ?

ନୂଆଦିଲ୍ଲୀ:  ନିଜର ଏନକ୍ରିପସନ ହଟାଇବାକୁ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ମନା କରିଦେଇଛି । ଭାରତରେ ଯଦି ଏପରି କରିବାକୁ ବାଧ୍ୟ କରାଯାଏ, ତେବେ କମ୍ପାନି ନିଜର ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି । ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ହ୍ବାଟ୍ସଆପ ଏହା କହିଛି । ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଡାଉନ ହେଲା ‘ଏକ୍ସ’, ସମସ୍ୟାରେ ୟୁଜର୍ସ

ନୂଆଦିଲ୍ଲୀ : ଏଲନ୍ ମସ୍କ ଟ୍ୱିଟର ଅର୍ଥାତ୍ ଏକ୍ସ କିଣିବା ପରଠାରୁ ତାଙ୍କ ସମୟ ଭଲ ଚାଲିନାହିଁ। ପୂର୍ବରୁ ଏହାର ବଜାର ମୂଲ୍ୟ ହ୍ରାସ ପାଇବାରେ ଲାଗିଥିଲା ଏବଂ ଏବେ ବିଗତ କିଛି ଦିନ ଧରି ଏହା ନିୟମିତଭାବେ ଡାଉନ ହେବାରେ ଲାଗିଛି । ଯେଉଁଥିପାଇଁ ୟୁଜର୍ସ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଦିନକରେ ଉଦୟ କୋଟାକ୍‌ ହରାଇଲେ ୧୦,୨୨୫ କୋଟି

ମୁମ୍ବାଇ: କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଗତକାଲି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଏହି ବ୍ୟାଙ୍କର ସେୟାର ମୂଲ୍ୟ ଆଜି ଗୋଟିଏ ଦିନରେ ୧୦.୮୫ ପ୍ରତିଶତ ହ୍ରାସ ପାଇଛି। ଫଳରେ ସେୟାର ପିଛା ମୂଲ୍ୟ ୧୬୪୩ ଟଙ୍କା ସ୍ତରକୁ…
ଅଧିକ ଖବର ଦେଖନ୍ତୁ...

ଜେଇଇ ମେନ୍-୨ରେ ୯୯ ପ‌ର୍ସେଣ୍ଟାଇଲ୍ ଉପରେ ଓଡିଏମ୍‌ର ୨୨ ଜଣ

ଭୁବନେଶ୍ବର: ଜେଇଇ ମେନ୍ -୨ ପରୀକ୍ଷାରେ ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍ ସ୍କୁଲ ଓ ଓଡିଏମ୍‌ ଗ୍ଲୋବାଲ ସ୍କୁଲର ୬୮ ଜଣ ଛାତ୍ରଛାତ୍ରୀ ଅଭୂତପୂର୍ବ କୃତିତ୍ବ ହାସଲ କରିଛନ୍ତି। ଓଡିଏମ୍‌ ପବ୍ଲିକ ସ୍କୁଲର ଛାତ୍ର ସତ୍ୟେନ୍ଦୁ କର ୯୯.୯୮ ପର୍ସେଣ୍ଟାଇଲ ସହିତ ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ…
ଅଧିକ ଖବର ଦେଖନ୍ତୁ...

କୋଇଲା ମନ୍ତ୍ରାଳୟର ଆକଳନ: ୪୩ହଜାର ନିୟୁତ ଟନ୍ କୋଇଲା ଉତ୍ତୋଳନକ୍ଷମ

ନୂଆଦିଲ୍ଲୀ: ଭାରତରେ ୪୩ ହଜାର ନିୟୁତ ଟନ୍ କୋଇଲା ଉତ୍ତୋଳନ କରାଯାଇପାରିବ। ଦେଶରେ କୋଇଲା ସଂରକ୍ଷଣକୁ ନେଇ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଦ୍ବାରା କରାଯାଇଥିବା ଆକଳନରୁ ଏହି ତଥ୍ୟ ସାମନାକୁ ଆସିଛି। ଭାରତରେ କେତେ କୋଇଲା ଅଛି ସେ ସମ୍ପର୍କରେ ଆକଳନ କରିବା ପାଇଁ ସିଏମ୍‌ପିଡିଆଇ…
ଅଧିକ ଖବର ଦେଖନ୍ତୁ...

‘ସେରେଲାକ୍‌’ରେ ଚିନି: ଏଫ୍‌ଏସ୍‌ଏସ୍‌ଏଆଇ ଦ୍ବାରା ଯାଞ୍ଚ ପାଇଁ ନମୁନା ସଂଗ୍ରହ ଆରମ୍ଭ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ବର ଅନୁନ୍ନତ ଦେଶଗୁଡ଼ିକରେ ନେସ୍‌ଲେ ବିକ୍ରି କରୁଥିବା ଶିଶୁଖାଦ୍ୟ ‘ସେରେଲାକ୍‌’ରେ କମ୍ପାନି ଚିନି ବା ଶର୍କରା ସାମିଲ କରୁଛି ବୋଲି ସ୍ବିଜରଲାଣ୍ଡ୍‌ର ବେସରକାରୀ ସଂଗଠନ ‘ପବ୍ଲିକ ଆଇ’ ଅଭିଯୋଗ କରିବା ପରେ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। ଏହି ରିପୋର୍ଟକୁ ନେଇ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ନମୂନା ପରୀକ୍ଷଣ ପରେ ଏଣିକି ହର୍ଲିକ୍ସକୁ ‘ହେଲଥ ଡ୍ରିଙ୍କ୍ସ’ କୁହାଯାଇ…

ନୂଆଦିଲ୍ଲୀ: ବିଶ୍ବର ବୃହତ୍ତମ କଞ୍ଜ୍ୟୁମର ଗୁଡ୍‌ସ କମ୍ପାନି ନେସ୍‌ଲେ ଶିଶୁ ଦୁଗ୍ଧ ଏବଂ ଶସ୍ୟଜାତୀୟ ଖାଦ୍ୟରେ ଚିନି ଏବଂ ମହୁ ମିଶାଉଥିବା ଅଭିଯୋଗ ପରେ ଦୁଇ ଭାରତୀୟ କମ୍ପାନି ‘ଏମ୍‌ଡିଏଚ୍‌’ ଓ ‘ଏଭରେଷ୍ଟ୍‌’ ମସଲାରେ ଅନୁମତିଯୋଗ୍ୟ ମାତ୍ରାଠାରୁ ଅଧିକ ପରିମାଣର ଏଥିଲିନ ଅକ୍ସାଇଡ୍‌ ନାମକ…
ଅଧିକ ଖବର ଦେଖନ୍ତୁ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର କଟକଣା: ନୂଆ କ୍ରେଡିଟ୍ କାର୍ଡ ଜାରି କରିପାରିବ ନାହିଁ

ମୁମ୍ବାଇ: ଘରୋଇ ଆର୍ଥିକ କମ୍ପାନି ‘କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ’ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ କରିଛି। ଅନ୍‌ଲାଇନ୍ ଓ ମୋବାଇଲ୍‌ ବ୍ୟାଙ୍କିଂ ଚାନେଲ୍‌ ଜରିଆରେ ନୂଆ ଗ୍ରାହକଙ୍କୁ ସାମିଲ ନକରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଉକ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଜନସଂଖ୍ୟା ଓ ବିକାଶ ଉପରେ ଆଲୋଚନା

ଭୁବନେଶ୍ବର: ୨୦୩୬ ମସିହା ବେଳକୁ ଓଡ଼ିଶାର ଜନସଂଖ୍ୟା ଓ ବିକାଶ (ଡେମୋଗ୍ରାଫି ଆଣ୍ଡ ଡେଭଲପମେଣ୍ଟ୍‌) ଉପରେ ଆଜି ଏକ ଆଲୋଚନାଚକ୍ର ହୋଇଯାଇଛି। ୟୁଏନ୍‌ଏଫ୍‌ପିଏ, ଆଇସିସି ଓ ସିୱାଇଏସ୍‌ଡି ପକ୍ଷରୁ ମିଳିତଭାବେ ଆୟୋଜିତ ଏହି ଆଲୋଚନାଚକ୍ରରେ ଉଦ୍ୟୋଗ ଏବଂ ସିଏସ୍‌ଆର୍‌ ଜଗତର ବ୍ୟକ୍ତିମାନେ…
ଅଧିକ ଖବର ଦେଖନ୍ତୁ...

ବାଇଜୁସ୍‌କୁ ଜରିମାନା

ନୂଆଦିଲ୍ଲୀ: ଏଜୁଟେକ୍ ଷ୍ଟାର୍ଟଅପ୍ ବାଇଜୁସ୍‌ ବିରୋଧରେ ଦାଏର ହୋଇଥିବା ଏକ ଦେବାଳିଆ ଆବେଦନର ଜବାବ ଦେବାରେ ବିଫଳ ହେବାରୁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ବୁଧବାର ଏହା ଉପରେ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ୨ କୋଟିରୁ ଅଧିକ ଟଙ୍କା ଖିଲାପ ପାଇଁ ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...