Daily Archives

May 11, 2024

ଆତ୍ମସମ୍ମାନ ଥିଲେ କେଜ୍ରିୱାଲ ଜାମିନ ନେଇ ନଥାନ୍ତେ: ଦିଲ୍ଲୀ ସିଏମଙ୍କୁ ଟାର୍ଗେଟ କ‌ଲେ ହିମନ୍ତ ଶର୍ମା

ଗୁଆହାଟୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯିବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କେଜ୍ରିୱାଲଙ୍କ ଜାମିନ ଗ୍ରହଣ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଏବଂ ଏଥିରେ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ପୁଲିସ ଗୁଳିରେ ଜଣେ ମାଓବାଦୀ ନିହତ

ରାୟପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରୁ ମାତ୍ର ୬୦ କିଲୋମିଟର ଦୂର ତଥା ଓଡ଼ିଶା ସୀମାଠାରୁ ମାତ୍ର ୩୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ନଗରୀ ଥାନା ଅନ୍ତର୍ଗତ ଭଇଁଷାମୁଣ୍ଡା ଜଂଗଲରେ ଆଜି ଧମତରୀ ପୁଲିସ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ଏହି ଗୁଳି ବିନିମୟରେ…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ: ପ୍ରଥମେ ବୋଲିଂ

କୋଲକାତା: ଆଇପିଏଲ୍‌ର ୬୦ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମୁହାଁମୁହିଁ ହୋଇଛନ୍ତି। କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଗରମରେ ୨ ପୁଲିଂ କର୍ମଚାରୀ ଗୁରୁତର

ମାଲକାନଗିରି: ମାଲକାନଗିରିରେ ପ୍ରବଳ ଗରମ ଅନୁଭୁତ ହେଉଥିବା ବେଳେ ଆଜି ପୁଲିଂ ଅଧିକାରୀମାନଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ପଠେଇବା ପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ତେବେ ପ୍ରବଳ ଗରମରେ ଦୁଇ ପୁଲିଂ ଅଧିକାରୀ ଅଚେତ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏମଭି-୧୪…
ଅଧିକ ଖବର ଦେଖନ୍ତୁ...

ବିଜାପୁର ଏନକାଉଣ୍ଟର ଘଟଣା: ୧୨ ଘଣ୍ଟା ଧରି ଚାଲିଥିଲା ଗୁଳିବିନିମୟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପୁଲିସକୁ ମାଓ ଦମନରେ ସଫଳତା ମିଳିବାରେ ଲାଗିଛି। ଗତକାଲି ହୋଇଥିବା ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଥିଲେ। ତେବେ କିପରି ଥିଲା ଏହି ଚଢାଉ ଏବଂ ପୁଲିସର ସଫଳତା ତାକୁ ନେଇ ଆଜି ପୁଲିସ ମହାନିର୍ଦେଶକ ସୁନ୍ଦରରାଜ ପି ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା। ମାଟି ତିଆରି ବ୍ୟବସାୟୀଙ୍କ ଲାଗି ସମୟ ବିଶେଷ ଲାଭପ୍ରଦ ରହିବ। ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା…
ଅଧିକ ଖବର ଦେଖନ୍ତୁ...

ସମସ୍ୟାରେ ଆପ୍ ବିଧାୟକ ଅମାନତୁଲ୍ଲା ଖାଁ, ଘରେ ପହଞ୍ଚିଲା ପୁଲିସ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାଁ ପୁଣି ଥରେ ବିବାଦ ଓ ସମସ୍ୟାରେ ଫସିଛନ୍ତି। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ନୋଏଡା ପୋଲିସ ଅମାନତୁଲ୍ଲା ଓ ତାଙ୍କ ପୁଅକୁ ଖୋଜୁଛି । ଆଜି ନୋଏଡା ପୋଲିସ ଏହି ଘଟଣାରେ ଆପ୍ ବିଧାୟକଙ୍କ ଘରେ ପହଞ୍ଚିଛି । ନୋଏଡା ପୁଲିସ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍

ଇସ୍ଲାମାବାଦ: ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କବାଦୀଙ୍କ ଉପରେ ପାକିସ୍ତାନ ସେନା ଦୁଇଟି ଏୟାର ଷ୍ଟ୍ରାଇକ୍ କରିଛି। ଗୋଟିଏ ଏୟାରଷ୍ଟ୍ରାଇକ୍ ଆଫଗାନିସ୍ତାନ ଭିତରେ କରାଯାଇଥିବାବେଳେ ୨ୟଟି ଆଫଗାନିସ୍ତାନକୁ ଲାଗିଥିବା ପାକିସ୍ତାନ ସୀମାନ୍ତ ଅଂଚଳରେ କରାଯାଇଛି । ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ଭାରତରେ ମୁସଲମାନ୍ ଅସୁରକ୍ଷିତ…! କଂଗ୍ରେସର ଅଭିଯୋଗ ଉପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏଭଳି ଉତ୍ତର ଦେଲେ

ନୂଆଦିଲ୍ଲୀ: ଭାରତରେ ମୁସଲମାନ୍ ଅସୁରକ୍ଷିତ ବୋଲି କଂଗ୍ରେସର ଅଭିଯୋଗ ଉପରେ କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଉତ୍ତର ଦେଇ ଭାରତର ଜନସଂଖ୍ୟା ପରିବର୍ତ୍ତନ ଉପରେ ଏକ ନୂତନ ରିପୋର୍ଟ ଉପସ୍ଥାପନ କରିଛନ୍ତି। ପ୍ରଶ୍ନ କରିଛନ୍ତି ଯେ ଦେଶର ମୁସଲମାନମାନେ କିପରି ନିଜକୁ…
ଅଧିକ ଖବର ଦେଖନ୍ତୁ...

ଏତେ କୋଟିର ମାଲିକ ୧୦ମ ଫେଲ ହୋଇଥିବା ଅଭିନେତା

ନୂଆଦିଲ୍ଲୀ: ଆଜି କୋଟି କୋଟି ଟଙ୍କାର ମାଲିକ ୧୦ମ ଫେଲ ହୋଇଥିବା ଅଭିନେତା ତଥା ଭୋଜପୁରୀ ଷ୍ଟାର ପବନ ସିଂ | ପାଠ କମ ପଢିଥିଲେ ବି ଅଭିନୟ ଓ ରାଜନୀତି କରି ସେ ଟଙ୍କା ଆୟ କରୁଛନ୍ତି | ଚଳିତ ବର୍ଷ ସେ ବିହାରର କରାକାଟ ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଠାରୁ ସେ ଜଣେ ସ୍ୱାଧୀନ…
ଅଧିକ ଖବର ଦେଖନ୍ତୁ...