Daily Archives

April 1, 2024

ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ଦେହାନ୍ତ

ଭୁବନେଶ୍ୱର: ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହୋଇଯାଇଛି | ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ | 'ଥକା ମନ ଚାଲ ଯିବା' ସହ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନର ବୋଲିଂ ଆଗରେ ମୁମ୍ବାଇ ଇଣ୍ଡିଆନ୍ସର ଟପ୍ ଅର୍ଡର ଧରାଶାୟୀ, ୧୨୫ ରନ୍‌ରେ ଅଟକିଲା ଦଳ

ମୁମ୍ବାଇ: ଆଇପିଏଲ୍‌ ୨୦୨୪ର ୧୪ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍) ସୋମବାର ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପରୀକ୍ଷାରେ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସତ୍ତ୍ବେ ଜୀବନ ହାରି ଦେଲା ଛାତ୍ର: ସ୍ଥାଣୁ ପାଲଟିଯାଇଛନ୍ତି…

ନୂଆଦିଲ୍ଲୀ: ବିହାରର ନାଳନ୍ଦ‌ା ଜିଲ୍ଲା ସିଲାବ ଥାନା ଅଧୀନସ୍ଥ ସୁରୁମପୁର ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ର ଚଳିତ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସତ୍ତ୍ବେ ଜୀବନ ହାରି ଦେଇଛନ୍ତି। ମୃତ ଛାତ୍ରଙ୍କ ନାମ ସାହିଲ କୁମାର ବୟସ ୧୫ବର୍ଷ…
ଅଧିକ ଖବର ଦେଖନ୍ତୁ...

ଗୋଲ୍ଡେନ୍ ଡକ୍‌ରେ ପାଭିଲିୟନ ଫେରିଲେ ରୋହିତ, ପ୍ରଶଂସକ ରାଗି ନିଆଁବାଣ

ମୁମ୍ବାଇ: ଆଇପିଏଲ୍‌ ୨୦୨୪ର ୧୪ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍) ସୋମବାର ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ୍‌ ୨ ତାରିଖରୁ ବନ୍ଦ୍‌ ହେବାକୁ ଯାଉଛି ଗୁଗୁଲ୍‌ର ଏହି ସେବା

ମୁମ୍ବାଇ: ଗୁଗୁଲ୍ ପୋଡକାଷ୍ଟ ସେବା ୨୦୨୪ ମସିହା ଏପ୍ରିଲ୍‌ ୨ ତାରିଖରୁ ବନ୍ଦ୍‌ ହେବାକୁ ଯାଉଛି। ଯଦିଓ ପୂର୍ବରୁ ଏହି ସେବା ୨୦୨୩ ମସିହା ସେପ୍ଟେମ୍ବର ମାସରେ ବନ୍ଦ୍‌ ହେବ ବୋଲି ଘୋଷଣା ହୋଇଥିଲା କିନ୍ତୁ ପରେ ସମୟସୀମା ଏପ୍ରିଲ୍ ୨କୁ ବୃଦ୍ଧି କରାଯାଇଛି। ଏପରି ପରିସ୍ଥିତିରେ ଯଦି…
ଅଧିକ ଖବର ଦେଖନ୍ତୁ...

ସାରାଦେଶରେ ବଢିବନି ଟୋଲ୍ ଦର, ସ୍ପଷ୍ଟ କଲା ସଡ଼କ ପରିବହନ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶର ଡ୍ରାଇଭରଙ୍କ ପାଇଁ ବଡ ଖବର । ସଡକ ପରିବହନ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଦେଶରେ ଟୋଲ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆଚରଣ ବିଧି ଲାଗୁ ହୋଇଥିବାରୁ ଟୋଲ୍ ଦରରେ ଏପର୍ଯ୍ୟନ୍ତ ସଂଶୋଧନ କରାଯିବ ନାହିଁ। ପୂର୍ବରୁ ଖବର…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ର ନକଲି ରସୁଣ ଭାରତ ବଜାରରେ: ହାଇ ଆଲର୍ଟ ଜାରି, ଏସବୁ ରାଜ୍ୟ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ଭାରତୀୟ ଖୁଚୁରା ବଜାରରେ ରସୁଣ ଦର ଏବେ କିଲୋଗ୍ରାମ୍ ପିଛା ୨୦୦ ଟଙ୍କାରୁ ୨୪୦ ଟଙ୍କା ମଧ୍ୟରେ ରହିଛି। ରସୁଣ ଦର ବୃଦ୍ଧି ନେଇ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ବଜାରରେ ଚୀନ୍‌ର ନକଲି ରସୁଣ ବିକ୍ରି ହେଉଥିବା ଖବର ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଏଏପି ବିଧାୟକଙ୍କ ଅଭିଯୋଗ: ମତେ ୨୫ କୋଟି ଟଙ୍କା ଆଉ ମନ୍ତ୍ରୀ କରିବାକୁ ଅଫର ଦିଆଯାଇଛି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଆମ୍ ଆଦମୀ ପାର୍ଟି(ଏଏପି) ବିଧାୟକମାନେ ବିଜେପିକୁ ଚାନ୍ଦା ଦେବା ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ୬୦ କୋଟି ଟଙ୍କା ଚାନ୍ଦା ଦେବା ନେଇ ଏଏପି ବିଧାୟକମାନେ ବିଜେପିକୁ ଘେରିଛନ୍ତି। ପ୍ରବଳ ହଟ୍ଟଗୋଳ ଯୋଗୁ ବିଧାନସଭାକୁ ଆସନ୍ତା ସୋମବାର…
ଅଧିକ ଖବର ଦେଖନ୍ତୁ...

ଚିକେନ ତରକାରୀ ରାଗ ନଲାଗିବାରୁ ଛାତରୁ ସ୍ତ୍ରୀଙ୍କୁ ଠେଲି ଦେଲେ ସ୍ବାମୀ: ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ମହିଳା

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ତରକାରୀରେ ରାଗ କମ ହୋଇଥିବାରୁ ସ୍ବାମୀ ସ୍ତ୍ରୀକୁ ଛ‌ାତରୁ ଠେଲି ଦେଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନର ଲାହୋର ସହରରେ ଅବସ୍ଥିତ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସକାଳେ ଟେଟମଡଗୁ ଅଂଚଳରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗତକାଲି ରାତିରେ ନକ୍ସଲ ଟେଟମଡଗୁ ଅଂଚଳରେ କ୍ୟାମ୍ପ କରି ରହିଥିବା ପୁଲିସ ଖବର ପାଇବା…
ଅଧିକ ଖବର ଦେଖନ୍ତୁ...