Daily Archives

April 19, 2024

ପ୍ରେମିକକୁ ନିର୍ମମ ହତ୍ୟା: ପ୍ରେମିକାକୁ ୧୦ ବର୍ଷ ଜେଲ୍, ୫ ହଜାର ଜରିମାନା

ସୁନ୍ଦରଗଡ଼: ବର୍ଷକର ପ୍ରେମ ଓ ଶାରୀରିକ ସମ୍ପର୍କ ପରେ ବିବାହକୁ ନା କରିବାରୁ ପ୍ରେମିକକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ପ୍ରେମିକା। ୨୦୧୭ରେ ସୁନ୍ଦରଗଡ଼ ଟାଉନଥାନା ଭବାନୀପୁର ଅଞ୍ଚଳରେ ଘଟିଥିଲା ଏହି ଘଟଣା। ମାମଲାର ବିଚାର କରି ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲା ଜଜ୍ ଶୁଭଦର୍ଶୀ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଓ ଶାଶୁଙ୍କ ଉପରେ ଏସିଡ ମାଡ଼ କଲା ଜ୍ବାଇଁ, ଲକ୍ଷାଧିକ ଟଙ୍କା ସହ ସୁନାଗହଣା ନେଇ ଫେରାର

ପୁରୀ/ବାମନାଳ: ଶଶୁରଘରକୁ ଆସି ଜ୍ବାଇଁ ଉନ୍ମତ୍ତ କାଣ୍ଡ କରିଛି। ସ୍ତ୍ରୀ ଓ ଶାଶୁଙ୍କୁ ଏସିଡ ମାଡ କରିବା ସହ ଦୁଇଲକ୍ଷ ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯାଇଛି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣା ପଞ୍ଚାୟତ ଅଧୀନ ବଡତୋଟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଆକ୍ରମଣର…
ଅଧିକ ଖବର ଦେଖନ୍ତୁ...

ଭୋଟ ଦେବା ପରେ ଲୋକଙ୍କୁ ଏଭଳି ଅନୁରୋଧ କରିଛନ୍ତି ଜ୍ୟୋତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ଦେଶର ବିଭିନ୍ନ କୋଣଅନୁକୋଣରୁ ଭୋଟ୍ ସହ ଜଡିତ ଖବର ଆସୁଛି। ଏହି କ୍ରମରେ ଦେଖିବାକୁ ଗଲେ ମହାରାଷ୍ଟ୍ରର ନାଗପୁରରେ ବିଶ୍ୱର ସବୁଠାରୁ ଛୋଟ ମହିଳା ଜ୍ୟୋତି ଆମଗେ ଭୋଟ୍ ଦେବା ପାଇଁ ତାଙ୍କ ପରିବାର ସହିତ…
ଅଧିକ ଖବର ଦେଖନ୍ତୁ...

ବିରାଟ କୋହଲିଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କାର୍ତ୍ତିକ

ବେଙ୍ଗାଲୁରୁ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଶେଷ ମ୍ୟାଚରେ ୮୩ ରନର ଚମତ୍କାର ଇନିଂସ ଖେଳି ଦୀନେଶ କାର୍ତ୍ତିକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବିଜୟ ଦେବା ପାଇଁ ଚେଷ୍ଟା କରିଥିଲେ। ତେବେ କାର୍ତ୍ତିକଙ୍କ ଇନିଂସ ବେଙ୍ଗାଲୁରୁକୁ ସାହାଯ୍ୟ କରିପାରି ନଥିଲା। ତେବେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଲକ୍ଷ୍ନୌ ଆଗରେ ୧୭୭ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ଲକ୍ଷ୍ନୌ: ଲକ୍ଷ୍ନୌରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ଏକ ମ୍ୟାଚରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ ଆଗରେ ୧୭୭ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ । ଏହି ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଚେନ୍ନାଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ପରିଶ୍ରମ ଅନୁସାର ଧନଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। କାରବାରରେ ଲାଗି ରହିଥିବା ବାଧା ବାପାଙ୍କ ସହଯୋଗରେ ସମାପ୍ତ ହୋଇଯିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ। ବୃଷ: ନୂଆ କାମ କରିବା ଲାଗି ଦିନଟି ଶୁଭ। ଅଚାନକ ଧନଲାଭ ହେବ। ପିଲାମାନେ କିଛି ନୂଆ କରିବାକୁ…
ଅଧିକ ଖବର ଦେଖନ୍ତୁ...

ମାମୁଘରକୁ ଯାଉଥିଲେ ମା’ ପୁଅ: ଟ୍ରକ ଚକାତଳେ ଚାଲିଗଲା ଜୀବନ

ରେମୁଣା: ଶୁକ୍ରବାର ଅପରାହ୍‌ଣରେ ୧୬ ନମ୍ବର ଜାତୀୟ ରାଜପଥର ରେମୁଣା ବ୍ଲକ ନୂଆଗାଁ ଛକ ଠାରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା ଏବଂ ତାଙ୍କ ପୁଅର ମୃତ୍ୟୁ ହୋଇଛି। ସକାଳେ ଏହି ରାସ୍ତାର କାଠସଙ୍ଗଡ଼ା ଛକ ଠାରେ ସ୍ଥାନୀୟ ଅଞ୍ଚଳର ଜଣେ ସାଇକେଲ ଆରୋହୀ ଟ୍ରକ ଧକ୍କାରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାଡ଼ରେ ଶିକ୍ଷୟିତ୍ରୀ ଆହତ: ବିଦ୍ୟାଳୟରେ ଫେସିଆଲ ପାଇଁ କରିଥିଲେ ବାରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଉନ୍ନାଓର ଏକ ସ୍କୁଲର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲରେ ଥିବା ବେଳେ ଫେସିଆଲ କରୁଥିବା ଦେଖିବାକୁ ମିଳୁଛି। ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପରିଚୟ ସଂଗୀତା ସିଂହ ବୋଲି ଜଣାପଡ଼ିଛି। ଏହି…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ ପୂର୍ବରୁ ସ୍ୱାମୀଙ୍କ ଜର୍ସି ପିନ୍ଧିଥିବାର ନଜର ଆସିଲେ ଆଥିଆ

ନୂଆଦିଲ୍ଲୀ: ଲଖନଉ ସୁପର ଜିଆଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ପୂର୍ବରୁ କେ.ଏଲ୍ ରାହୁଲଙ୍କ ଏକ ଭିଡିଓ ସାମ୍ନାକୁ ଆସୁଛି। ମ୍ୟାଚ୍ ଆରମ୍ଭ ପୂର୍ବରୁ ରାହୁଲ ଓ ତାଙ୍କ ପତ୍ନୀ ଆଥିଆ ଶେଟ୍ଟୀଙ୍କ ସହ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ରାହୁଲ ତାଙ୍କ ଟ୍ରେନିଂ ଜର୍ସିରେ ନଜର…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ପ୍ରଭାବିତ ଅଞ୍ଚଳରେ କଡ଼ାସୁରକ୍ଷାରେ ମତଦାନ ଶେଷ; ନିୟୋଜିତ ଥିଲେ ୬୦ ହଜାର ସୁରକ୍ଷାକର୍ମୀ

ମାଲକାନଗିରି: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବସ୍ତର ଲୋକସଭା ଆସନରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଶେଷ ହୋଇଛି। ମୋଟ୍‌ ୬୩.୪୧ ପ୍ରତିଶତ ମତଦାନ ହୋଇଛି। ପ୍ରଥମ ଥର ପାଇଁ ନକ୍ସଲ ଏହି ନିର୍ବାଚନରେ ହିଂସା ଘଟାଇ ପାରିନଥିଲେ। ପ୍ରାୟ ୬୦ ହଜାର ସୁରକ୍ଷାକର୍ମୀ ଏହି…
ଅଧିକ ଖବର ଦେଖନ୍ତୁ...