Daily Archives

May 23, 2024

ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ିଲେ ମହିଳା

ଢେଙ୍କାନାଳ: ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ମଗୁବେରେନି ଗାଁର ଜଣଙ୍କ ବାଡ଼ିପଟରେ ଥିବା ନଣ୍ଡା କୂଅ ରେ ଜଣେ ମହିଳା ଖସିପଡ଼ିଲେ। ପରିସ୍ରା କରିବାକୁ ବାଡି ପଟକୁ ଯାଇଥିବା ବେଳେ ନିଦ ବାଉଳରେ ଅସାବଧାନତା ଯୋଗୁଁ କୂଅରେ ଗଳି ପଡ଼ିଥିଲେ। ଅଳ୍ପ ସମୟ ଭିତରେ ଖାଯୁରିଆକଟା ଦମକଳ ବାହିନୀ…
ଅଧିକ ଖବର ଦେଖନ୍ତୁ...

ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବିନାହିଁ : କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ କାରଣ ଏହା ଏକ ଉଦାହରଣ ଭାବେ ରହିଯିବ ଏବଂ ବିଜେପି ଭବିଷ୍ୟତରେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ବି ଟାର୍ଗେଟ କରିବ । ଏହାକୁ ବାହାନା କରି ଏମକେ ଷ୍ଟାଲିନ, ମମତା ବାନାର୍ଜୀ ପରି…
ଅଧିକ ଖବର ଦେଖନ୍ତୁ...

ମନୋଜ ତିୱାରୀଙ୍କୁ ନେଇ ଏଭଳି କହିଲେ ଫଡନାଭିସ

ନୂଆଦିଲ୍ଲୀ: ଆସନ୍ତା ମେ ୨୫ରେ ଦିଲ୍ଲୀର ସମସ୍ତ ସାତୋଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି | ଆଉ ଆଜି ପ୍ରଚାରର ଶେଷ ଦିନରେ ସମସ୍ତ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଆଜି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଦିଲ୍ଲୀରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମହିଳା ମୋଦୀଙ୍କୁ ଗୁହାରି କରି କହିଛନ୍ତି, ‘ମୋ ସ୍ବାମୀଙ୍କ ପାଇଁ ଚକ୍ଷୁ…

ନୂଆଦିଲ୍ଲୀ: କିଛିଦିନ ତଳେ ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ ଜୟପୁରରୁ କାଶ୍ମୀର ବୁଲିବାକୁ ଯାଇଥିବା ଟୁରିଷ୍ଟ ଦମ୍ପତ୍ତି ଏଥିରେ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ନିୟମ ଉଲ୍ଲଂଘନ କରି ପ୍ରଚାର ମୈଦାନରେ ମିସନ ଶକ୍ତି ପଦାଧିକାରୀ

ବେତନଟୀସଦର: ବିଜେପି ବିଧାୟକ ସନାତନ ବିଜୁଳି ନିଜର ନିର୍ବାଚନ ଏଜେଣ୍ଟ ମାଧ୍ୟମରେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଆଚରଣ ବିଧୂର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବାର ଅଭିଯୋଗ ପତ୍ର ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ…
ଅଧିକ ଖବର ଦେଖନ୍ତୁ...

ପ୍ରଶାନ୍ତ କିଶୋର ବିଜେପିର ଏଜେଣ୍ଟ : ତେଜସ୍ବୀ ଯାଦବ

ପାଟନା: ଆରଜେଡି ନେତା ତଥା ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଗୁରୁବାର ରାଜନୈତିକ ରଣନୀତକାର ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ପ୍ରଶାନ୍ତ କିଶୋର ଜଣେ ବିଜେପିର ଏଜେଣ୍ଟ। ଚଳିତ ନିର୍ବାଚନରେ ବିଜେପି ହାରିବା ଆରମ୍ଭ କରିବା ପରେ  ପ୍ରଶାନ୍ତ କିଶୋର…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପାଇଁ ରାଜଧାନୀରେ ପୁଲିସର ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ବର: ନିର୍ବାଚନକୁ ଆଖିଆଗରେ ରଖି ସାରା ରାଜଧାନୀରେ ବୁଲିଲା ୫୧ଟି ମୋବାଇଲ୍ ଭ୍ୟାନ। ସବୁ ଥାନା ଅଂଚଳରେ ହେଲା ଫ୍ଲାଗ ମାର୍ଚ୍ଚ। ଭୁବନେଶ୍ୱର ଡିସିପି କରିଲେ ତଦାରଖ। ଆଜି ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ କମିସନରେଟ୍ ପକ୍ଷରୁ ମୋବାଇଲ୍ ଭ୍ୟାନ ଦ୍ଵାରା ମାରାଥନ୍ ପେଟ୍ରୋଲିଂ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସନ୍ଧ୍ୟାରେ ଯୁବତୀଙ୍କୁ ଭେଟିବାକୁ ଯାଇଥିଲେ; ସକାଳୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ବଡ଼ଗାଁ ଥାନା ଇତମା ନିକଟ ଟିମନା ପାହାଡ଼ର ଏକ ଗଛରୁ ଗୁରୁବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ସଦରଥାନା ରାଜପୁର ନିକଟ ରେବଡ଼ାମାଲର ମିଲନ କେର୍କେଟା (୨୦)। ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଗଛରେ ଝୁଲାଇ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ଆରପାରିରେ ଏହି ଅଭିନେତା ତଥା ମିମିକ୍ରି କଳାକାର

ମୁମ୍ବାଇ: ଆପଣ ଟେଲି ଧାରାବାହିକ ଭାବିଜି ଘର ପର ହେଁ ଦେଖନ୍ତି କି? ଯଦି ହଁ, ତେବେ ଆପଣଙ୍କ ପାଇଁ ଏକ ଦୁଃଖ ଖବର ଅଛି | ବାସ୍ତବରେ ଏହି ଶୋରେ ଅଭିନୟ କରୁଥିବା ଅଭିନେତା ଫିରୋଜ ଖାନଙ୍କର ପରଲୋକ ହୋଇଯାଇଛି | ଉତ୍ତରପ୍ରଦେଶର ବଦାଉଁରେ ହୃଦଘାତରେ ଏହି ଅଭିନେତାଙ୍କର ମୃତ୍ୟୁ ହୋଇଯାଇଛି। ଫିରୋଜ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଡିକି ଭାଙ୍ଗି ୧.୫୦ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଫୋକଟପଡ଼ାର ଅହମ୍ମଦ ଅଲ୍ଲୀଙ୍କଠାରୁ ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅହମ୍ମଦ ଅଲ୍ଲୀ ଖଡ଼ିଆଳ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ୧ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଏହି ଟଙ୍କା ବାଇକ୍‌ ଡିକିରେ ରଖିଥିଲେ।…
ଅଧିକ ଖବର ଦେଖନ୍ତୁ...