Daily Archives

April 29, 2024

ଭାବି ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ବାଗଲୋର ଗ୍ରାମରେ ଭାବି ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ମାମଲାର ବିଚାର କରି ସୋମବାର ନୂଆପଡ଼ା ଅତିରିକ୍ତ ଦୌରାଜଜ୍‌ ମିନାକ୍ଷୀ ଦାସ ଅଭିଯୁକ୍ତ ବାଗଲୋର ଗ୍ରାମର ଦ୍ରୋଣ ପହରିଆ (୩୪)କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ପତଞ୍ଜଳୀର ୧୪ଟି ଉତ୍ପାଦ ଉପରେ କଟକଣା ଲଗାଇଲେ ଉତ୍ତରାଖଣ୍ଡ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ବାବା ରାମଦେବଙ୍କ ମାଲିକାନାରେ ଥିବା ଆୟୁର୍ବେଦିକ କମ୍ପାନି ପତଞ୍ଜଳି ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା ପରେ ଏବେ ଉତ୍ତରାଖଣ୍ଡ ସରକାର ମଧ୍ୟ ଆକ୍ସନକୁ ଆସିଛନ୍ତି। ପତଞ୍ଜଳିର ଦିବ୍ୟା ଫାର୍ମାସି…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ସୁନୀତା ଓ ମନ୍ତ୍ରୀ ଆତିଶୀଙ୍କୁ ଭେଟିବା ପରେ କ’ଣ କହିଲେ କେଜ୍ରିୱାଲ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଏବଂ କ୍ୟାବିନେଟ ମନ୍ତ୍ରୀ ଆତିଶୀଙ୍କୁ ସୋମବାର ତିହାର ଜେଲରେ ଭେଟଛନ୍ତି। ସ୍ୱାମୀଙ୍କୁ ଭେଟିବା ପାଇଁ ହୋଇଥିବା ଆବେଦନକୁ ତିହାର ଜେଲ୍‌ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଥିବା ସୁନୀତା କେଜ୍ରିୱାଲଙ୍କୁ ସୋମବାର ବୈଠକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ :ଦିଲ୍ଲୀକୁ ୭ ଓ୍ବିକେଟରେ ହରାଇଲା କୋଲାକାତା

କୋଲକାତା: କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ-୨୦୨୪ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ଦିଲ୍ଲୀ ଦ୍ବାରା ରଖାଯାଇଥିବା ୧୫୪ ରନ ଲକ୍ଷ୍ୟକୁ କୋଲକାତା ୧୭ ତମ ଓଭରରେ ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା : ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ଆଜି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା ଉପରେ ଶୁଣାଣି ହୋଇଥିଲା । ଏଥିରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତିକୁ ରଦ୍ଦ କରିବାକୁ କଲିକତା ହାଇକୋର୍ଟ ଦେଇଥିବା ରାୟ…
ଅଧିକ ଖବର ଦେଖନ୍ତୁ...

ଜେଲରେ ଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ଦାଖଲ କଲେ ନାମାଙ୍କନ

ରାଞ୍ଚି: ଜେଲରେ ଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋମବାର ରାଜ୍ୟର ଗଣ୍ଡେ ବିଧାନସଭା ଆସନରୁ ଜେଏମ୍‌ଏମ୍‌ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟରେ ସଂସଦୀୟ ନିର୍ବାଚନ ସହ ମେ ୨୦ ତାରିଖରେ ଏହି ଆସନ ପାଇଁ ଉପ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ତ: ୫ ଅନ୍ତଃରାଜ୍ୟ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସ ଏକ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି।​ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଗିରଫ ଡକାୟତମାନେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବାହାରା ଥାନା ବାଗବାହାର…
ଅଧିକ ଖବର ଦେଖନ୍ତୁ...

ଆବେଦନ ଖାରଜ ହେବାପରେ ଗିରଫ ଭୟରେ ଚାଳକଙ୍କୁ ଧରି  ଚମ୍ପଟ ମାରିଥିଲେ ସାହିଲ: ୪୦ଘଣ୍ଟାରେ ବୁଲିଥିଲେ ୫ଟି ରାଜ୍ୟ

ନୂଆଦିଲ୍ଲୀ: ଅଭିନେତା ସାହିଲ ଖାନଙ୍କୁ ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏସଆଇଟି ଗତ ରବିବାର ଛତିଶଗଡ଼ର ଜଗଦଲପୁର ଅଞ୍ଚଳରୁ ଗିରଫ କରିଛି। ସାହିଲ ଖାନଙ୍କୁ କ୍ରାଇମବ୍ରାଞ୍ଚ ଏସଆଇଟି  ୪୦ଘଣ୍ଟାର କଠିନ ପରିଶ୍ରମ ପରେ ଯାଇ ଗିରଫ କରିଥିଲା। ଗିରଫରୁ ବଞ୍ଚିବା…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଆରତୀ-ଦୀପକଙ୍କୁ ଟ୍ରୋଲ କଲେ ଲୋକେ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ଟିଭି ଅଭିନେତ୍ରୀ ଆରତୀ ସିଂ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୀପକ ଚୌହାନଙ୍କ ସହ ଇସ୍କନ ମନ୍ଦିରରେ ତାଙ୍କର ବିବାହ ହୋଇଥିଲା। ଆରତୀ ଏବଂ ଦୀପକଙ୍କର ବିବାହ ବହୁତ ବଡ ଆକାରରେ ହୋଇଥିଲା ଯେଉଁଥିରେ ପରିବାରଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଂଶଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁର ପୁଲିସର ଚଢାଉ, ସ୍କୁଟି ସହିତ ଗଞ୍ଜେଇ ଜବତ୍

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ଥାନା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ରକ୍ସା ଛକରୁ ସ୍କୁଟି ସହ ଗଂଜେଇ ଜବତ କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି | ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ବୀରାମହାରାଜପୁର ପୁଲିସର ଏକ ଟିମ ସଂନ୍ଧ୍ୟାକାଳୀନ ପେଟ୍ରୋଲିଂ କରୁଥିଲେ | ସେହି…
ଅଧିକ ଖବର ଦେଖନ୍ତୁ...