Daily Archives

April 19, 2024

ଖବର ପ୍ରକାଶ ପରେ ମରାମତି ହେଲା ପାନୀୟ ଜଳପ୍ରକଳ୍ପ; ଡିଏଭିବାସୀ ପାଇଲେ ପାଣି

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ର ୭ନଂ ୱାର୍ଡରେ ପାଇପଲାଇନ ମରାମତି ‌ହୋଇଛି। ବାସିନ୍ଦାଙ୍କୁ ପାନୀୟ ଜଳ ମିଳିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ ଯନ୍ତ୍ରଣାରୁ ଲୋକଙ୍କୁ ଆଶ୍ବସ୍ଥି ମିଳିଛି। ଏହି ଅଞ୍ଚଳକୁ ପାଇପ ଯୋଗେ ଜଳଯୋଗାଣ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ ଓ ଇରାନକୁ ପରାମର୍ଶ ଦେଲେ ମସ୍କ, ଏଠାକୁ ପଠାନ୍ତୁ ରକେଟ

ନୂଆଦିଲ୍ଲୀ: ଇସ୍ରାଏଲ୍‌ ଉପରେ ଇରାନ୍‌ ଡ୍ରୋନ୍‌ ଆକ୍ରମଣ କରିବାର ଦିନକ ପରେ ଇରାନର ଏକ ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ଇସ୍ରାଏଲ୍‌। ଇରାନର ବିଭିନ୍ନ ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଚରମରେ ପହଞ୍ଚିଛି । କୁହାଯାଉଛି ଯେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟରେ ୬୦% ମତଦାନ, ଗତଥର ଠାରୁ ୧୦% କମ  

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ଦେଶର ୨୧ଟି ରାଜ୍ୟର ୧୦୨ଟି ଆସନରେ ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଛି। ପୂର୍ବ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ମତଦାନ ହାର କମ୍ ରହିଛି। ଗତ ନିର୍ବାଚନରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିଲା। ଆଜି ଭୋଟଗ୍ରହଣ ହୋଇଥିବା କୌଣସି ରାଜ୍ୟରେ ମତଦାନ ହାର ୮୦…
ଅଧିକ ଖବର ଦେଖନ୍ତୁ...

ସାଂସାରିକ ମୋହମାୟାକୁ ଛାଡ଼ି ସନ୍ନ୍ୟାସିନୀ ହେବେ ମା’ ଓ ଝିଅ

ନୂଆଦିଲ୍ଲୀ: ରାଜସ୍ଥାନର ପ୍ରତାପଗଡ଼ର ଛୋଟିସାଦଡ଼ିରେ ଘଟିଥିବା ଘଟଣା ଚର୍ଚ୍ଚାରେ ରହିଛି। ମା’ ଓ ଝିଅ ସାଂସାରିକ ମୋହମାୟାକୁ ଛାଡ଼ି ସନ୍ୟାସ ଜୀବନ ଗ୍ରହଣ କରିବାର ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି। ମା’ଙ୍କ ନାମ ପ୍ରୀତି ପୋରୱାଲ ରହିଥିବା ବେଳେ ୧୧ବର୍ଷର ଝିଅଙ୍କ ନାମ ସାରା ପୋରୱାଲ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ପ୍ରବଣ ଅଂଚଳ ପାଇଁ ୩ଟି ହେଲିକପ୍ଟର ବ୍ୟବହାର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳ ପାଇଁ ୩ଟି ହେଲିକେପ୍ଟର ବ୍ୟବହାର ହୋଇଥିଲା। ପ୍ରାୟ ୪୨ଟି ବୁଥ ନକ୍ସଲ ପ୍ରବଣ ଅଂଚଳରେ ରହିଥିଲା। ଏହି ଅଂଚଳ ସଂପୂର୍ଣ୍ଣ ନକ୍ସଲଙ୍କ କବଜାରେ ରହିଥିବାରୁ ଯେପରି ସୁରୁଖୁରୁରେ…
ଅଧିକ ଖବର ଦେଖନ୍ତୁ...

କାର୍‌ ଓ ବାଇକ ଧକ୍କା: ଭାଇ ମୃତ, ଭଉଣୀ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଜୋଙ୍କ ଥାନା ଗୌତମା ଛକରେ ଶୁକ୍ରବାର ସନ୍ଧ୍ୟାରେ କାର୍‌ ଓ ବାଇକ ମୁହାମୁହିଁ ଧକ୍କା ହୋଇଥିଲା। ବାଇକରେ ଥିବା ବରଗଡ଼ ଜିଲ୍ଲା ପାଇକମାଲ ଥାନା ଫଟାମୁଣ୍ଡା ଗାଁର ଗୋପାଳ ଗିରି (୫୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ କୁମୁଦିନୀ ଗୋସ୍ବାମୀ (୩୫)…
ଅଧିକ ଖବର ଦେଖନ୍ତୁ...

ନବରାତ୍ରିରେ କେଜ୍ରିୱାଲ ଅଣ୍ଡା ଖାଆନ୍ତି ନାହିଁ: ଅତିଶି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜେଲରେ ଖାଦ୍ୟ ଓ ପାନୀୟକୁ ନେଇ ରାଜନୀତି ଜୋର ଧରିଛି । ନବରାତ୍ରି ସମୟରେ ଜେଲରେ କେଜ୍ରିୱାଲ ଅଣ୍ଡା ଖାଇଥିବା ନେଇ ଅଭିଯୋଗକୁ ଖଣ୍ଡନ କରି ମନ୍ତ୍ରୀ ଅତିଶି ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ ବିଜେପି…
ଅଧିକ ଖବର ଦେଖନ୍ତୁ...

୨୭ବର୍ଷର ସଂପର୍କ ଛିନ୍ନ କରି ବିଜେଡି ଛାଡ଼ିଲେ ବିନ୍ଦୁରାଣୀ ମିଶ୍ର  

ଜୟପୁର: ବହୁ ଚର୍ଚ୍ଚିତ ଜୟପୁର ବିଧାନସଭା ଆସନରେ ବିଜୁ ଜନତା ଦଳରେ ବହୁ ଆଶାୟୀ ରହିଥିଲେ। ଏହାରି ମଧ୍ୟରେ ବିଜେଡି ହାଇକମାଣ୍ଡ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ପତ୍ନୀ ଡ.ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏହା ପରେ ପ୍ରଥମ କରି ବିଜେଡିର ୨୭ବର୍ଷର ସଂପର୍କ…
ଅଧିକ ଖବର ଦେଖନ୍ତୁ...

‘ସ୍ଥାୟୀ ଭବିଷ୍ୟତ ପାଇଁ ଜୈବ ବିବିଧତା ଏବଂ କୃଷିର ସାମ୍ପ୍ରତିକ ଅଗ୍ରଗତି’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ଦ୍ୱାରା ଆୟୋଜିତ "ସ୍ଥାୟୀ ଭବିଷ୍ୟତ ପାଇଁ ଜୈବ ବିବିଧତା ଏବଂ କୃଷିର ସାମ୍ପ୍ରତିକ ଅଗ୍ରଗତି" ଶୀର୍ଷକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବିଶ୍ୱବିଦ୍ୟାଳୟର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟରେ ୬୦% ମତଦାନ, ୬ଟି ଜିଲ୍ଲାରେ କେହି ଆସିଲେନି ଭୋଟ ଦେବାକୁ

କୋହିମା : ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ହାରାହାରି ୬୦.୦୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ତେବେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରେ ଏପରି ୬ଟି ଜିଲ୍ଲା ଅଛି ଯେଉଁଠାରେ ଜଣେ ମଧ୍ୟ ଭୋଟର ଭୋଟ ଦେବାକୁ ଆସିନଥିଲେ । ପୂର୍ବ…
ଅଧିକ ଖବର ଦେଖନ୍ତୁ...