Daily Archives

April 15, 2024

ସଲମାନଙ୍କୁ ଭେଟିବାକୁ ତାଙ୍କ ଘରକୁ ଗଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମୁମ୍ବାଇ: ବଲିଉଡ ଅଭିନେତା ସଲମନ ଖାଁଙ୍କ ଘର ଆଗରେ ଗୁଳିକାଣ୍ଡ ପରେ ମହାରାଷ୍ଟ୍ରର ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛି ଶିବସେନା ଉଦ୍ଧବ ଗୋଷ୍ଠୀ । ସେପଟେ ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ସଂଧ୍ୟାରେ ସଲମାନ ଖାଁଙ୍କ ଘରେ ପହଞ୍ଚିଥିଲେ। ଏହା ପୂର୍ବରୁ ଗୁଳିକାଣ୍ଡ…
ଅଧିକ ଖବର ଦେଖନ୍ତୁ...

ବ୍ରିଜ୍ ତଳକୁ ବସ୍ ଖସି ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ,ମୃତକଙ୍କ ପରିବାର…

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ନିକଟରେ ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ବ୍ରିଜ୍ ତଳକୁ ଖସିବା ଘଟଣାରେ ୫ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ସହ ଡେଟରେ ଯାଇ ‌ଲୋକଙ୍କୁ ଏଭଳି ଉପଦେଶ ଦେଲେ ଆଦିଲ

ମୁମ୍ବାଇ:  ଗତ କିଛି ଦିନ ହେବ ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ୍ ଦୁରାନୀ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। କିଛି ଦିନ ତଳେ ଆଦିଲ୍  ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ସୋମି ଖାନଙ୍କୁ ଦ୍ବିତୀୟ ବିବାହ କରିଥିବା ସାମ୍ନାକୁ ଆସିଥିଲା। ଏନେଇ ଅନେକ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ କଂଗ୍ରେସ ନେତା ଆମ ଆଦମୀ ପାର୍ଟିରେ ଯୋଗ ଦେଲେ

ଭୁବନେଶ୍ୱର/ମାଲକାନଗିରି: ସୋମବାର ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଭବନରେ ଆୟୋଜିତ ଆମ ଆଦମି ପାର୍ଟି ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ତାଙ୍କ ସମର୍ଥକମାନଙ୍କୁ ନେଇ ଆମ ଆଦମୀ ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।ଏହି…
ଅଧିକ ଖବର ଦେଖନ୍ତୁ...

ଇରାନକୁ କେବେ ଓ କେମିତି ଜବାବ ଦେବୁ ତାହା ଆମେ ସ୍ଥିର କରିବୁ… : ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ନିଆଁ ଏବେ ମଧ୍ୟପ୍ରାଚ୍ୟରେ ବ୍ୟାପିବାରେ ଲାଗିଛି। ଏପ୍ରିଲ ପହିଲାରେ ଇସ୍ରାଏଲ ସିରିଆରେ ଥିବା ଇରାନ ଦୂତାବାସ ଉପରେ ଆକ୍ରମଣ କରିଥିଲା। ଯାହା ପରେ ଉଭୟ ଦେଶରେ ଉତ୍ତେଜନା ବଢିଯାଇଛି । ଇରାନ ଶନିବାର (ଏପ୍ରିଲ ୧୩)…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟ କରିବ ହିଟମ୍ୟାନ ରୋହିତଙ୍କ ସମ୍ପତ୍ତି ମୂଲ୍ୟ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ଜାତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା କିଛି ଦିନ ହେବ ବିଭିନ୍ନ କାରଣକୁ ନେଇ ବିବାଦ ଓ ଚର୍ଚ୍ଚାରେ ରହିଛନ୍ତି। ଭାରତ ବିଶ୍ବକପ ହାରିବା ପରେ ରୋହିତଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଦଲାଇ ଲାମାଙ୍କୁ ଭେଟିବା ପରେ କଙ୍ଗନାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ହିମାଞ୍ଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତା କଙ୍ଗନା ରାଣାୱତ ସୋମବାର ଦିନ ଧର୍ମଶାଲାରେ ବୌଦ୍ଧ ଧର୍ମ ଗୁରୁ ଦଲାଇ ଲାମାଙ୍କୁ ଭେଟିଛନ୍ତି। ଦଲାଇ ଲାମାଙ୍କୁ ଭେଟିବାର ପରେ କଙ୍ଗନା ନିଜର ଅନୁଭୂତିକୁ ସମସ୍ତଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁର ବ୍ଲକ କଂଗ୍ରେସ ସଭାପତି ପଦରୁ ବସନ୍ତ ମହାକୁଡ଼ଙ୍କ ଇସ୍ତଫା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍ କଂଗ୍ରେସ ସଭାପତି ପଦରୁ ବସନ୍ତ ମହାକୁଡ଼ ଇସ୍ତଫା ପ୍ରଦାନ କରିଛନ୍ତି । ସେ ବ୍ୟକ୍ତି ଗତ କାରଣରୁ ଇସ୍ତଫା ପ୍ରଦାନ କରିଥିବା କହିଥିବା ବେଳେ ଦଳରେ ସାଧାରଣ ସଦସ୍ୟ ଭାବେ ରହିବେ ବୋଲି କହିଛନ୍ତି। ରବିବାର ରାତିରେ କଂଗ୍ରେସ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ମା’ ଓ ପୁଅର ଫଟୋ ସେୟାର କରି ରେଳବାଇକୁ ଏଭଳି ଅଭିଯୋଗ କଲେ ଯାତ୍ରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ‌ଟ୍ରେନ ଭିତରର ଏକ ଫଟୋ ଭାଇରାଲ ହେଉଛି। ଏହି ପୋଷ୍ଟକୁ ରଚିତ ଜୈନ ନାମକ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ପୋଷ୍ଟକୁ ରଚିତ ଜୈନ ସେୟାର କରି ଲେଖିଛନ୍ତି, 'ଘଟଣାଟି ୩ଏସି ବଗିରେ ଘଟିଛି। ଭଉଣୀଙ୍କ ଏସି ବଗିରେ ସୁନିଶ୍ଚିତ ଟିକେଟ…
ଅଧିକ ଖବର ଦେଖନ୍ତୁ...

ଓଭର ବ୍ରିଜ୍ ତଳକୁ ଖସିଲା ଯାତ୍ରୀବାହୀ ବସ୍: ୪୦ ଆହତ

ଯାଜପୁର: ଯାଜପୁର କୁଆଖିଆ ନିକଟରେ ଏନଏଚ୍-୧୬ରେ ବାରବାଟୀ ଛକଠାରେ ଓଭର ବ୍ରିଜରୁ ଯାତ୍ରୀବାହୀ ବସ୍ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଛନ୍ତି। ବସ୍ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଧର୍ମଶାଳା…
ଅଧିକ ଖବର ଦେଖନ୍ତୁ...