Daily Archives

April 15, 2024

ଆଇପିଏଲ ଇତିହାସରେ ସର୍ବାଧିକ ସ୍କୋର କରିବାର ରେକର୍ଡ କଲା ହାଇଦ୍ରାବାଦ, ବେଙ୍ଗାଲୁରୁ ବିପକ୍ଷରେ ୨୮୮ ରନର ଲକ୍ଷ୍ୟ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୪ର ଏକ ମ୍ୟାଚରେ ଇତିହାସ ସୃଷ୍ଟି କରିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ଦଳ ୨୮୭ ରନ କରିବା ସହ ଆଇପିଏଲ ଇତିହାସରେ ସର୍ବାଧିକ ସ୍କୋର କରିବାର ନିଜର ରେକର୍ଡକୁ ହିଁ କାଟି ଦେଇଛି । ଚଳିତ ସିଜନରେ ହିଁ…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଓ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ରାତି ପାହିଲେ ଶ୍ରୀ ଲିଙ୍ଗରାଜଙ୍କର ପ୍ରସିଦ୍ଧ ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା ନୀତିକାନ୍ତି ସକାଳ ୫ ଟାରୁ ଆରମ୍ଭ ହେବ। ଲିଙ୍ଗରାଜଙ୍କ ନୀତିକାନ୍ତି ‌ଶେଷ ପରେ ଅପରାହ୍ନ ୩:୩୦ରେ ରଥ ଟଣା ଆରମ୍ଭ ହେବ। ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି ବୈଠକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ। ଲାଗି ରହିଥିବା ସମସ୍ୟା କମ୍ ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଆପଣ ସବୁ ଚିନ୍ତାରୁ ମୁକ୍ତ ରହିବେ। କାମରେ ବାପା ମାଆଙ୍କ ସାହାଯ୍ୟ ପାଇବେ। ଅଫିସ୍‌ରେ…
ଅଧିକ ଖବର ଦେଖନ୍ତୁ...

ସରିଲା ଐତିହାସିକ ମହୁରୀ ଉଡ଼ାପର୍ବ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ବେତନଟୀ ସଦର: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମର ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ବାସୁଳୀଙ୍କ ପୀଠରେ କାହିଁ କେଉଁ ଆବହମାନ କାଳରୁ ଛତୁଆ ସଂକ୍ରାନ୍ତିରେ ଉଡ଼ା ଯାତ୍ରା ପାଳିତ ହୋଇଆସୁଛି। ଏହି ଉଡ଼ା ପର୍ବ ଲାଗି ଏପ୍ରିଲ ମାସ ଆରମ୍ଭରୁ ପ୍ରସ୍ତୁତି ଆରମ୍ଭ ହୋଇ ୧୪ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟରାଲ ବଣ୍ଡ ଯୋଗୁଁ କଳାଧନ ଧରାପଡ଼ିବ : ମୋଦୀ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ କଳାଧନ ବିରୋଧରେ ଏକ ସଫଳତାର କାହାଣୀ । ଏହା ଦ୍ୱାରା ଟଙ୍କା କାରବାରର ଖୁଲାସା ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏକ ଘରୋଇ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ବିରୋଧୀ ମାନେ ଆସନ୍ତା ନିର୍ବାଚନରେ ନିଜର ପରାଜୟ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ବିବାହର ୨୦ ଦିନରେ ନବବଧୂର ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଲୋଧଣୀ ଗାଁରେ ଘଟିଛି ଏକ ଅଭବାନୀୟ ଘଟଣା । ଖବର ନେବାରେ ଜଣା ପଡିଛି ଏହି ଗ୍ରାମର ଶେଷଦେବ ରାଉତଙ୍କ ପୁଅ ଦୁଃଶାସନ ରାଉତ ନିଜ ଘର ପାଖରେ ଅନ୍ୟ ଜାତିର ଝିଅ ସୁପ୍ରିୟା ସାହୁ (୧୯)କୁ ପ୍ରେମ ବିବାହ କରିଥିଲା। ମାର୍ଚ୍ଚ ମାସ ୨୫ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

ଦେବଗଡରେ ମେରୁଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ଼ ଜିଲ୍ଲା ଆଁଉଳୀଠାରେ ମା’ ଭଦ୍ରକାଳୀଙ୍କ ମେରୁଯାତ୍ରା ପର୍ବରେ ସାମିଲ ହେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ସେ କହିଛନ୍ତି ଦେବଗଡରେ ମା’ ଭଦ୍ରକାଳୀ ମେରୁଯାତ୍ରାରେ ସାମିଲ ହେବା ମୋ ପାଇଁ ପରମ ସୌଭାଗ୍ୟ…
ଅଧିକ ଖବର ଦେଖନ୍ତୁ...

ଶକ୍ତି ମହାନ୍ତି ଓ ହେମନ୍ତ ଦଳପତି ପାଇବେ କବି ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର-୨୦୨୪

ବାଲେଶ୍ବର : ଓଡ଼ିଆ କାବ୍ୟ କବିତା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭାବାନ ଯୁବପିଢ଼ିର ଦୁଇ ସୁଖ୍ୟାତ କବି ଡକ୍ଟର ଶକ୍ତି ମହାନ୍ତି ( ଜନ୍ମ - ୧୯୭୪) ଏବଂ ହେମନ୍ତ ଦଳପତି ( ଜନ୍ମ ୧୯୭୪)ଙ୍କୁ ୨୦୨୪ ବର୍ଷ ପାଇଁ କବି ଚନ୍ଦ୍ର କୁମାର ମହାନ୍ତି ଯୁବପ୍ରତିଭା କବିତା ସମ୍ମାନ ପାଇବାକୁ…
ଅଧିକ ଖବର ଦେଖନ୍ତୁ...

କୌଣସି ଫିଲ୍ମକୁ ହଁ କହିବା ପୂର୍ବରୁ ଏହି ବ୍ୟକ୍ତିଙ୍କ ଅନୁମତି ନିଅନ୍ତି ସଲମାନ

ମୁମ୍ବାଇ: ନିଜର ବଳିଷ୍ଠ ଅଭିନୟ ଯୋଗୁଁ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ବହୁତ ପସନ୍ଦ କରାଯାଏ। ଏହି ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସୁପରହିଟ୍ ବଲିଉଡ ଫିଲ୍ମରେ କାମ କରିଛନ୍ତି। ଏବେ ସେ ତାଙ୍କ ଆଗାମୀ ଫିଲ୍ମ 'ସିକାନ୍ଦର'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ଘୋଷଣା ହେବା ପରଠାରୁ…
ଅଧିକ ଖବର ଦେଖନ୍ତୁ...

ଜୁଏଲ ଓରାମଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲେ ବିଜେଡିର ୯ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନର ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଫେରାଦ ହୋଇଛି। ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ୯ ଜଣିଆ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...