Monthly Archives

March 2024

ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ରାଇରଙ୍ଗପୁର: ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ସାଂସଦ ପାଇଁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନାମରେ ମୋହର ମାରିଛନ୍ତି। ଏହାକୁ ନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ରାଜନୀତି ପାଣିପାଗ ସରଗରମ ହୋଇପଡିଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ ୨୦୨୪: ଚେନ୍ନାଇକୁ ୨୦ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ବିଶାଖାପାଟଣା: ଆଇପିଏଲ-୨୦୨୪ର ୧୩ତମ ମ୍ୟାଚରେ ଚେନ୍ନାଇକୁ ୨୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ବିତୀୟ ପାଳିରେ ଚେନ୍ନାଇ ୧୯୨ ରନର ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୬ ୱିକେଟ ହରାଇ ୧୭୧ ରନ୍‌ କରି ପରାସ୍ତ ହୋଇଛି । ଚେନ୍ନାଇ ପକ୍ଷରୁ ଅଜିଙ୍କ୍ୟ ରାହାଣେ ୪୫ ରନ୍‌…
ଅଧିକ ଖବର ଦେଖନ୍ତୁ...

“୪୦୦ ଦୂରର କଥା, ଆଗ ୨୦୦ଟି ଆସନ ଜିତି ଦେଖାଇଲ” ବିଜେପିକୁ ମମତାଙ୍କ ଚ୍ୟାଲେଞ୍ଜ୍

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏର ୪୦୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟକୁ ଉପହାସ କରିଛନ୍ତି। କୃଷ୍ଣନଗର ନିର୍ବାଚନ ମଣ୍ଡଳୀରେ ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରାଙ୍କ ପାଇଁ ଏକ ନିର୍ବାଚନୀ…
ଅଧିକ ଖବର ଦେଖନ୍ତୁ...

ଏହି ଦିନ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ‘ସୈତାନ’

ମୁମ୍ବାଇ: ଆର ମାଧବନ୍ ଏବଂ ଅଜୟ ଦେବଗନଙ୍କ ଫିଲ୍ମ 'ସୈତାନ' ମାର୍ଚ୍ଚ ୮ରେ ପରଦାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଧମାଲ କରିଛି | ଏହି ଚଳଚ୍ଚିତ୍ର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୧୩୮.୭୭ କୋଟି ଟଙ୍କା ରୋଜଗାର କରିଛି | ଆଉ ପ୍ରଶଂସକମାନେ ଓଟିଟିରେ ଏହି ଚଳଚ୍ଚିତ୍ରକୁ…
ଅଧିକ ଖବର ଦେଖନ୍ତୁ...

ଚଲୁଥିବା ଟ୍ରେନ ପାର୍ଶ୍ବରେ ଛିଡ଼ା ହୋଇ ଧୁମ ମଚାଇଲେ ମିଥୁନଙ୍କ ଅବିକଳ

ନୂଆଦିଲ୍ଲୀ:  ସୋସିଆଲ ମିଡିଆରେ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଅବିକଳ ଦେଖାଉଥିବା ଜଣେ ବ୍ୟକ୍ତି ନୃତ୍ୟ କରୁଥିବାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୧୫ଲକ୍ଷ ୮ହଜାରରୁ ଅଧିକ ଲାଇକ ମିଳିସାରିଥିଲା। ଭିଡିଓ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ…
ଅଧିକ ଖବର ଦେଖନ୍ତୁ...

ଅନୁଭବ ମହାନ୍ତିଙ୍କ ସହ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ’ ଦେଖିଲେ ଦର୍ଶକ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ’ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକମାନଙ୍କ ମନରେ ଉତ୍ସାହ ଦେଖାଯାଇଛି। ଏଥି ସହିତ ଚଳଚ୍ଚିତ୍ରଟି ଅଦ୍ଭୁତ ଭଲ ପାଇବା ମଧ୍ୟ ସାଉଁଟୁଛି। ଆଜି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ସାଧାରଣ ଦର୍ଶକ ଫିଲ୍ମର ମଜା…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ଚାଲିଥିବାବେଳେ ଅସୁସ୍ଥ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ତେଲ ଅଭିଭ୍ : ହାମାସ ସହ ଇସ୍ରାଏଲର ଗତ ୬ ମାସ ଧରି ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲରୁ ଏକ ବଡ଼ ଖବର ଆସୁଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଏକ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଯିବାଆସିବା ଖର୍ଚ୍ଚ ମୁଁ ଦେବି, ଫଡନାଭିସ ଭାରତ ପରିଭ୍ରମଣ କରନ୍ତୁ: ଉଦ୍ଧବ

ମୁମ୍ବାଇ: ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ କଟାକ୍ଷ କରିଛନ୍ତି | ସେ କହିଛନ୍ତି ଯେ ଗ୍ରାଉଣ୍ଡ ବାସ୍ତବତାକୁ ବୁଝିବା ପାଇଁ ସେ ଭାରତର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରନ୍ତେ । ଠାକରେ କହିଛନ୍ତି, "ମୁଁ ଦେବେନ୍ଦ୍ର ଫଡନାଭିସଙ୍କ ଯାତ୍ରା,…
ଅଧିକ ଖବର ଦେଖନ୍ତୁ...

ଆଗାମୀ ମାସରେ ଥିଲା ବାହାଘର ଦୋଳି ନେଲା ଯୁବତୀଙ୍କ ଜୀବନ

ନୂଆଦିଲ୍ଲୀ: ବିହାରର ମୋତିହାରୀରେ ଏକ ମେଳା‌ର ଆୟୋଜନ କରାଯାଇଥିଲା। ଏହି ମେଳାରେ ଦୋଳି ଛିଣ୍ଡି ଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇ ଯାଇଛି। ମୃତ ଯୁବତୀଙ୍କ ନାମ ପ୍ରିୟା କୁମାରୀ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବିହାରର ମୋତିହାରୀରେ ଲାଗିଥିବା ମେଳାରେ ଅନେକ…
ଅଧିକ ଖବର ଦେଖନ୍ତୁ...

ବନାଗ୍ନି: ଜୟପୁର ବନଖଣ୍ଡର ୨୩ଟି ସ୍ଥାନରେ ଲାଗିଛି ନିଆଁ

ଜୟପୁର: ଖରାର ପ୍ରକୋପ ବଢ଼ି ଚାଲିଛି। ଅନେକ ଦିନ ହେଲା ବର୍ଷା ନାହିଁ। ଫଳରେ ଜଙ୍ଗଲରେ ଡାଳପତ୍ର ଶୁଖିଲା ପଡ଼ିଥିବାରୁ କେଉଁଠି ଟିକେ ନିଆଁ ଲାଗିଗଲେ ଏହା ବ୍ୟାପକ ରୂପ ନେଉଛି। ଚଳିତବର୍ଷ ଜୟପୁର ବନଖଣ୍ଡରେ ୩ମାସରେ  ୧୩୫ଟି ସ୍ଥାନରେ ନିଆଁ ଲାଗି ସାରିଲାଣି। ବର୍ଷା ଅଭାବରୁ ବନାଗ୍ନି ଚିନ୍ତା…
ଅଧିକ ଖବର ଦେଖନ୍ତୁ...