Daily Archives

May 10, 2024

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୦୨୩-୨୪ ବ୍ୟାଚରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। …
ଅଧିକ ଖବର ଦେଖନ୍ତୁ...

ଖୋଲିଲା କେଦାରନାଥ ମନ୍ଦିର, ପ୍ରଥମ ଦିନରେ ରେକର୍ଡ ଶ୍ରଦ୍ଧାଳୁ

ଡେରାଡୁନ: ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ କେଦାରନାଥ ମନ୍ଦିର ଖୋଲିଛି । ମନ୍ଦିରର ଦ୍ୱାର ଖୋଲିବା ସହ ଯାତ୍ରାରେ ଏକ ନୂଆ ଅଧ୍ୟାୟ ମଧ୍ୟ ଯୋଡ଼ି ହୋଇଛି। ଶୁକ୍ରବାର ୨୯,୦୩୦ ଜଣ ଶ୍ରଦ୍ଧାଳୁ ବାବା କେଦାରଙ୍କ ଦର୍ଶନ କରିଥିଲେ। ଇତିହାସରେ ପ୍ରଥମ ଥର ପାଇଁ ଦ୍ବାର ଖୋଲିବା ଅବସରରେ ଏତେ ସଂଖ୍ୟକ…
ଅଧିକ ଖବର ଦେଖନ୍ତୁ...

ଏଲଏସଜିର ଅଧିନାୟକତ୍ୱ ଛାଡ଼ିବେ ନାହିଁ ରାହୁଲ, ଖଣ୍ଡନ କଲା ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ର ୧୬ତମ ସିଜିନରେ ଲଖନଉ ସୁପର ଜିଆଣ୍ଟସ୍ ପାଇଁ ଅଡୁଆ ତୁଟାଇବାର ନାମ ନେଉନାହିଁ | ପଡ଼ିଆରେ ପରାଜୟର ସମ୍ମୁଖୀନ ହେବା ପରେ ଦଳର ମ୍ୟାନେଜମେଣ୍ଟ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ହାଇଦ୍ରାବାଦ ବିପକ୍ଷରେ ଲଜ୍ଜାଜନକ ପରାଜୟ ଏବଂ ସଞ୍ଜୀବ ଗୋଏଙ୍କାଙ୍କ…
ଅଧିକ ଖବର ଦେଖନ୍ତୁ...

ଟିକେଟ ମିଳିବା ପୂର୍ବରୁ ଘଟିଥିବା ଘଟଣା ବିଷୟରେ କହିଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଭିନୟରୁ ବିରତି ନେଇ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି। ବିଜେପି ତାଙ୍କୁ ହିମାଚଳର ମଣ୍ଡିରୁ ପ୍ରାର୍ଥୀ କରିବା ପରେ ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ସେ କ୍ରମାଗତ ଭାବେ ରାଲି କରୁଛନ୍ତି। ରାଲି ସମୟରେ କଙ୍ଗନା ଏଭଳି ଅନେକ କିଛି କଥା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କମିସନଙ୍କ ବିରୋଧରେ ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଲା ଏଡିଆର, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟରେ ମତଦାନ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ମତଦାନ କେନ୍ଦ୍ରଭିତ୍ତିକ ମତଦାନ ତଥ୍ୟ କୁ ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାକୁ ଏକ ସ୍ୱେଚ୍ଛାସେବୀ ସଂଗଠନ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାଖଲ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ପାଣ୍ଡିଆନଙ୍କ ରୋଡ୍‌ ସୋ’ 

ରାଉରକେଲା: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା‌ ପହଞ୍ଚି ଏକ ରୋଡ୍‌ ସୋ’ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ସହରର ମୁଖ୍ୟ ମାର୍ଗ ପରିକ୍ରମା କରିଥିଲେ ପାଣ୍ଡିଆନ୍। ଏଥିରେ ହଜାର ହଜାର ଲୋକ ସ୍ବେଚ୍ଛାକୃତଭାବେ ସାମିଲ ହୋଇଥିଲେ। ସହରର ମୁଖ୍ୟ ମାର୍ଗ…
ଅଧିକ ଖବର ଦେଖନ୍ତୁ...

୨ଯାତ୍ରୀବାହୀ ବସ ମୁହାଁମୁହିଁ: ଡ୍ରାଇଭର ମୃତ, ୩୦ ଆହତ

ସୋନପୁର/ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ହିକୁଡ଼ି ଫାଣ୍ଡିର ଡୁଡୁପାଲି ବୁଲାଣିରେ ଆଜି ରାତିରେ ଦୁଇଟି ଘରୋଇ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ହେବା ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୃତ ଡ୍ରାଇଭର ହେଲେ…
ଅଧିକ ଖବର ଦେଖନ୍ତୁ...

ଭୁଲରେ ବାପା-ମାଙ୍କୁ ହାଇଦ୍ରାବାଦ ବଦଳରେ ଅମୃତସର ପଠାଇଦେଲେ ଅଭିଷେକ

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦର ଓପନର ଅଭିଷେକ ଶର୍ମା କିଛି ଦିନ ପୂର୍ବରୁ ଟ୍ରାଭିସ୍ ହେଡଙ୍କ ସହ ଲଖନଉ ସୁପର ଜିଆଣ୍ଟସ ବିପକ୍ଷରେ ୫୮ଟି ବଲରେ ୧୬୬ ରନ୍‌ର ଲକ୍ଷ୍ୟ ହାସଲ କରିଥିଲେ। ସେହି ମ୍ୟାଚ୍‌ରେ ଅଭିଷେକ ୨୮ ବଲରେ ୭୫ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୮ଟି ଚୌକା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି: ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ଓଡ଼ିଶାରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ରାଜ୍ୟରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱରରେ ରୋଡ୍‌ ସୋ’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମେଣ୍ଟ ନେଇ ମଧ୍ୟ ସ୍ପଷ୍ଟ ମତ…
ଅଧିକ ଖବର ଦେଖନ୍ତୁ...

ଆଈଙ୍କ ଘର ଇଟାଲୀଲୁ ପଳାଇବେ ରାହୁଲ: କେଶବ ମୌର୍ଯ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନୌଜ ଲୋକସଭା ଆସନରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୁବ୍ରତ ପାଠକଙ୍କ ସମର୍ଥନରେ ଭୋଟ ମାଗିବା ପାଇଁ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏରୱାଟକରେ ପହଞ୍ଚିଥିଲେ। ଯେଉଁଠାରେ, ଏକ ସାଧାରଣ ସଭା ରେ ସେ କହିଥିଲେ ଯେ…
ଅଧିକ ଖବର ଦେଖନ୍ତୁ...