Daily Archives

April 4, 2024

କଂଗ୍ରେସ ଜାରି କଲା ୧୩ତମ ପ୍ରାର୍ଥୀ ତାଲିକା, ଗୁଜରାଟର ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ୧୩ତମ ପ୍ରାର୍ଥୀ ତାଲିକା ଜାରି କରିଛି। ଗୁରୁବାର (ଏପ୍ରିଲ ୪, ୨୦୨୪) ପ୍ରକାଶିତ ଏହି ତାଲିକା ଜରିଆରେ ଆଉ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଗୁଜୁରାଟର ୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ସୁରେନ୍ଦ୍ରନଗର, ଜୁନାଗଡ଼ ଓ ଭଦୋଦରା…
ଅଧିକ ଖବର ଦେଖନ୍ତୁ...

ଦେଓଗାଁରେ ଝଡ଼ବର୍ଷା: ଗଛ ପଡ଼ି ଜାତୀୟ ରାଜପଥ ଅବରୋଧ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଝଡ଼ବର୍ଷା ସହ କରାମାଡ଼ ହୋଇଛି। ଫଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ବେଳେ ଡାକବଙ୍ଗଳା ଛକରେ ଗଛ ପଡ଼ି ଜାତୀୟ ରାଜପଥ ୨୬ ଅବରୋଧ ହୋଇଛି। ବହୁ ସମୟ ଧରି ଗାଡ଼ିମଟର ଯିବାଆସିବା ବନ୍ଦ ରହିଥିଲା। ସ୍ଥାନୀୟ କିଛି…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟା ଯାତ୍ରା ପାଇଁ ନୂଆ ବିମାନ ସେବାର ଘୋଷଣା

ନୂଆଦିଲ୍ଲୀ:  ବିମାନରେ ଅଯୋଧ୍ୟା ଯିବାକୁ ଚିନ୍ତା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଅଯୋଧ୍ୟା ପାଇଁ ଏକ ନୂତନ ବିମାନ ସେବାର ଘୋଷଣା କରାଯାଇଛି। ସ୍ପାଇସ୍ ଜେଟ୍ ଏୟାରଲାଇନ୍ସ ଦ୍ୱାରା ଏହି ଘୋଷଣା କରାଯାଇଛି। ସ୍ପାଇସ୍ ଜେଟ୍ ଏୟାରଲାଇନ୍ସ ଖୁବ ଶୀଘ୍ର ହାଇଦ୍ରାବାଦ ଏବଂ…
ଅଧିକ ଖବର ଦେଖନ୍ତୁ...

ଆମେଠି ଆସନରୁ ନିର୍ବାଚନ ଲଢ଼ିବେ କି ରବର୍ଟ ଭଦ୍ରା!

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି କ୍ରମାଗତ ଭାବରେ ଲୋକସଭା ନିର୍ବାଚନରେ ​​ନିଜର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରୁଛି, କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଆମେଠି ଆସନରୁ କାହାକୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇନାହିଁ | ଏହି ସମୟରେ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ, ପଂଜାବ କିଙ୍ଗସ ଆଗରେ ୨୦୦ ରନର ଲକ୍ଷ୍ୟ ରଖିଲା ଗୁଜରାଟ ଟାଇଟନ୍ସ

ଅହମଦାବାଦ : ଅହମଦାବାଦଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୧୭ତମ ମ୍ୟାଚରେ ପଂଜାବ କିଙ୍ଗସ ଆଗରେ ୨୦୦ ରନର ଲକ୍ଷ୍ୟ ରଖିଛି ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚରେ ପଂଜାବ କିଙ୍ଗସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଦଳ ଆରମ୍ଭରୁ ହିଁ…
ଅଧିକ ଖବର ଦେଖନ୍ତୁ...

ଦିନକ ଭିତରେ ବିଜେଡି ଛାଡ଼ିଲେଣି ଦୁଇ ବିଧାୟକଙ୍କ ସମେତ ୬ ଜଣ, ଶଙ୍ଖ ଫୁଙ୍କିବେନି ରମେଶ ସାଏ

ଭୁବନେଶ୍ବର/ଆଠମଲ୍ଲିକ: ଜଣକ ପରେ ଜଣେ ବିଜେଡି ନେତା ଦଳ ଛାଡୁଛନ୍ତି। ଧୀରେଧୀରେ ବିଜେଡିରେ ବିଦ୍ରୋହ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ୨୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିରେ ବିଦ୍ରୋହର ତୀବ୍ର ହେବାରେ ଲାଗିଛି। ଆଜି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କାମରେ ନିଜ ଲୋକଙ୍କର ସାହାଯ୍ୟ ପାଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବୃଷ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ଅଫିସ୍‌ରେ କାର୍ଯ୍ୟଭାର ଅଧିକ ହୋଇପାରେ। ନିଜର…
ଅଧିକ ଖବର ଦେଖନ୍ତୁ...

ନକଲି ଆୟକର ଅଧିକାରୀ ପୁଅ ପାଇଁ ବାପା ଓ ମା’ ଦେଇଥିଲେ ବଡ଼ ଭୋଜି

ନୂଆଦିଲ୍ଲୀ: କାନପୁର ପୁଲିସ ଜଣେ ନକଲି ଆୟକର ଅଧିକାରୀଙ୍କୁ ଗାଡ଼ି ତନଖି ସମୟରେ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ରିତେଶ ଶର୍ମା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗିରଫ ରିତେଶ କାନପୁରର କଲ୍ୟାଣପୁର ଅଞ୍ଚଳର ନୂଆବସ୍ତିର ବାସିନ୍ଦା । ନିକଟରେ ସେ ତାଙ୍କ କାର ଯୋଗେ କୌଣସି ଏକ ସ୍ଥାନକୁ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ କଂଗ୍ରେସକୁ ଝଟକା ଦେଲେ ଶରଦ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶରଦ ପାୱାର କଂଗ୍ରେସକୁ ଚମକାଇ ଦେଇଛନ୍ତି। ଯେଉଁଠାରୁ କଂଗ୍ରେସ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦାବି କରୁଥିଲା ସେହି ଭିୱଣ୍ଡି ଆସନରୁ ଶରଦ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଆସନରୁ ଶରଦ ପାୱାର ସୁରେଶ ମତ୍ରେଙ୍କୁ ପ୍ରାର୍ଥୀ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଘଟଗାଁ ଥାନା ଅନ୍ତର୍ଗତ ବଡ଼ମସିଣାବିଲା ଗ୍ରାମର କମ୍ପାନି ପଦୁରିଆ (୫୩)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ…
ଅଧିକ ଖବର ଦେଖନ୍ତୁ...