Daily Archives

May 11, 2024

ସ୍ବାଭିମାନ ଅଂଚଳରେ ପ୍ରଥମକରି ସାଧାରଣ ନିର୍ବାଚନ ହେବ: ନକ୍ସଲ ଗଡ ଯନ୍ତ୍ରୀ ଓ ସନ୍ୟାସୀଗୁଡାରେ ମତଦାନ କେନ୍ଦ୍ର

ମାଲକାନଗିରି: ଆଉ ଦିନକ ପରେ ମତଦାନ ହେବ। ମଇଦାନରେ ଓହ୍ଲାଇଥିବା ପ୍ରାର୍ଥୀମାନେ ଆଜି ସଂଧ୍ୟାରେ ତାଙ୍କର ଶେଷ ପ୍ରଚାର ଶେଷ କରିଛନ୍ତି। ଆସନ୍ତାକାଲି ଭିତିରିଆ ପ୍ରଚାର ଚାଲିବ। ଯାହାକୁ ପ୍ରଶାସନ ବି ଅଣଦେଖା କରେ। ତେବେ ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ବ୍ଲକ ଥିଲା ଚିତ୍ରକୋଣ୍ଡା। କିନ୍ତୁ ଏଥର…
ଅଧିକ ଖବର ଦେଖନ୍ତୁ...

ଘରୋଇ କ୍ରିକେଟରେ ବଡ ପରିବର୍ତ୍ତନ ଆଣିବ ବିସିସିଆଇ, ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି

ନୂଆଦିଲ୍ଲୀ: ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିସିସିଆଇ ସଚିବ ୨୦୨୪-୨୫ ଘରୋଇ ଋତୁ ପାଇଁ ଆପେକ୍ସ…
ଅଧିକ ଖବର ଦେଖନ୍ତୁ...

ପିଓକେରେ ଉତ୍ତେଜନା: ବହୁ ସହରରେ ଉଗ୍ର ପ୍ରଦର୍ଶନ, ପୁଲିସ୍‌ର ଆଖିବୁଜା ଗୁଳିମାଡ଼ରେ ୨ ମୃତ

ଇସଲାମାବାଦ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଉତ୍ତେଜନା ବୃଦ୍ଧି ପାଇଛି। ଦଖଲ କରିଥିବା ପିଓକେରେ ବିକ୍ଷୋଭକାରୀ ଏବଂ ସୁରକ୍ଷା ବାହିନୀ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଲୋକେ ପଥର ଫିଙ୍ଗିବାରୁ ଯବାନମାନେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିବା…
ଅଧିକ ଖବର ଦେଖନ୍ତୁ...

ଅନ୍ତରୀଣ ଜାମିନ ପାଇ ଜେଲ ବାହାରକୁ ଆସିଥିବା କେଜ୍ରିୱାଲଙ୍କ ମୋଟ ସମ୍ପତ୍ତି କରିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରା ଅନ୍ତରୀଣ ଜାମିନ ପାଇବା ପରେ ଜେଲରୁ ବାହାରକୁ ଆସିଛନ୍ତି | ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି | ଜେଲରୁ ବାହାରକୁ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୫୮ ରନ୍

କୋଲକାତା: ଆଇପିଏଲ୍‌ର ୬୦ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମୁହାଁମୁହିଁ ହୋଇଛନ୍ତି। କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ଯଦି ଇଭିଏମ୍ ଜାଲିଆତି ନ ହୁଏ, ଏଥର ସରକାର ବଦଳିବ : ମାୟାବତୀ

ଶ୍ରାବସ୍ତି : ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଆଜି ଶ୍ରାବସ୍ତି ଲୋକସଭା ନିର୍ବାଚନ ମଣ୍ଡଳୀର କଟ୍ରାସ୍ଥିତ ପର୍ଯ୍ୟଟନ ପଡ଼ିଆରେ ବିଭାଗୀୟ ସ୍ତରୀୟ ପ୍ରାର୍ଥୀଙ୍କ ସମର୍ଥନରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ମାୟାବତୀ ଏହି ସାଧାରଣ ସଭାରେ ଏକତ୍ରିତ ହୋଇଥିବା ପ୍ରବଳ ଜନସମାଗମରୁ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ସୀମାରେ ଚୀନ୍ ନିର୍ମିତ ଡ୍ରୋନ୍ ଛାଡୁଛି ପାକିସ୍ତାନ: ବିଏସ୍ଏଫ୍ ପକ୍ଷରୁ ହାଇ ଆଲର୍ଟ ଜାରି

ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ସମୟରେ ପାକିସ୍ତାନ ପଞ୍ଜାବରେ ଡ୍ରୋନ୍ ମାଧ୍ୟମରେ 'ଅସ୍ତ୍ର' ଏବଂ ଡ୍ରଗ୍ସ ପ୍ୟାକେଟ୍ ପକାଇବା କାରବାର ବୃଦ୍ଧି ହେବାରେ ଲାଗିଛି। ପ୍ରଥମ ସପ୍ତାହରେ ଦୁଇରୁ ଚାରି ଡ୍ରୋନ୍ ଜବତ କରାଯାଇଥିଲାବେଳେ ବର୍ତ୍ତମାନ ଦୁଇ ସପ୍ତାହ ମଧ୍ୟରେ ଦେଢ଼ ଡର୍ଜନରୁ ଅଧିକ ଡ୍ରୋନ୍ ଜବତ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ଜବାବ ଦେଲେ ନବୀନ, ଓଡ଼ିଶାରେ ବିଜେଡି ଷଷ୍ଠ ଥର ପାଇଁ ସରକାର କରିବ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି କନ୍ଧମାଳ, ବଲାଙ୍ଗୀର ଓ ବରଗଡରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ନବୀନ କହିଛନ୍ତି ଯେ ଜୁନ୍ ୧୦ରେ ନୁହେଁ, ଆଗାମୀ ୧୦ ବର୍ଷରେ ବିଜେପି ଓଡ଼ିଶାରେ ହୃଦୟ ଜିତିପାରିବନି, ଓଡ଼ିଶାରେ ବିଜେଡି ଷଷ୍ଠ ଥର ପାଇଁ ସରକାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେତେ କୋଟିର ମାଲିକ ୩୦ଲକ୍ଷ ଜରିମାନା ଦେବାକୁ ଯାଉଥିବା ଋଷବ ପନ୍ତ

ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସର ମନ୍ଥର ଓଭର ରେଟ୍ ଅପରାଧ ହେତୁ ଅଧିନାୟକ ଋଷବ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ଏହା ସହ ପନ୍ତଙ୍କ ଉପରେ ୩୦ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି | ବଡ ଦୁର୍ଘଟଣାର ସାମ୍ନା କରି ଫେରିବା ପରେ ଋଷବ…
ଅଧିକ ଖବର ଦେଖନ୍ତୁ...

ଜେଲରେ ମୋ ଇନସୁଲିନ ବନ୍ଦ କରିଦେଇଥିଲେ

ନୂଆଦିଲ୍ଲୀ: ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିୟମିତ ଭାବେ ବିଜେପିକୁ ଟାର୍ଗେଟ କରିଚାଲିଛନ୍ତି । ସେ କହିଛନ୍ତି ଯେ ଜେଲରେ ତାଙ୍କ ଇନସୁଲିନ ବନ୍ଦ କରିଦିଆଯାଇଥିଲା । ଦିଲ୍ଲୀରେ ଅନୁଷ୍ଠିତ ଏକ ରୋଡ୍ ସୋ' ଅବସରରେ ଅରବିନ୍ଦ କେଜ୍ରିଓ୍ଵାଲ…
ଅଧିକ ଖବର ଦେଖନ୍ତୁ...