Daily Archives

April 4, 2024

ପଦ୍ମନାଭ ବେହେରାଙ୍କ ବିରୋଧରେ ଉଠିଲା ସ୍ବର, ବିଦ୍ରୋହୀ ହେଲେ ବିଜେଡି ଟିକେଟ୍‌ ଆଶାୟୀ ନାରାୟଣ

ବୀରମହାରାଜପୁର: ବିଜେଡିର ଦ୍ଵିତୀୟ ପର୍ଯ୍ୟାୟରେ ବୁଧବାର ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ୟର ଅନ୍ୟ ବିଧାନସଭା ଆସନ ସମେତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ମଧ୍ୟ ବିଦ୍ରୋହ ଦେଖାଯାଇଛି। ବୀରମହାରାଜପୁରରେ ପୁଣି ଥରେ ପଦ୍ମନାଭ ବେହେରାଙ୍କୁ ବିଜେଡିରୁ ଟିକେଟ ମିଳିଲା ପରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୪: ଗୁଜରାଟ ଟାଇଟନ୍ସକୁ ୩ ଓ୍ବିକେଟରେ ପରାସ୍ତ କଲା ପଂଜାବ କିଙ୍ଗସ୍‌

ଅହମଦାବାଦ: ଅହମଦାବାଦଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୧୭ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ଓ୍ବିକେଟରେ ପରାସ୍ତ କରିଛି ପଂଜାବ କିଙ୍ଗସ୍‌ । ଦ୍ବିତୀୟ ପାଳିରେ ୨୦୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୧୯.୫ ଓଭରରେ ୭ ୱିକେଟ ହରାଇ ୨୦୦ ରନ୍‌ କରିଥିଲା । ପଂଜାବ ପକ୍ଷରୁ ପ୍ରଭାସୀମନ୍…
ଅଧିକ ଖବର ଦେଖନ୍ତୁ...

ଟିକେଟ ବାତିଲ ହେଲେ ବି ରେଳବାଇ ଆୟ କରେ କୋଟି କୋଟି ଟଙ୍କା

ମୁମ୍ବାଇ: ଆପଣ ନିଶ୍ଚିତ ଭାବରେ ଅନେକ ସମୟରେ ଟ୍ରେନ୍ ଟିକେଟ୍ ବୁକ୍ କରି ଏହାକୁ ବାତିଲ୍ କରିଥିବେ, ଏପରି ପରିସ୍ଥିତିରେ ଆପଣଙ୍କୁ ସେହି ଟିକେଟ୍ ଉପରେ ବାତିଲ୍ ଚାର୍ଜ ଦେବାକୁ ପଡିଥାଏ | ଏପରି ପରିସ୍ଥିତିରେ ଅନେକ ସମୟରେ ମନକୁ ପ୍ରଶ୍ନ ଆସିଥିବ ଯେତେବେଳେ ରେଳବାଇ ବାତିଲ୍(କ୍ୟାନସେଲ) ଚାର୍ଜ…
ଅଧିକ ଖବର ଦେଖନ୍ତୁ...

ପନ୍ତଙ୍କ ଉଚ୍ଚତାକୁ ନେଇ ପରିହାସ କରିଥିବା ଅଭିଯୋଗ ଉପରେ ମୁହଁ ‌ଖୋଲିଲେ ଉର୍ବଶୀ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟର ଋଷଭ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ବିଷୟରେ ଅନେକ କଥା ଚର୍ଚ୍ଚା ହେଉଥିବାର ଆପଣ ଦେଖିଥିବେ। ଉର୍ବଶୀ ଏକ ସାକ୍ଷାତ୍‌କାରରେ କହିିଥିଲେ କି ସେ ଯେତେବେଳେ ସୁଟିଂରେ ଦିଲ୍ଲୀ ଯାଇଥିଲେ, ସେତେବେଳେ ଆରପି ନାମକ ଜଣେ ବ୍ୟକ୍ତି ଏକ…
ଅଧିକ ଖବର ଦେଖନ୍ତୁ...

ହିମାଚଳର ଚମ୍ବାରେ ୫.୩ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚମ୍ବାରେ ଗୁରୁବାର ସନ୍ଧ୍ୟାରେ ୫.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।  ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ଯେ ରାତି ପ୍ରାୟ ସାଢ଼େ ୯ଟାବେଳେ ଚମ୍ବାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନହାନୀର ଖବର…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ପରେ ପୁଲିସ-ଜନତା ଖଣ୍ଡଯୁଦ୍ଧ: ରାସ୍ତାରୋକ, ପୁଲିସକୁ ପିଟିଲେ ଲୋକେ

କେନ୍ଦୁଝର: କେନ୍ଦୁଝର ସଦର ଥାନା ରାୟଗୋଡ଼ା ପଞ୍ଚାୟତ ଅଁରା-ରାୟଗୋଡ଼ା ରାସ୍ତାର ଅରଡ଼େଇ ପୋଲ ନିକଟରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜାଳି ଦେଇଛନ୍ତି। ସେହିପରି ପୁଲିସ ସହ…
ଅଧିକ ଖବର ଦେଖନ୍ତୁ...

ହୁ ହୁ ହୋଇ ଜଳୁଛି ଜଙ୍ଗଲ; ବନ ବିଭାଗ ନିରବଦ୍ରଷ୍ଟା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ତଥା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ସପ୍ତାହେ ହେଲା ହୁ ହୁ ହୋଇ ନିଆଁ ଜଳୁଛି। ଫଳରେ ବହୁ ଗଛଲତା ପୋଡ଼ି ଗଲାଣି। ଢେପଗୁଡ଼ା ଜଙ୍ଗଲରେ ଏକ ସପ୍ତାହ ହେଲା ନିଆଁ ଲାଗିଛି। ଏଥିରେ ବହୁ ବୃକ୍ଷଲତା ପୋଡ଼ି ଗଲାଣି।…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କୁ ଭେଟିପାରିବେ ମାନ, ମାନିବାକୁପଡିବ ଏହି ସର୍ତ୍ତ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପାଇଁ ତିହାର ଜେଲ ପ୍ରଶାସନକୁ ଏକ ଚିଠି ଲେଖିଥିଲେ। ଏହାର ଗୋଟିଏ ଦିନ ପରେ ଜେଲ ପ୍ରଶାସନ କହିଛି ଯେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ କିନ୍ତୁ ଜଣେ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ୱାସିଂ ସେଣ୍ଟର କର୍ମଚାରୀଙ୍କୁ ଏସିଡ଼ ମାଡ଼; ଜଣେ ଅଟକ, ୪ ଯୁବକ ଫେରାର

ରାଉରକେଲା/ବେଦବ୍ୟାସ: ବେଦବ୍ୟାସ ଦୟାନନ୍ଦନଗର ବିଶ୍ବକର୍ମା ବିହାର ମନ୍ଦିର ନିକଟସ୍ଥ ୱାସିଂ ସର୍ଭିସ୍‌ ସେଣ୍ଟର କର୍ମଚାରୀଙ୍କୁ କିଛି ଯୁବକ ମାଡ଼ ମାରିବା ସହ ଏସିଡ୍‌ ମାଡ଼ କରିଛନ୍ତି। ଗୁରୁତର କର୍ମଚାରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ଖରାରେ ସିଝୁଛି ଷ୍ଟିଲ୍‌ସିଟି: ପାରଦ ୪ଠଂ ଡେଇଁଲା, ବସ୍ତିରେ ଦେଖାଦେଖାଣି ଜଳସଙ୍କଟ

ରାଉରକେଲା: ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ହେଲାଣି ତାତି। ସକାଳ ୧୦ଟା ପରେ ଘରୁ ବାହାରି ହେଉନି। ଗତ ପାଞ୍ଚଦିନ ଧରି ସହରରେ ତାପମାତ୍ରା ଲଗାତାର ବଢ଼ିବାରେ ଲାଗିଛି। ଖରାରେ ସିଝୁଛି ଷ୍ଟିଲସିଟି। ଗୁରୁବାର ରାଉରକେଲା ତାପମାତ୍ରା ୪୦.୨ ଡିଗ୍ରି ଥିବା ପାଣିପାଗ ବିଭାଗ ରେକର୍ଡ କରିଛି। ଶୁକ୍ରବାର ବି…
ଅଧିକ ଖବର ଦେଖନ୍ତୁ...