Daily Archives

April 1, 2024

ଚାଷୀ ପ୍ରଦୀପ ପ୍ରଧାନଙ୍କ ଅଭିନବ କୌଶଳ: ୟୁଟ୍ୟୁବ ଦେଖି ଫସଲକୁ ସୁରକ୍ଷା ଦେବା ନେଇ ଝଟକା ପାଚେରୀ କଲେ

ମାଲକାନଗିରି: ଆପଣ ଅନେକ ପାଚେରୀ କଥା ଶୁଣିଥିବେ ଏବଂ ଦେଖିଥିବେ।କିନ୍ତୁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଦୁର୍ଗମ ପାରକାନମାଲା ପଞ୍ଚାୟତର ଟେକଗୁଡା ଗ୍ରାମରେ ଫସଲକୁ ସୁରକ୍ଷା ଦେବା ପାଇଁ କରାଯାଇଛି ଝଟକା ପାଚେରୀ। ଯାହାକୁ କରିଛନ୍ତି ଜଣେ ଶିକ୍ଷିତ ଯୁବକ ପ୍ରଦୀପ ପ୍ରଧାନ। ଦଶ ଏକର…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲରେ ଦେଶରେ କେବଳ ଗରମ ନୁହେଁ, ଭଲ ବର୍ଷା ବି ହେବ : ଗ୍ରୀଷ୍ମଋତୁ ପାଇଁ ପାଣିପାଗ ବିଭାଗର ରିପୋର୍ଟ

ନୂଆଦିଲ୍ଲୀ: ଏପ୍ରିଲ ମାସ ଆରମ୍ଭ ହୋଇଗଲାଣି ଏବଂ ଏହା ସହିତ ସମଗ୍ର ଦେଶରେ ତାତି ବଢିବାରେ ଲାଗିଛି । ଏପ୍ରିଲ ମାସରେ ଅତ୍ୟଧିକ ଗରମ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି। ସେପଟେ ସେମାନଙ୍କ ତରଫରୁ ଆଉ ଏକ ବଡ ସୂଚନା ମଧ୍ୟ ଦିଆଯାଇଛି । ଆଇଏମଡି ପକ୍ଷରୁ ଜାରି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଚୀନ୍‌ର ନାଲି ଆଖି: ଆମ ଲୋକଙ୍କ ସୁରକ୍ଷା ଆମକୁ କରିବାକୁ ଦିଅ

ବେଜିଂ: ପାକିସ୍ତାନର ବନ୍ଧୁ ବୋଲାଉଥିବା ଚୀନ୍ ଏବେ ନିଜର ପ୍ରକୃତ ଚେହେରା ଦେଖାଇଛି। ପାକିସ୍ତାନରେ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନରେ ଚୀନ୍ ନାଗରିକଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି। ଏହାକୁ ନେଇ ଚୀନ୍ ଏବେ ପାକିସ୍ତାନକୁ ନାଲି ଆଖି ଦେଖାଇଛି। ଚୀନ୍ କହିଛି ଯଦି ଆମ…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କୁ ଜେଲରେ ଏହି ୬ଜଣ ଭେଟି ପାରିବେ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ତିହାଡ଼ ଜେଲରେ ଜେଲନମ୍ବର ୨ରେ କଏଦୀ ଭାବେ ଅଛନ୍ତି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜେଲରେ ପ୍ରଥମରାତି କଟିବ। ‌ ଜେଲ‌ର ଯେଉଁ କଠୋରୀରେ ଅରବିନ୍ଦ କେଜ୍ରିୱାଲଙ୍କୁ ରଖାଯାଇଛି ତାହା ୧୪ଫୁଟ ଲମ୍ବା ଓ ୮ଫୁଟ ଚଉଡାର ରହିଛି। ଏଥିରେ ଏକ ଟିଭି ଲାଗିଛି।…
ଅଧିକ ଖବର ଦେଖନ୍ତୁ...

ଏପର୍ଯ୍ୟନ୍ତ ୯୭.୬୯% ୨୦୦୦ ଟଙ୍କିଆ ନୋଟ ଫେରିଛି : ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର (ଏପ୍ରିଲ ୧) ୨୦୦୦ ଟଙ୍କିଆ ନୋଟ୍ କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି। ଆରବିଆଇ କହିଛି ପ୍ରାୟ ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିଆସିଛି । ମାତ୍ର ୮୨୦୨ କୋଟି ଟଙ୍କାର ୨୦ ଟଙ୍କିଆ ନୋଟ୍ ଏବେ ଲୋକଙ୍କ ପାଖରେ ରହିଛି। …
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଅର୍ଥ ସଚିବଙ୍କୁ ସୁ୍ପ୍ରିମକୋର୍ଟଙ୍କ ନୋଟିସ୍ ଜାରି: ଜଳବୋର୍ଡକୁ ୩ ହଜାର କୋଟି ଆବଣ୍ଟନ ନ କରିବା ମାମଲା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସରକାରଙ୍କ ଏକ ଆବେଦନ ନେଇ ଦିଲ୍ଲୀ ଅର୍ଥ ସଚିବଙ୍କୁ ସୁ୍ପ୍ରିମକୋର୍ଟଙ୍କ ପକ୍ଷରୁ ସୋମବାର ନୋଟିସ୍ ଜାରି କରାଯାଇଛି। ଜଳବ‌ୋର୍ଡକୁ ୩ ହଜାର କୋଟି ଟଙ୍କା ଆବଣ୍ଟନ ନ କରିବା ମାମଲା ନେଇ ଶୀର୍ଷ କୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଜଳବ‌ୋର୍ଡକୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଠିକଣା ପାଲଟିଲା ଜେଲ ନମ୍ବର ୨ର କଏଦୀ

ନୂଆଦିଲ୍ଲୀ: ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ସଞ୍ଜୟ ସିଂଙ୍କ ପରେ ଏବେ ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବି ତିହାଡ଼ ଜେଲରେ ପହଞ୍ଚି ଯାଇଛନ୍ତି। ସୋମବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟଙ୍କ ୧୪ଦିନର ନ୍ୟାୟିକ ହେପାଜତ ଆଦେଶ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଦିନେଶଙ୍କ ଲଜ୍ଜାଜନକ ରେକର୍ଡର ସମକ୍ଷକ ହେଲେ ରୋହିତ

ମୁମ୍ବାଇ: ଆଇପିଏଲ୍‌ ୨୦୨୪ର ୧୪ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ବ୍ୟାଟ୍ସମ୍ୟାନ୍ ମାନେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍)ର ବୋଲରଙ୍କ ସାମ୍ନା ନ କରି ପାରି ଧରାଶାୟୀ ହୋଇଛନ୍ତି। ସୋମବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମା…
ଅଧିକ ଖବର ଦେଖନ୍ତୁ...

ମୁଖତାର ଅନସାରୀ ରହୁଥିବା ବାନ୍ଦା ଜେଲ ଅଧୀକ୍ଷକଙ୍କୁ ହତ୍ୟା ଧମକ

ବାନ୍ଦା: କୁଖ୍ୟାତ ମାଫିଆ ଡନ୍ ମୁଖତାର ଅନସାରୀର ମୃତ୍ୟୁପରେ ବି ବିବାଦ ଥମିବାର ନାଁ ଧରୁନାହିଁ । ଏବେ ବାନ୍ଦା ଡିଭିଜନାଲ ଜେଲରେ କାର୍ଯ୍ୟରତ ବରିଷ୍ଠ ଜେଲ ଅଧୀକ୍ଷକ ବୀରେଶ ରାଜ ଶର୍ମାଙ୍କୁ ହତ୍ୟା ଧମକ ମିଳିଛି । ଏହି ଜେଲରେ ହିଁ ମୁଖତାରର ମୃତ୍ୟୁ ହୋଇଥିଲା । ଜେଲ୍ ଅଧୀକ୍ଷକ ବିରେଶ ରାଜ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ପିର‘ହେଲିକପ୍ଟର ପ୍ଲାନ୍’: ମାୟାବତୀଙ୍କ ପୂର୍ବରୁ ଆକାଶ ସମ୍ଭାଳିବେ ପ୍ରଚାର କାର୍ଯ୍ୟ

ଲକ୍ଷ୍ନୌ; ଲୋକସଭା ନିର୍ବାଚନ ପାଇଁ ବହୁଜନ ସମାଜବାଦୀ ପାର୍ଟି(ବିଏସପି) ବର୍ତ୍ତମାନ ସୁଦ୍ଧା ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ତେବେ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ନିର୍ବାଚନୀ ପ୍ରଚାର ପାଇଁଦଳ ପକ୍ଷରୁ ସମ୍ପୂର୍ଣ୍ଣ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଦଳୀୟ ସୂଚନା…
ଅଧିକ ଖବର ଦେଖନ୍ତୁ...